ପତି ପତ୍ନୀଙ୍କ ମଧ୍ୟରେ ତୁ ତୁ ମେ ମେ କଳହ ଦୂରହେବ ଓ ମଧୁରତା ଆସିଯିବ 3ଟି ବାସ୍ତୁ ଉପାୟ ଆଜି ହିଁ ନିଜ ଘରେ କରନ୍ତୁ

ସମାଜକୁ ସୁନ୍ଦର ରୂପେ ଗଢିବାକୁ ହେଲେ ପ୍ରଥମେ ଆମକୁ ଆମର ପରିବାର କୁ ସୁନ୍ଦର କରିବାକୁ ହେବ । ଘରକୁ ସୁନ୍ଦର କରିବାକୁ ହେଲେ ପ୍ରଥମେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଭଲ ସମ୍ପର୍କ ରଖିବା ଦରକାର । ବେଳେ ଦେଖା ଯାଇଥାଏ କି ସ୍ୱାମୀ ସ୍ତ୍ରୀ ମଧୁର ସମ୍ପର୍କରେ ତିକ୍ତତା ଦେଖା ଦେଇଥାଏ । ସ୍ୱାମୀ ସ୍ତ୍ରୀ ସମ୍ପର୍କର ବେଳେ ଅସନ୍ତୋଷ ଦେଖା ଦେଇ ଥାଏ ।

ସ୍ୱାମୀ ସହିତ ଭଲ ସମ୍ପର୍କ ରଖିବା ପାଇଁ ମହିଳା ମାନେ ବହୁତ ପ୍ରୟାସ କରୁଥାନ୍ତି ଆଜି ଆପଣଙ୍କୁକିଛି ଏହିପରି କହିବୁ ଯାହାକୁ ନିଜର ଜୀବନରେ ଆପଣେଇଲେ ସ୍ୱାମୀ ସ୍ତ୍ରୀ ଙ୍କର ସମ୍ପର୍କରେ ଅପୂର୍ବ ପରିବର୍ତ୍ତନ ଆସିବ ସମ୍ପର୍କ ମଧୁର ହେବ ।

ବେଳେ ବେଳେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ବହୁତ କାରଣ ଜଗୁ ଝଗଡା, କଳି, ବଡ଼ିଆ ପିଟା ଲାଗିଥାନ୍ତା । ସବୁବେଳେ ହିଂସା ଆଦି କୁକର୍ମ କରିଥାନ୍ତି । ଏହି ସବୁ ଘଟଣାରୁ ମୁକ୍ତ ହେବା ପାଇଁ ଆପଣଙ୍କୁ ଏହି ସବୁ ଉପାୟ ଅବଲମ୍ବନ କରନ୍ତୁ, ଯାହା ଆପଣ ଙ୍କୁ ହେୟ ଲାଗିଲେ ମଧ୍ୟ ଆପଣଙ୍କ ଜୀବନକୁ ସମ୍ପୂର୍ଣ ରୂପେ ପରିବର୍ତନ କରିଦେବ ।

ଯାହା ଦ୍ୱାରା ଆପଣଙ୍କୁ ଆପଣଙ୍କ ଦାମ୍ପତ୍ୟ ଜୀବନରେ କେବେବି କିଛି ସମସ୍ୟା ହେବା ନାହିଁ । ପତି ପତ୍ନୀ ପ୍ରେମ ବନ୍ଧନରେ ବନ୍ଧିତ ହେବେ । ତେବେ ଚାଲନ୍ତୁ ଜାଣିବା ସେହି ସବୁ ଉପାୟ ଗୁଡିକ କଣ ।

1-ପ୍ରତ୍ୟେକ ବୁଧୁବାର ଆପଣ ମୌନ ବ୍ରତ କରନ୍ତୁ ଆପଣଙ୍କ ସୁବିଧା ଅନୁସାରେ ଯଉଁ ସମୟରେ କରିବେ । ଏହା ଆପଣଙ୍କ ଜୀବନରେ ସବୁ ଖରାପ ସମୟକୁ ପରିବର୍ତ୍ତନ କରିପାରିବେ । ଏହା ଆପଣଙ୍କ ଜୀବନକୁ ପରିବର୍ତନ କରି ଆପଣଙ୍କ ଦାମ୍ପତ୍ୟ ଜୀବନ କୁ ସକାରାତ୍ମକ ପ୍ରଭାବ ପକେଇବ ।

2-ଯଦି ଆପଣଙ୍କ ଜୀବନରେ ସ୍ୱାମୀ ସ୍ତ୍ରୀ ଦାମ୍ପତ୍ୟ ଜୀବନରେ କଳହ ଲାଗି ରହୁଥାଏ ତାହାଲେ ଆପଣ ଶୁକ୍ରବାର ଦିନ ଦୁହେଁ ସ୍ୱାମୀ ସ୍ତ୍ରୀ ଦହି ଦେହରେ ବଳେଇ ସ୍ନାନ କରନ୍ତୁ, ସ୍ନାନ କରି ପୂଜା ଭଗବାନଙ୍କୁ କରନ୍ତୁ ଯାହା ଦ୍ୱାରା ଆପଣଙ୍କ ଦାମ୍ପତ୍ୟ ଜୀବନ ମଧୁମୟ ହେବ ।

3-ଆପଣ ଆପଣଙ୍କ ଦାମ୍ପତ୍ୟ ଜୀବନକୁ ଅତ୍ୟନ୍ତ ସରଶ ସୁନ୍ଦର କରିବା ପାଇଁ ତଥା ପ୍ରେମ ସମ୍ପର୍କ କୁ ବଢିବl ପାଇଁ ଆପଣ ଯଦି ଆପଣଙ୍କ ଶଶୁର ଘରୁ କୌଣସି ରୁପାର ଜିନିଷ ତିଆରି କରି ଉପହାର ସହ ଦେବେ ଯାହାକୁ ସେମାନେ ସବୁଦିନ ଧାରଣ କରିବେ ତାହାଲେ ଆପଣଙ୍କ ଦାମ୍ପତ୍ୟ ଜୀବନ ମଧୁର ହୋଇ ଯିବ ।

4-ଯଦି ଆପଣ ଭିକାରି କୁ କଳା କମଳ ଦାନ ସ୍ୱରୂପ ଦେବେ ତାହାଲେ ଆପଣଙ୍କର ଜୀବନରେ କେବେକଳହ ହେବ ନାହିଁ, ଆଉ ମଧ୍ୟ ଆପଣ କମ୍ବଳ ନଦେଇ ପାରନ୍ତି ତାହାଲେ ଆପଣ କଲା ର କୌଣସି ବସ୍ତ୍ର ଦେଇପାରନ୍ତି, ଯାହାଦ୍ୱାରା ସ୍ୱାମୀ str ମଧ୍ୟ୍ୟ ରେ କେବେବି କଳହ ହେବ ନାହିଁ, ସମ୍ପର୍କ ଭଲ ଗଢି ଉଠିବ ।

ଏହି ସବୁ ପାଳନ କଲେ ଆପଣଙ୍କର କେବେବି ଦାମ୍ପତ୍ୟ ଜୀବନରେ ଅଶାନ୍ତି ହେବ ନାହିଁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।