ଓଃ କି ଡ୍ୟାନ୍ସ ! ମାଉସୀଙ୍କ ପାଖେ ହାର ମାନିଛି ବୟସ…2 ଦିନରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି….
ବର୍ତ୍ତମାନ ସମୟରେ ସ୍ମାର୍ଟ ଫୋନ ର ବ୍ୟବହାର ଏତେ ମାତ୍ରାରେ ବଢ଼ିବାରେ ଲାଗିଛି ଯେ କୌଣସି କାମ କରିବା ପାଇଁ ହେଲେ ପ୍ରଥମେ ସ୍ମାର୍ଟ ଫୋନ କୁ ବ୍ୟବହାର କରୁଛନ୍ତି। ସେମାନେ ସମସ୍ତେ ସ୍ମାର୍ଟ ଫୋନରେ ଏତେ ମାତ୍ରାରେ ବ୍ୟସ୍ତ ରହୁଛନ୍ତି ଯେ, ସେମାନେ ସବୁକିଛି କିଛି ସମୟ ପାଇଁ ଭୁଲି ଯାଉଛନ୍ତି। ସୋସିଆଲ ମିଡ଼ିଆରେ ଅତିବାହିତ କରିବା ପାଇଁ ସେମାନଙ୍କ ପାଖରେ ଅନେକ ମାଧ୍ୟମ ରହିଛି। ପ୍ରତ୍ୟେକ ମୁହୂର୍ତ୍ତ ରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି ଏବଂ ସେହି ଭିଡିଓ କୁ ଦେଖିବା ପାଇଁ ସମସ୍ତେ ପସନ୍ଦ କରୁଛନ୍ତି।
ଆପଣ ମାନେ ସମସ୍ତେ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବାର ଦେଖୁଥିବେ। ଲୋକମାନେ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି। ଯାହାକୁ ଲୋକେ ଦେଖି ବହୁତ ଖୁସି ହୁଅନ୍ତି ଏବଂ ପ୍ରତିକ୍ରିୟା ମଧ୍ୟ ଦେଇଥାନ୍ତି।
ତେବେ ଆଜି ଏକ ଭିଡିଓ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ବହୁତ ଆକର୍ଷିତ କରିବ। ଆଜିର ଏହି ଡିଜିଟାଲ ଦୁନିଆରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଘଟଣା ସାମ୍ନାକୁ ଆସୁଛି। ବର୍ତ୍ତମାନ ଏକ ଘଟଣା ର ଭିଡିଓ ବିଷୟରେ କହିବୁ, ଯାହା ବେଶ୍ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି।
ସେହି ଭିଡିଓ କୁ ଯିଏ ବି ଦେଖୁଛି ସିଏ ଖୁସି ହୋଇ ଯାଉଛି ଏବଂ ପ୍ରଶଂସା ମଧ୍ୟ କରୁଛନ୍ତି। ସମସ୍ତେ ଜାଣିଥିବେ ନୃତ୍ୟ ଏବଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମଧ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ।
ପ୍ରାୟତଃ ସମସ୍ତଙ୍କ ମଧ୍ୟରେ ଡ୍ୟାନ୍ସ କରିବାକୁ ଏବଂ ଦେଖିବାକୁ ସଉକ ରଖିଥାନ୍ତି। ଯେତେବେଳେ ଆମେ କେହି ନାଚିବାର ଦେଖିବାକୁ ପାଉ ସେତେବେଳେ ଆମକୁ ଟିକିଏ ହେଲେ ମଧ୍ୟ ଦେଖିବା ପାଇଁ ଇଛା ହୁଏ। ଏହା ଆମକୁ ଏକ ଭିନ୍ନ ପ୍ରକାରର ଖୁସି ଦେଇଥାଏ। ହୁଏତ ଅନେକ ଲୋକଙ୍କୁ ନୃତ୍ୟ ପସନ୍ଦ ନଥିବ କିନ୍ତୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ସେହିପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୃଦ୍ଧା ସ୍ତ୍ରୀ ଏକ ଗୀତ ରେ ନାଚୁଥିବାର ଦୃଶ୍ଯ ଦେଖିବା ପାଇଁ ମିଳିଛି।
ତେବେ ଯେ କୌଣସି କାମ କରିବା ପାଇଁ ବୟସ ସୀମା କୁ ଦେଖା ଯାଏ ନାହିଁ। ଯେ ପର୍ଯ୍ୟନ୍ତ ତାହା ସଫଳ ନ ହୋଇ ପାରିଛି ସେ ପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି। ତେବେ ଗୋଟିଏ ଗାଁ ର ଜଣେ ବୃଦ୍ଧା ସ୍ତ୍ରୀ ବୟସ ପ୍ରାୟତଃ ୯୦ ପାଖାପାଖି ହେବ, କିନ୍ତୁ ସେ ତାର ବୟସ କୁ ଖାତିର ନ କରି ଏକ ଗୀତ ର ତାଳେ ତାଳେ ନାଚି ସେ ନିଜକୁ ତା ମଧ୍ୟରେ ହଜେଇ ଦେଇଛନ୍ତି। ତାଙ୍କର ଏହି ସୁନ୍ଦର ନାଚ ଦେଖି ସେଠାରେ ଥିବା ସ୍ଥାନୀୟ ଲୋକ ମାନେ ମଧ୍ୟ ବହୁତ ଖୁସି ହୋଇଥିଲେ ଏବଂ ତାହାକୁ ଭିଡିଓ କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ। ବର୍ତ୍ତମାନ ସେହି ଭିଡିଓ ଟି ଚର୍ଚ୍ଚା ହେବାରେ ଲାଗିଛି।