Period Problem – କେବଳ ୧ ରୁ ୨ ଘଣ୍ଟାରେ ପିରିଅଡ୍ସ ଆସିବ Period ଶୀଘ୍ର ଆଣିବାର ଘରୋଇ ଉପାୟ 1-2 ଘଣ୍ଟାରେ ହୋଇଯିବ
ଆମ ସାମଜ ରେ ଆମେ ଭଗବାନ ଦୁଇ ପ୍ରକାର ର ମଣିଷ ଆମେ ଦେଖି ଥାଉ ଗୋଟେ ହେଉଛି ନାରୀ ଏବଂ ଆଉ ଅନ୍ୟ ଟି ହେଉଛି ପୁରୁଷ, କିନ୍ତୁ ଏକ ନାରୀ ପୁରୁଷ ଠାରୁ ସତନ୍ତ୍ର ଭିନ୍ନ ହୋଇ ଥାଏ | ତେବେ ଏକ ନାରୀ ତା ଜୀବନ ରେ ବହୁତ କଷ୍ଟ ସହି ଥାଏ | ତେବେ ଏକ ନାରୀ ଠାରେ ଋତୁଶ୍ରାବ ହେବା ଏହା ପ୍ରତି ମାସ ର ଘଟଣା ହୋଇଥାଏ | ତେବେ ଏହି ଋତୁଶ୍ରାବ ହେବା ଦ୍ୱାରା ଅନେକ ମହିଳା ଦୁର୍ବଳ aଅଛନ୍ତି ଯେଉଁ ମାନଙ୍କର ମାସ କୁ ମାସ ଠିକ ସମୟରେ ପିରିୟଡ଼ ହୁଏ ନାହିଁ |
ଯଦି ପିରିୟଡ଼ 6 କି 7 ଦିନ ବିଳମ୍ୱ ହୁଏ ତେବେ ଏଥିରେ କୌଣସି ବ୍ୟସ୍ତ ହେବାର ନାହିଁ କିନ୍ତୁ 14 କି 15 ଦିନ ବିଳମ୍ୱ ହୁଏ ତେବେ ଏହା ଚିନ୍ତା ର କାରଣ ଅଟେ | ତେବେ ଆମେ ଆଜି ଜାଣିବା କେଉଁ କାରଣ ଯୋଗୁଁ ପିରିୟଡ଼ ଅନିମିୟତୀତ ଦେଖା ଯାଏ ଏବଂ ଘରୋଇ ଉପାୟ ଦ୍ୱାର କିପରି ପିରିୟଡ଼ ଠିକ ଭାବରେ ହୋଇ ପାରିବ ତାହା ଜାଣିବା |
ପିରିୟଡ଼ ନ ହେବାର କାରଣ :-
1. ପିରିୟଡ଼ ନ ହେବାର ପ୍ରଥମ କାରଣ ହେଉଛି ଗର୍ଭବତୀ, ଆପଣ ଯଦି ଗର୍ଭବତୀ ଥିବେ ତେବେ ପିରିୟଡ଼ ହେବ ନାହିଁ, ତେଣୁ ପିରିୟଡ଼ ନ ହେଉ ଥିଲେ ପ୍ରେଗ୍ନେସି ଟେଷ୍ଟ କରନ୍ତୁ |
2. ଅଧିକ ମାନସିକ ଚିନ୍ତା ରହିଲେ ମାସିକ ଋତୁଶ୍ରାବ ରେ ଅସୁବିଧା ହୋଇ ଥାଏ ଏଣୁ ଅତ୍ୟଧିକ ଚିନ୍ତା କରନ୍ତୁ ନାହିଁ |
3. ଆମର ଶରୀର ର ଅଧିକ ଓଜନ ହେଲେ କିମ୍ବା ଅଧିକ ହ୍ରାସ ପାଇଲେ ପିରିୟଡ଼ ରେ ଅନିୟମିତତା ଦେଖାଯାଇ ଥାଏ |
ପିରିୟଡ଼ ନିୟମିତ ହେବାର ଘରୋଇ ଉପଚାର :-
1. ପିରିୟଡ଼ ଠିକ ସମୟରେ ହେବା ପାଇଁ ଅଧିକ ଗରମ ଜାତୀୟ ଖାଦ୍ୟ ଖାଇବା ଉଚିତ, ଯଥା ସପୁରି, ଖଜୁରୀ ଆଦି ସେବନ କରନ୍ତୁ |
2. ଜିରା କୁ ଗରମ ପାଣିରେ ଫୁଟାଇ ପରେ ସେହି ପାଣି କୁ ଥଣ୍ଡା କରି ଦିନରେ ଦୁଇ ଥର ସେବନ କରିବା ଦ୍ୱାର ମାତ୍ର ଦୁଇ ଦିନ ମଧ୍ୟରେ ପିରିୟଡ୍ସ ହେବ |
3. ତେବେ ଅଦା ଆମ ଶରୀର ପାଇଁ ବହୁତ ଉପକାରୀ ହୋଇ ଥାଏ, ଏଣୁ ଆପଣଙ୍କ ର ଯଦି ପିରିୟଡ଼ ବିଳମ୍ବ ହେଉଛି ତେବେ ଗୋଟିଏ ଦୁଇ ଇଞ୍ଚ ର ଅଦା କୁ ଛୋଟ କରି ତାକୁ ଏକ ଗ୍ଲାସ ପାଣି ରେ ଫୁଟାଇ ସେହି ପାଣିକୁ ପିଅନ୍ତୁ |