ପଣା ସଂକ୍ରାନ୍ତି ଠାରୁ ଏହି ୪ ରାଶିର ଲୋକ ହେବେ ମାଲାମାଲ
ଏପ୍ରିଲ 14ରେ ପବିତ୍ର ପଣା ସଂକ୍ରାନ୍ତି ପଡୁଅଛି ଏବଂ ଏହା ସହିତ ହନୁମାନ ଜୟନ୍ତୀ ମଧ୍ୟ ପଡୁଅଛି ଯାହାକି ଏହାକୁ ମହା ବିଷୁବ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ | ଏହି ଦିନରେ ପ୍ରଭୁ ହନୁମାନ ତାଙ୍କ ଭକ୍ତଙ୍କର ଦୁଃଖ କଷ୍ଟ ସବୁ ଶୁଣି ଥାଆନ୍ତି ଆଉ ସେହି ଦୁଃଖ କଷ୍ଟକୁ ମୋଚନ କରିବା ପାଇଁ ପ୍ରୟାସ କରିଥାନ୍ତି | ସୂର୍ଯ୍ୟ ଙ୍କର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସ୍ଥାନାନ୍ତରିତ କୁ ସଂକ୍ରାନ୍ତି କୁହା ଯାଇଥାଏ ଆଉ 12 ଗୋଟି ରାଶି ଅନୁସାରେ 12 ଟି ସଂକ୍ରାନ୍ତି ରହିଅଛି | ଯେଉଁ ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି ସେହି ଦିନକୁ ମେଷ ସଂକ୍ରାନ୍ତି ବୋଲି କୁହାଯାଇଥାଏ |
ଏହି ପବିତ୍ର ଓଡ଼ିଆ ନବବର୍ଷ ରେ ଗ୍ରହ ମାନଙ୍କର ଏମିତି କିଛି ବିଶେଷ ପରିବର୍ତ୍ତନ ହେବା ପାଇଁ ଯାଉଅଛି ଯାହାଦ୍ୱାରା ରାଶି ମାନଙ୍କରେ ଭାଗ୍ୟ ଖୋଳିବା ପାଇଁ ଯାଉଛି | ଏମାନଙ୍କର ଭାଗ୍ୟ ସୁନା ଠାରୁ ଅଧିକ ଚମକିବାକୁ ଯାଉଅଛି ଯାହାକି ଏହି ରାଶିର ଲୋକ ମାନେ ରାଜାଙ୍କ ଭଳି ଜୀଵନ ବିତାଇବେ, ତେବେ ଆସନ୍ତୁ ଜାଣିବା ଏହା କେଁଉ କେଁଉ ରାଶି ଅଟନ୍ତି |
1.ବୃଷ ରାଶି :- ଏହି ରାଶିର ବ୍ୟକ୍ତି ଙ୍କ ପାଇଁ ରାଜଯୋଗର ସମୟ ଆସୁଅଛି, ଲମ୍ବା ସମୟ ଧରି ଯେଉଁ ଅସୁବିଧା ର ସମ୍ମୁଖୀନ ହୋଇ ଆସୁ ଥିଲେ ଏବେ ତାହା ଦୂରୀଭୂତ ହେବ ଏବଂ ସମସ୍ୟା ମାନଙ୍କରେ ମୁକ୍ତି ମିଳିବ |
ଆପଣ ଙ୍କୁ ନୂଆ ଅବସର ପ୍ରାପ୍ତି ହେବ, ଏହି ଯୋଗ ବନିବା ପରେ ଆପଣ ନୂଆ ନୂଆ ଲୋକଙ୍କ ସହିତ ସାକ୍ଷାତ କରିବେ ଯାହାକି ସଠିକ ଦିଗ ଦେଖାଇବ | ବ୍ୟାପାରୀ ମାନଙ୍କ ପାଇଁ ଦିନ ଗୁଡ଼ିକ ଅନେକ ଶୁଭ ସାବ୍ୟସ୍ତ ହେବ ଧନର ବର୍ଷା ହେବାର ମଧ୍ୟ ଯୋଗ ବନୁଅଛି |
