ପେଟ ଜନିତ ସମସ୍ୟା ଗ୍ୟାସ, ଏସିଡିଟି, କବଜ, ଖଟାହେକୁଟି ସବୁଦିନ ପାଇଁ ଦୂର ହୋଇଯିବ ୧୦୦% ଗ୍ୟାରେଣ୍ଟି

ବର୍ତମାନ ସମୟରେ ଅଧିକ ଲୋକ ମାନେ ସାଧାରଣତଃ ଏହି ଏସିଡ଼ିଟି ରୋଗରେ ଆକ୍ରାନ୍ତ ହେଉଛନ୍ତି l ଏହି ରୋଗ କୁ ଭଲ ନ କରିଲେ ଆସ୍ତେ ଏହା ବଡ଼ ରୋଗ ରେ ପରିଣତ ହୋଇ ଥାଏ l ଯେମିତି କି ଆମ ଦେହରେ ସମସ୍ତ ବର୍ଜ୍ୟ ବସ୍ତୁକୁ ବାହାର କରିଥାଏ l କିନ୍ତୁ ଆମର କିଛି ଛୋଟ ଛୋଟ କାରଣ ଯୋଗୁଁ ଆମ ଶରୀର ର ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ରୋଗ ସୃଷ୍ଟି କରିଦେଉ l ଆଜି ଚାଲନ୍ତୁ ଜାଣିବା କଣ କଲେ ଆମେ ଏହି ଏସିଡ଼ିଟି କୁ ଆମେ ଭଲ କରିବା l

କହିବାକୁ ଗଲେ ଏସିଡ଼ିଟି ସାଧାରଣତଃ କିଛି ଖାଦ୍ୟ ଅଧିକ ଖାଇଲେ ହୋଇ ଥାଏ l ଆମେ ସାଧରଣତ ପାଣି କୁ କୂଅ ଟ୍ୟୁବ ୱେଲ , ଆକୁଆ ଆଦି ରୁ ପାଣି ପି ଥାଉ l

ଏହି ପାଣି ରେ ଅଧିକ ମାତ୍ର ରେ ଅମ୍ଳୀୟ ଗୁଣ ରହି ଥାଏ l ଆଉ କହିଲେ ଆମେ ଖାଉ ଥିବା ସମସ୍ତ ନଣଭେଜ ଖାଦ୍ୟ ଗୁଡିକ ରେ ଅଧିକ ଅମ୍ଳୀୟ ପଣ ରହି ଥାଏ l କିନ୍ତୁ ପନିପରିବା ରେ ଅଧିକ ଅଲକାଳୀନ ଯୁକ୍ତ ହୋଇ ଥାଏ l ତେଣୁ ଆମେ ସାଧାରଣ ଅଧିକ ପାଣି ପିଇ ଥାଉ ସେଥି ପାଇଁ ଏହି ଭଳି ରୋଗ ହୋଇ ଥାଏ l ଆଜି ଆମେ ଆପଣ ଙ୍କୁ ଏମିତି ସହଜ ଉପାୟ କହିବୁ ଯାହାକୁ ଆପଣ ନୀତି ଦିନ କାର୍ଯ୍ୟ ରେ ଲଗାଇ ଲେ ଆପଣ ଙ୍କର ସମ୍ପୂର୍ଣ ଏସିଡ଼ିଟି ଓ ଗ୍ୟାଷ୍ଟିକ ଭଳି ମାରାତ୍ମକ ରୋଗ ଭଲ ହୋଇ ଯିବ l

ଆପଣ ମାନେ ପ୍ରଥମେ ଏକ ପତ୍ର ରେ 50 ଗ୍ରାମ ର ଜିରା ନିଅନ୍ତୁ l ପରେ ଅନ୍ୟ ଏକ ପତ୍ର ରେ ଗୋଲମରିଚ 50 ଗ୍ରାମ ନିଅନ୍ତୁ l ପୁଣି ଅନ୍ୟ ଏକ ପତ୍ର ରେ ଗୁଜୁରାତି 25 ଗ୍ରାମ ର ନିୟନ୍ତୁ l ଏହି ସବୁ ଆଣିବା ବରେ ଏଥିରେ ଖଣ୍ଡ ମିଶ୍ରି କୁ ଗୁଣ୍ଡ କରି ଦିଅନ୍ତୁ l
ଏହା କରିବା ପରେ ଏହା କୁ ଅଳ୍ପ ଦହି ରେ ମିଶାଇ ପ୍ରତିଦିନ ଦ୍ୱିପହରେ ପ୍ରତି ଦିନ ଖାଆନ୍ତୁ l

କାରଣ ଏଥି ରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଇମ୍ୟୁନିଟି ଆଦି ରହି ଥାଏ l ତେଣୁ ଏହି ରୋଗ ଭଲ ହୋଇ ଥାଏ l ଆମ ଶରୀର ରେ ଅନେକ ପ୍ରକାର ଉପକାର କରି ଥାଏ l l ଏହା ଦିନ ରେ ନିଶ୍ଚୟ କରନ୍ତୁ l ଏହା ଦ୍ୱାରା ସମସ୍ତ ଏସିଡ଼ିଟି, ଖଟା ହାକୁଟି, କବଚ ଭଳି ରୋଗ ସମ୍ପୂର୍ଣ ଭଲ ହୋଇ ଯିବ l ଏହାକୁ ନିଶ୍ଚୟ କରନ୍ତୁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।