ପର ସ୍ତ୍ରୀକୁ ପ୍ରେମ କରୁଥିବା ଲୋକଙ୍କୁ ଲେମ୍ବୁରସ ଦ୍ୱାରା ଦୁରେଇ ଦିଅନ୍ତୁ – Pragyan Tripathy

ଆପଣ ତ ଜାଣିଛନ୍ତି ବିବାହ ଯେ ଏକ କେତେ ବଡ଼ ସମ୍ପର୍କ ହୋଇ ଥାଏ ଯାହା ଏକ ସ୍ତ୍ରୀ ପାଇଁ ତା ସ୍ୱାମୀ ହିଁ ସବୁକିଛି ହୋଇ ଥାଏ | ବିବାହ ପରେ ସେ ହିଁ ସାତ ଜନ୍ମ ର ସାଥି ହୋଇ ଥାଏ ଆଉ ସୁଖ ଦୁଃଖ ର ସାଥି ମଧ୍ୟ ହୋଇ ଥାଏ | ଆଗ କାଳରେ ଏକ ସ୍ୱାମୀ ସ୍ତ୍ରୀ ମଧ୍ୟରେ କେତେ ଯେ ଭଲ ପାଇବା ରହୁ ଥିଲା ଏବଂ ସମ୍ମାନ ମଧ୍ୟ ରହୁ ଥିଲା | କିନ୍ତୁ ଆଜିକାଲି ଯୁଗରେ ସେମିତି ଆଉ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପବିତ୍ର ସମ୍ପର୍କ ଦେଖିବାକୁ ମିଳୁ ନାହିଁ | ପ୍ରାୟ ସମ୍ପର୍କ ରେ ଏବେ କଳହ ନଚେତ ସ୍ତ୍ରୀ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖୁଛି ତ ଆଉ ସ୍ୱାମୀ ଅନ୍ୟ ମହିଳା ସହିତ ସମ୍ପର୍କ ରଖୁଛି |

ଅନ୍ୟ ପୁରୁଷ ଓ ମହିଳା ପାଇଁ ସ୍ୱାମୀ ସ୍ତ୍ରୀ କୁ ଛାଡ଼ି ଦେଉଛି ଓ ସ୍ତ୍ରୀ ସ୍ୱାମୀ କୁ ଛାଡ଼ି ଦେଉଛି | ଏମିତି କି ତାର ଯଦି ଜନ୍ମ କଲା ଛୁଆ ମଧ୍ୟ ରହୁଛି ତାକୁ ମଧ୍ୟ ଛାଡ଼ି ଦେଇ ଅନ୍ୟ କାହାର ହାତ ଧରି ଚାଲି ଯାଉଛି |

ତେବେ ଆମ ସମାଜ ଏତେ କଳୁଷିତ ହୋଇ ଗଲାଣି ଯେ ଯାହାକୁ କଳ୍ପନା ମଧ୍ୟ କରି ହେବ ନାହିଁ | ଯେଉଁଥିରେ ନିଜ ସ୍ୱାର୍ଥ ପାଇଁ ଏବଂ କିଛି ସମୟ ର ଶାରୀରିକ ସୁଖ ପାଇଁ କେତେ ଯେ ଲଜ୍ୟା ଜନକ କାମ କରି ବସୁଛନ୍ତି |

ଯଦି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ତୃତୀୟ ବ୍ୟକ୍ତି ଆସିବ ତେବେ ସମ୍ପର୍କ ନିହାତି ଭାବରେ ଖରାପ ହୋଇ ଯିବ ଅର୍ଥାତ ସମ୍ପର୍କ ଟି ପୁରାପୁରି ନଷ୍ଟ ହୋଇଯିବ | ଆପଣଙ୍କ ସ୍ୱାମୀ ସ୍ତ୍ରୀ ଙ୍କ ଭିତରୁ କେମିତି ତୃତୀୟ ବ୍ୟକ୍ତି ଙ୍କୁ ବାହାର କରିବେ ତାହା ଲେମ୍ବୁ ରସ ଦ୍ୱାରା ଉପାୟ ରହିଛି ଯାହା ସମ୍ପର୍କ ରେ ଆଜି ଆମେ ଜାଣିବା |

ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଆସୁଥିବା ତୃତୀୟ ବ୍ୟକ୍ତି ସବୁଦିନ ପାଇଁ ଦୂରେଇ ଯିବ | ଏହି ଉପାୟ କୁ ଆପଣ ଥରେ କି ଦୁଇ ଥର ନୁହେଁ ବରଂ ଯେ ପର୍ଯ୍ୟନ୍ତ ଆପଣ ଙ୍କୁ ରେଜଲ୍ଟ ନ ମିଳିଛି ସେତେ ପର୍ଯ୍ୟନ୍ତ ଏହି ଉପାୟ କୁ କରି ଚାଲନ୍ତୁ |

ତେବେ ଆପଣ ମଙ୍ଗଳବାର ଓ ଶନିବାର ଦିନ ଏକ କାଚ ବୋତଲ ନିଅନ୍ତୁ ଆଉ ସେହି ବୋତଲ ର ଭିତରୁ ପଟୁ ଏକ କଳା ଲଗାଇ ଦିଅନ୍ତୁ | ଏହାପରେ ଏକ ଲେମ୍ବୁ ଆଣନ୍ତୁ ସେହି ଲେମ୍ବୁ କୁ କାଟି ତାହାର ରସ ସେହି କାଚ ବୋତଲ ଭିତରେ ପୁରାନ୍ତୁ | ଏହାପରେ ସେହି ବ୍ୟକ୍ତି ଙ୍କର ଏକ ଫଟୋ ଆଣନ୍ତୁ ଆଉ ଯଦି ଆପଣଙ୍କ ପାଖରେ ଫଟୋ ନାହିଁ ତେବେ ଏକ କାଗଜ ରେ ସେହି ବ୍ୟକ୍ତି ଙ୍କର ନାମ ଲେଖି ଦିଅନ୍ତୁ |


ତାହାର ପଛପଟେ କଳା କଲମ ଦ୍ୱାରା ଗାରେଇ ଦେଇ ଏକ କୋଭର ଦେଇ ସେଇ ବୋତଲ ରେ ରଖି ତାକୁ ଏକ ଦୁର୍ଗନ୍ଧ ପୂର୍ଣ୍ଣ ଜାଗାରେ ବା ବେଶୀ କଚଡ଼ା ଥିବା ଜାଗାରେ ରଖିଦେଇ କହିବେ ତମେ ତମେ ତୋମ ଜୀବନ ରେ ଭଲରେ ରୁହ ଆମକୁ ଭଲରେ ରହିବାକୁ ଦିଅ ଏମିତି କହି ସେହି ବୋତଲ ଟି ରଖି ଚାଲି ଆସନ୍ତୁ | ଏହାକୁ ମନେ ରଖିବେ କି ମଙ୍ଗଳବାର ଓ ଶନିବାର କରିବେ ଦେଖିବେ ଏହା କରିବା ଦ୍ୱାରା ସେହି ତୃତୀୟ ବ୍ୟକ୍ତି ଜଣଙ୍କ ଆପଣଙ୍କ ଜୀବନ ରୁ ସବୁଦିନ ପାଇଁ ଦୂରେଇ ଯିବ |