2. ସିଂହ ରାଶି :- ଏହି ରାଜଯୋଗ ସିଂହ ରାଶି ବ୍ୟକ୍ତିଙ୍କ ପାଇଁ ଖୁବ ଭଲ ରହିଛି ଯାହାକି ଆପଣ ଙ୍କର ଭାଗ୍ୟର ଦ୍ୱାର ଖୋଲିଯିବ | ଆପଣଙ୍କ ଶୁଭ ସମୟର ଆରମ୍ଭ ହେବା ପାଇଁ ଯାଉଅଛି ଏବଂ ଆପଣଙ୍କର କିଛି ନୂଆ ଯୋଜନା ହେବାର ରହିଛି | ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବ, ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତି ମାନଙ୍କୁ ଭଲ ଲାଭ ମିଳି ପାରେ | ଯଦି ଆପଣ ଲମ୍ବା ସମୟରୁ ପ୍ରୋମସନ ପାଇଁ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କୁ ଏହାର ଫଳ ଏବେ ପ୍ରାପ୍ତି ହେବ, ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ ଏବଂ କିଛି ଖୁସି ଖବର ମିଳିବ |
3. କନ୍ୟା ରାଶି :- ଏହି କନ୍ୟା ରାଶିର ବ୍ୟକ୍ତି ଙ୍କ ଜୀବନ ରେ ହସ ଆଉ ଖୁସି ଭରିଯିବ ଏହି ରାଶିର ବ୍ୟକ୍ତି ମାନଙ୍କର ପୁଣିଥରେ ସୌଭାଗ୍ୟ ବତୀ ହେବେ | ତାହା ସହିତ ପ୍ରେମ ଜୀବନରେ ମଧ୍ୟ ସଫଳତା ପାଇବାକୁ ଯାଉଛନ୍ତି | ପରିବାରରେ ଉତ୍ତମ ବୁଝାମଣା ରହିବ ଓ ବ୍ୟବସାୟରେ ଅତ୍ୟଧିକ ଲାଭ ମଧ୍ୟ ମିଳିବ ବୋଲି କୁହାଯାଉଛି |
4. ତୁଳା ରାଶି :- ଗ୍ରହ ମାନଙ୍କ ପରିବର୍ତନ କାରଣରୁ ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଅପାର ସଫଳତା ସହିତ ଧନ ଲାଭର ମଧ୍ୟ ସଯୋଗ ରହିଛି | ଏହି ବ୍ୟକ୍ତି ମାନଙ୍କ ଜୀବନରୁ ଆର୍ଥିକ ସମସ୍ୟା ଦୂର ହେବା ସହିତ ଜୀବନରେ ଅନେକ ଖୁସି ଭରି ଯିବା, ବେପାର ବାଣିଜ୍ୟ ଲାଭ ବାନ ହେବେ ଏବଂ ଏହି ସମୟରେ ଏମାନେ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଚିତ ମଧ୍ୟ ହେବେ |
5. କୁମ୍ଭ ରାଶି :- ଏହି ରାଶି ମାନଙ୍କର ଦାମ୍ପତ୍ୟ ଜୀଵନ ସୁଖମୟ ହେବ ଏବଂ ଏହି ରାଶି ମାନଙ୍କର ଥିବା ପାରିବାରିକ ସମସ୍ୟା ଦୂର ହୋଇଯିବ | ଏହି ରାଶିର ଲୋକ ମାନେ ନିଜ ଜୀଵନ ସାଥିଙ୍କ ସହିତ ନିଜର ଜୀଵନ ଅତିବାହିତ କରିବେ ଏବଂ ଭାଗ୍ୟରେ ଏମାନଙ୍କୁ ପୂର୍ଣ୍ଣ ସହଯୋଗ ମିଳିବ | ଭାଗ୍ୟର ସହଯୋଗ ରେ ଏହି ରାଶି ବ୍ୟକ୍ତି ମାନେ ପ୍ରଗତି ଆଡେ ଅଗ୍ରସର ହେବେ | ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଧନ ଲାଭର ମଧ୍ୟ ଯୋଗ ବନୁଅଛି |