ଦେଖନ୍ତୁ ଭିଡିଓ – ପରୀ କେଶ ରେ ମହାଖୁଲାସା ଗୋଟିଏ ରୁମ୍ ରେ ପରୀ ବାପା , ମା ଙ୍କର ଲୁଚି ଲୁଚି ହେଉଥିବା secretଭିଡିଓ କ’ଣ ସତରେ ତାଙ୍କ ବାପା ମା ହିଁ …..
ଆପଣ ମାନେ ତ ଜାଣିଛନ୍ତି କି ନୟାଗଡ ପରୀ ହତ୍ୟା ମାଲା ବିଷୟରେ । ଯେଉଁ ମାମଲା ଏବେ ପର୍ଯ୍ୟନ୍ତ ମଧ୍ୟ ଚାଲୁ ରହିଛି ତେବେ ତାହାର ପ୍ରକୃତ ଦୋଷୀକୁ ଏବେ ମଧ୍ୟ ଏସଆଇଟି ବାହାର କରିପାରିନାହିଁ । ପରୀ ଘଟଣା ମାମଲାରେ କେତଦିନ ପରେ ଏହାର ଯାଞ୍ଚ ହୋଇଥିଲା କାରଣ ପରୀର ବାପା ମା ତାର ଝିଅର ନ୍ୟା ପାଇଁ ବିଧାନ ସଭା ଆଗରେ ଆତ୍ମହୁତି ଦେବା ପାଇଁ ଯେତେବେଳେ କହିଲେ ସେହି ସମୟରେ ଏହି ଘଟଣାର ଯାଞ୍ଚ କରାଗଲା ।
ପରୀ ଘଟଣାକୁ ଏସାଇଟି ଟିମ ମୁଖ୍ୟ ଅରୁଣ ବୋଥ୍ରା ତଦନ୍ତ କରୁଥିଲେ ଏବଂ ସେ ଏହି ମାମାର ଦୋଷୀ ସରୋଜ ସେଠାକୁ ମଧ୍ୟ କହିଥିଲେ । ମାତ୍ର ତାହା ପରେ ଅରୁଣ ବୋଥ୍ରାଙ୍କର ସେହି ଦୋଷୀକୁ ମିଥ୍ୟା ବୋଲି କୁହଗଲା ତେବେ ଏବେ ପର୍ଯ୍ୟନ୍ତ ସେହି ଘଟଣାର ଯାଞ୍ଚ ଚାଲିଛି । ତାହାର ପ୍ରକୃତ ଦୋଷୀ ଏବେ ପର୍ଯ୍ୟନ୍ତ ମଧ୍ୟ ଧରା ପଡିନାହିଁ ।
ପରୀର ବାପା ମା କହୁଛନ୍ତି କି ଏହି ମାମଲାର ସିବିଆଇ ଯାଞ୍ଚ କରୁ ବୋଲି ଦେଲେ ତାଙ୍କର ଝିଅଙ୍କୁ ନ୍ୟାୟ ମିଳିବ । ଏହା ସହିକ ନିର୍ଭୟା ମାମଲାରେ ଯେଉଁ ଓକିଲ କେସ ଲଢୁଥିଲେ ଏବଂ ତାହାକୁ ନ୍ୟାୟ ପ୍ରଦାନ କରିଥିଲେ ତେବେ ପରୀର କେସ ମଧ୍ୟ ସେହି ଓକିଲ ଲଢିବେ ବୋଲି ଶୁଣିବାକୁ ମିଳିଥିଲା । ମାତ୍ର ଏବେକା ସମୟରେ ସେହି ପରୀ ଘଟଣାରେ ଏକ ନୂଆ କଥା ସାମ୍ନାକୁ ଆସିଛି , ଯାହାକୁ ଦେଖି ଏବେ ପରୀର ହତ୍ୟାକାରୀ କିଏ ବୋଲି ତାହା ବହୁତ ସନ୍ଦେହ ଘେରରେ ରହିଛି ।
ଯେତେବେଲେ ପରୀର ବାପା ମା ବିଧାନ ସଭା ଆଗରେ ଆତ୍ମହୁତି ଦେବେ ବୋଲି କହିଥିଲେ ସେହି ସମୟର ପରୀର ବାପା ମାଙ୍କର ଏକ ଭିଡିଓ ଦେଖିବାକୁ ମିଳିଛି କି ଯେଉଁଥିରେ ଜଣେ ପୁରୁଷ କହୁଛନ୍ତି କି ପରୀ ମାମଲାରେ ଯେଉଁ ପଦ ଯାତ୍ରା ହୋଇଥିଲା ସେ ସେହି ଯାତ୍ରା କରିବାକୁ ମନା କରୁଥିଲେ ମାତ୍ର ସମସ୍ତେ ପଳେଇ ଆସିଲେ ।
ଏହା ପରେ ଜଣେ ସ୍ତ୍ରୀ ଲୋକ କହୁଛନ୍ତି କି ସେ ଆସୁନଥିଲେ ମୁଁ ତାଙ୍କର ଗୋଟିଏ ହାତକୁ ଧରି କରି ଭିଡି ଭିଡି କରି ଆଣୁଥିଲା ଏବଂ ଏପରି ଏକ ଲୀଳା କରିବା ପରେ ସମସ୍ତେ ଆସିଲେ ଏବଂ ଆମ କଥା ଶୁଣିଲେ ।
ଏହା ସହିତ ସହି ଭିଡିଓରେ ମଧ୍ୟ କହିଛନ୍ତି କି ଯେତେବେଳେ ଆମକୁ କାହ୍ନୁ ବେହେରାର ଫଟୋ ଦେଖିଲେ ସେହି ସମୟରେ ପଚାରିଲେ କି ଏହିହି ଦୋଷୀ ଆମେ କହିଲୁ କି ଆପଣଙ୍କୁ ଯଦି ସେ ଦୋଷୀ ଲାଗୁଛି ତେବେ ଆପଣ ମାନେ ତାହାକୁ ଧରନ୍ତୁ ହେଲେ ଆମେ କିପରି ଜାଣିବୁ କିଏ ଦୋଷୀ ବୋଲି । ତେବେ ପରୀର ବାପା ମା ଏହି ଘଟଣାକୁ କିଛି ବଡ କରିବା ପାଇଁ ଚାହୁଁନଥିଲେ ମାତ୍ର ତାଙ୍କର ଏହି କଥାରୁ ଜଣାପଡୁଛି କି ସେମାନେ କୌଣସି ରାଜନୈତିକ ଦଳର ଚାପରୁ ଏପରି ସମସ୍ତ କାମ କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।