ପେଟ ଯନ୍ତ୍ରଣା ହେବାରୁ ଏକ୍ସ-ରେ କଲେ ମହିଳା ଆଉ ଯାହା ଆସିଲା ରିପୋର୍ଟ ରେ ଜାଣିଲେ ଗୋଡ ତଳୁ ମାଟି ଖସି ଯିବ….

ସାଧାରଣ ଲୋକ ମାନଙ୍କ ପେଟ ରେ ଦରଜ ହେଲେ କିମ୍ବା ପେଟ ରେ ଯନ୍ତ୍ରଣା ହେଲେ ଡାକ୍ତର ପାଖକୁ ଯାଇ ଥାଆନ୍ତି ଓ କିଛି ବି ଘରୋଇ ଉପଚାର କରି ପେଟ ଯନ୍ତ୍ରଣା ସମସ୍ୟା କୁ ଭଲ କରି ଥାଆନ୍ତି। ପେଟ ରେ ଯନ୍ତ୍ରଣା ହେବା ଏକ ସାଧାରଣ ସମସ୍ୟା ଅଟେ । ଲୋକ ମାନେ ବେଳେ ବେଳେ ଡାକ୍ତର ଙ୍କ ସହିତ ବିନା ପରାମର୍ଶ ରେ ବି ଔଷଧ ଖାଇ ଥାଆନ୍ତି । ତେବେ ଏମିତି ଅବହେଳା କରିବା ଦ୍ଵାରା ବେଳେ ଏହି ସମସ୍ୟା ବହୁତ୍ ବଡ଼ ମଧ୍ୟ ହୋଇଥାଏ ।

ତେବେ ଆଜି ଆମେ ଯେଉଁ ଘଟଣା ବିଷୟ ରେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ।

ତେବେ ଜଣେ ମହିଳା ଙ୍କ ପେଟ ରେ ଯନ୍ତ୍ରଣା ହେବା ରୁ ସେ ହସ୍ପିଟାଲ୍ ଯାଇଥିଲେ ଚିକିତ୍ସା କରିବା ପାଇଁ ଆଉ ଯେତେବେଳେ ଡାକ୍ତର ଏହାର କାରଣ ଜାଣିଲେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଗଲେ କେବଳ ଡାକ୍ତର ନୁହଁ ମହିଳା ମଧ୍ୟ ଯେତେବେଳେ ଜାଣିଲେ ସେ ବି ଆଶ୍ଚର୍ଯ୍ୟ ହୋଇ ଗଲେ । ତେବେ କଣ ହୋଇଥଲା ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।

ଜଣେ ୪୩ ବର୍ଷ ବୟସ ର ମହିଳା ଙ୍କ ର ପେଟ ରେ ବାରମ୍ବାର ଯନ୍ତ୍ରଣା ହେଉ ଥିଲା ଏହା ସହିତ ମଝିରେ ମଝିରେ ବାନ୍ତି ମଧ୍ୟ ହେଉ ଥିଲା । ତେବେ ଯେତେବେଳେ ଏହି ସମସ୍ୟା ଦଶ ଦିନ ରୁ ଅଧିକ ହେବା ପରେ ମଧ୍ୟ ଭଲ ହେଲା ନାହିଁ ସେ ଡାକ୍ତର ଙ୍କ ପାଖକୁ ଚିକିତ୍ସା ପାଇଁ ଗଲେ । ଡାକ୍ତର ଙ୍କୁ ନିଜ ପେଟ ଜନିତ ସମସ୍ତ ସମସ୍ୟା ବିଷୟ ରେ କହିଲେ। ଡାକ୍ତର ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଦେଖି ତୁରନ୍ତ ଏକ୍ସ ରେ କରିବାର ନିଷ୍ପତି ନେଲେ ଓ ଏକ୍ସରେ କରାଇଲେ ।

ଯେତେବେଳେ ଏକ୍ସରେ ର ରିପୋର୍ଟ ଆସିଲା ଏହା ଦେଖି ଡାକ୍ତର ସମେତ ମହିଳା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଗଲେ। ମହିଳା ଙ୍କ ପେଟ ଜନିତ ସମସ୍ୟା ର କାରଣ ଥିଲା ତାଙ୍କ ପେଟ ରେ ଅନେକ ମାତ୍ରା ର ମେଟାଲ ଜମି ରହିଥିଲା । ତେବେ ଏହା ଦେଖି ଡାକ୍ତର ତୁରନ୍ତ ଅପରେସନ କରିବାର ନିଷ୍ପତି ନେଲେ ଓ ଅପରେସନ କଲେ ।

କିନ୍ତୁ ତାଙ୍କ ପେଟ ରେ କେବଳ ମେଟାଲ ନୁହେଁ , ମେଟାଲ ସମେତ କେଶ , ଛୋଟ ଛୋଟ କାଠ ଖଣ୍ଡ ଓ ବ୍ରଶ ମଧ୍ୟ ମିଳିଲା । ତେବେ ଏହି ସବୁ ଜିନିଷ ସେ ନିଜେ ନିଜର କୌଣସି ଏକ ରୋଗ ର କାରଣ ରୁ ଅଜଣା ରେ ଖାଇ ଥିଲେ । ଏହି ରୋଗ ର ନାମ ଫରେନ୍ ବଡି ଇଞ୍ଜେକ୍ସନ ବୋଲି କୁହା ଯାଏ । ଏହି ପରି ରୋଗ ସେହି ବ୍ୟକ୍ତି ମାନଙ୍କ ଠାରେ ଦେଖା ଯାଏ ଯେଉଁ ମାନଙ୍କ ମାନସିକ ସ୍ଥିତି ସାମାନ୍ୟ ଅସ୍ଥାୟୀ ଥାଏ କିମ୍ବା ମାନସିକ ଅନଗ୍ରସର ବ୍ୟକ୍ତି ଙ୍କ ଠାରେ ଏହି ରୋଗ ଦେଖା ଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।