ପତଳା ଅଛନ୍ତି ବୋଲି ଚିନ୍ତିତ କି ? ଏହି ଆୟୁର୍ବେଦି ପ୍ରଦତ୍ତ ଘରୋଇ ଉପାୟ ଯାହାକୁ ମାତ୍ର ଗୋଟେ ମାସ ଖାଇଲେ ୧୪ କିଲୋ ଓଜନ ବଢ଼ିଯିବ ୧୦୦% ଗ୍ୟାରେଣ୍ଟି – Ramdev Health Tips
ବହୁତ ଲୋକ ନିଜର ଓଜନ କୁ ନେଇ ବହୁତ ଚିନ୍ତାରେ ଥାନ୍ତି l କାରଣ ସେମାନେ ନିଜର ଶରୀର ପାଇଁ ଅନେକ ସମୟରେ ଉପହାସର ପାତ୍ର ହୁଅନ୍ତି l ସେମାନେ ନିଜର ପତଳା ଶରୀର ତଥା ନିଜର ରୁପକୁ ନେଇ ଲଜ୍ୟା ଅନୁଭବ କରନ୍ତି l ଅନେକ ସମୟରେ ଲୋକ ସେମାନଙ୍କୁ ଦୁର୍ବଳ ଭାବନ୍ତି l କହନ୍ତି ଯେ ସେମାନଙ୍କର ବଳ ନାହିଁ ସେମାନେ କୌଣସି କାମ କରିବାକୁ ଅକ୍ଷମ ଅଟନ୍ତି l
ଅନେକ ସମୟରେ ପତଳା ଲୋକଙ୍କ ବାହାଘର ଭାଙ୍ଗି ଯାଇଥାଏ l ସେମାନଙ୍କର ଟାପୁଆ ଗାଲକୁ ସମସ୍ତେ ସମସ୍ତେ ପସନ୍ଦ କରନ୍ତି ନାହିଁ l ଆଉ ଏମାନେ ଅନେକ ପ୍ରକାର ଦାମୀ ଔଷଧ ସେବନ କରନ୍ତି, ଅନେକ ଦାମୀ ପାଉଡର ଖାନ୍ତି l ଯାହାର କିଛି ଲାଭ ହୁଏ ନାହିଁ l ସେମାନେ ବାହାଘର କରିବାକୁ ବହୁତ କଷ୍ଟକରି ଥାନ୍ତି l
ସେମାନେ ବହୁତ କଷ୍ଟ କରନ୍ତି କିନ୍ତୁ କୌଣସି ଲାଭ ହେଉ ନାହିଁ l ଆଜି ଆମେ ଆପଣଙ୍କୁ ଏମିତି ଦୁଇଟି ଆୟୁବେଦି ନୁସ୍କl କହିବି ଯାହାର ସେବନ ଗୋଟିଏ ମାସ କଲେ ଆପଣଙ୍କର ଓଜନ 14 କିଲୋ ବଢ଼ିଯିବ l ଏହି ଦୁଇଟି ନୁସ୍କା ବନେଇବା ପାଇଁ ଆପଣଙ୍କୁ ଏହାର ଉପାଦାନ ଗୁଡିକ ଅତି ସହଜରେ ବଜାରରେ ମିଳି ଯିବ l ତଥା ଆପଣଙ୍କ ଘରେ ମଧ୍ୟ ମିଳିଯିବ l
ତେବେ ଚାଲନ୍ତୁ ଜାଣିବା କେମିତି ତିୟାରି କରିବେ ଏହି ନୁସ୍କାକୁ ତଥା ଏହାକୁ କେତେ ବେଳେ ଖାଇବା ଦରକାର l ଚାଲନ୍ତୁ ଜାଣିବା l ଜାଣିଥିବେ ଆପଣଙ୍କ ଘରେ ଥିବା ସାବୁଦାନା ଯାହାକୁ ପାଣିରେ ପକେଇ ଲୋକେ ପେଟ ଥଣ୍ଡା ରଖିବା ପାଇଁ ଖାଇଥାନ୍ତି l ସେହି ସାବୁଦାନା କୁ ନିୟନ୍ତୁ ଏକ କଟୋରି କ୍ଷୀର ନିୟନ୍ତୁ l ଆଉ ତିନଟି ବଡ ଆଳୁ ନିୟନ୍ତୁ l
ପ୍ରଥମେ କ୍ଷୀରକୁ ଗରମ କରନ୍ତୁ ସେଥିରେ ଦୁଇ ବଡ ଚାମଚ ରେ ସାବୁଦାନା ମିଶାନ୍ତୁ ଏହାକୁ ସେପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପ୍ରଯ୍ୟନ୍ତ ସାବୁଦାନା ସିଝିବା ଯାଏଁ l ତାପରେ ଏହାକୁ ଥଣ୍ଡା ହେବା ପାଇଁ ଗୋଟିଏ ଘଣ୍ଟା ରଖି ଦିୟନ୍ତୁ l ଏହା କଟୋରି ଯେମିତି ହେବ l ଏହା ପରେ ଏହାକୁ ଖାଇ ଦିଅନ୍ତୁ l ଦିନରେ ଥରେ ଏହାକୁ ଖାଆନ୍ତୁ l ଏହାକୁ ସବୁଦିନ ତଥା ନିୟମିତ ଗୋଟିଏ ସମୟରେ ଖାଇବେ l
ପ୍ରତ୍ୟେକ ଦିନ ତିନୋଟି ବଡ ଆଳୁକୁ ଗରମ କରି ଅର୍ଥାତ ଏହାକୁ ଅର୍ଥାତ ଆଳୁକୁ ସିଝାଇ ଖାନ୍ତୁ l କାରଣ ଆଲୁରେ କାର୍ବନ ହାଇଡ୍ରେଟ ବହୁତ ମାତ୍ରlରେ ରହିଛି ଯାହାକୁ ଖାଇଲେ ଆମ ଶରୀରରେ ଫେଟ ବଢ଼ି ଥାଏ l ଏହାକୁ ପ୍ରତି ଦିନ ଖାଅନ୍ତୁ l ଏହାକୁ ମଧ୍ୟ ନିୟମିତ କରିଲେ ଆପଣଙ୍କ ଧୀରେ ଧୀରେ ଗାଲରେ ମାଂସ ପୁରୀଯିବ ଆପଣ ସୁନ୍ଦର ସ୍ୱାସ୍ଥ୍ୟ ପାଇ ପାରିବେ l ଏହି ଦୁଇଟିକୁ ନିୟମିତ କରିବା ପାଇ ଆପଣକୁ ଅଧିକ କଷ୍ଟ କରିବାକୁ ପଡିବ ନାହିଁ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।