OMG ! ରକ୍ତାକ୍ତ ଜୁଡୁବୁଡୁ ପ୍ରେମିକ କୁ ଜାବୁଡି କାନ୍ଦୁଛନ୍ତି ଯୁବତୀ… ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ…
ରାତି ଅଧରେ ଫୋନ୍ ଆସିଲା…ପ୍ରେମିକଙ୍କୁ ଛୁରୀରେ ଭୟଙ୍କର ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ…କାଳରାତିର ଅନ୍ଧାରକୁ ଖାତିର ନକରି ପ୍ରେମିକ ପାଖକୁ ଧାଇଁ ଧାଇଁ ଚାଲିଗଲା ପ୍ରେମିକା…ରକ୍ତ ଜୁଡୁବୁଡ଼ୁ ପ୍ରେମିକାକୁ ଧରି ଅପରେସନ୍ ବେଡ୍ରେ ଭୋ ଭୋ କାନ୍ଦିଲା ପ୍ରେମିକା। ଆଶ୍ଚର୍ଯ୍ୟ ହେଲେ ଡାକ୍ତର ଆଉ ନର୍ସ, ଭଲ ପାଇବା କେମିତି ପାଗଳ କରିଦିଏ ।
ପ୍ରେମ ଏକ ପବିତ୍ର ସମ୍ପର୍କ, ଯାହା ଏଠାରେ ସ୍ପଷ୍ଟ ପ୍ରମାଣିତ ହୋଇଯାଇଛି। କଥାରେ ଅଛି ପ୍ରେମକୁ ପାଇବାକୁ ହେଲେ କିଛି ନା କିଛି କରିବାକୁ ପଡିଥାଏ, ଆଉ ଏଠାରେ ତାହା ନେଇ ଏକ ଘଟଣା ଦେଖିବାକୁ ମିଳୁଛି ଯେଉଁଠି ପ୍ରକୃତ ପ୍ରେମ ଅର୍ଥକୁ ବୁଝାଉଛି ।
ଏହିଠାରେ ଯେଉଁ ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ସମସ୍ତେ ଗର୍ବ କରୁଛନ୍ତି ଆଉ ଆପଣ ମଧ୍ୟ କରିବେ। ଏହି ସମ୍ପର୍କ ପାଇଁ କେଉଁଠି ଫାଟ ସୃଷ୍ଟି ହୋଇଥିବା ବେଳେ ହେଲେ ଏଠାରେ ପ୍ରେମ ଭିତରେ ଥିବା ପବିତ୍ର ବନ୍ଧନ ଓ ଅନ୍ଧ ଇତ୍ୟାଦି ସବୁ ସମାଜକୁ ପ୍ରେରଣା ଦେଇଛି।
ଏହି ଘଟଣା ଟି ମଧ୍ୟପ୍ରଦେଶର ଦମୋହରେ ଦେଖିବାକୁମିଳି ଥିଲା। ଏଠାରେ ଏକ ବ୍ରିଜ ଉପରେ ସେହି ଯୁବକ ଜଣଙ୍କ ଠିଆ ହୋଇଥିବା ବେଳେ ପାଖାପାଖି 20 ଜଣ ଯୁବକ ଆସି ତାଙ୍କୁ ମାରପିଟା କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ କେହି ଛୁରୀ ରେ ତାଙ୍କୁ ଆକ୍ରମଣ କରିଥିଲେ ଯାହା ଦ୍ୱାରା ସେ ଆହତ ହୋଇ ଯାଇଥିଲେ। ତା ପରେ ଯାହା ହେଲା ଆପଣ ମାନେ ଦେଖିଲେ ଜାଣି ପାରବେ। ସେହି ଯୁବତୀ ଯାହା କରିଛି ତାହା ଅକଥନୀୟ ଓ ଅବିଶ୍ୱାସନୀୟ। ସେ ପରିବାର ଭିତରେ କାହାକୁ ନ ଜଣାଇ ରାତି ଅଧରେ ଏକାକି ପ୍ରେମିକର ଜୀବନ ବଞ୍ଚାଇବା ଲାଗି ଆଗକୁ ଆସିଛି ଯାହା ଅସମ୍ଭବ।
युवक पर जानलेवा हमला pic.twitter.com/B7hnVh9MZG
— Dharmesh pandey Damoh (@PandeyDamoh) March 12, 2022
ଏହି ଘଟଣା ପ୍ରୟତଃ 3 ଦିନ ତଳେ ଘଟି ଥିଲା। ପ୍ରେମିକ ର କରୁଣ ସ୍ୱର ଶୁଣିବା ପରେ ଯୁବତୀ ଜଣଙ୍କ ନିଜକୁ ନିୟନ୍ତ୍ରଣ ରେ ରଖି ପାରି ନଥିଲେ। ଏବେ ଦୁହିଁଙ୍କ ପ୍ରେମ ସମାଜକୁ ଶିକ୍ଷା ଦେଇଛି ଯେ ପ୍ରେମ ସମ୍ପର୍କ ହେଉଛି ଇଶ୍ୱରଙ୍କ ବରଦାନ । ଯାହାର ଜୀବନ ବଞ୍ଚାଇବା ପାଇଁ ନିଜର ମାନ ସମ୍ନାନ ଭୁଲିଗଲେ ଯୁବତୀ ଏବଂ ରାତାରାତି ପାଗଳଙ୍କ ପରି ଖୋଜୁଛନ୍ତି ସେହି ନିଜର ଲୋକଙ୍କୁ ଯିଏ ତାଙ୍କର ସବୁ କିଛି ।
ନିକଟ ଅଂଚଳରେ ବହୁତ ସମୟ ବୁଝାବୁଝି କରିବା ପରେ ସେ ଆକ୍ରମଣର ଶିକାର ହୋଇଥିବା ପ୍ରେମିକଙ୍କୁ ପାଇଥିଲେ ହେଲେ ସେତେବେଳକୁ ସମ୍ପୂର୍ଣ୍ଣ ରକ୍ତାକ୍ତ ହୋଇ ହୃଦୟର ବେଦନା ମାଧ୍ୟମରେ କରାଳ ଚିତ୍କାର କରୁଛନ୍ତି।
ଆଉ ତାଙ୍କର ଏହି କଷ୍ଟ ଦେଖିବା ପରେ ସେ ଆଉ ନିୟନ୍ତ୍ରଣ କରି ନ ପାରି ସଂଗେ ସଂଗେ ମେଡିକାଲ ନେବା ପାଇଁ ବ୍ୟବସ୍ଥା କରିଥିଲେ। ଏହି ଠାରେ ନିଜର ଲୋକଙ୍କୁ ଶେଷ ସମୟରେ ଦେଖିବା ଏବଂ ସାହାର୍ଯ୍ୟ ପାଇବା ଲାଗି ପ୍ରେମିକାଙ୍କୁ ଫୋନ ସହାୟତରେ ଜଣେଇଥିଲେ। ଯାହାକି ସାରା ସମାଜ କୁ ପ୍ରେରଣା ଦେଇଛି ଏବଂ ଏହିଭଳି ପ୍ରେମ ସମସ୍ତଙ୍କୁ ମିଳି ନ ଥାଏ।ଯାହା ଏବେ ଉଦାହରଣ ପାଲଟିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।