Independence day.ରେ ତିରଙ୍ଗା ପତାକା ଧରି ରାସ୍ତାରେ ନିଜ Jalwa ଦେଖାଇ ପୁଣି କଲେ କମାଲ ଓଡିଆ ବୋହୂ.. ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ। ତେବେ ଦେଖିବାକୁ ମିଳୁଥିବା ଏପରି କିଛି ଘଟଣା ମାନଙ୍କ ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।ସୋସିଆଲ ମିଡିଆରେ ଏହିପରି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ। ତେବେ ଆଜିର ଏହି ସମାଜରେ ଲୋକ ମାନଙ୍କ ଜୀବନରେ କେତେବେଳେ କଣ ଘଟଣା ଘଟୁଛି ବା ଆଗକୁ ଘଟିବ କେହି ବି ଜାଣି ପାରିବେ ନାହିଁ।

ଆଜିକାଲି ର ସମୟରେ କିଛି ଏମିତି ପ୍ରକାରର କାର୍ଯ୍ଯ କଲାପର ଭିଡିଓ ସାମ୍ନାକୁ ଆସିଥାଏ ଯାହା ସାଧାରଣରେ ଅବିଶ୍ୱସନୀୟ ଯୋଗ୍ଯ ହୋଇଥାଏ। ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରୁ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ଚର୍ଚ୍ଚା ର ବିଷୟ ପାଲଟିଯାଏ।

ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ।

 ତେବେ ବର୍ତ୍ତମାନ ସମୟରେ ପୁରୁଷ ଅପେକ୍ଷା ନାରୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି। କାରଣ ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନେ ସବୁ କାମରେ ଆଗରେ ରହିଥାନ୍ତି ଏବଂ ରହିବା ପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି। କୌଣସି କାମରେ ନାରୀ ମାନଙ୍କୁ ଦୁର୍ବଳ ଭାବିବା ଉଚିତ ନୁହେଁ। କାରଣ ଆପଣ ମାନେ ସମସ୍ତେ ଜାଣିଥିବେ ଗୋଟିଏ ଘରେ ଯଦି ଜଣେ ନାରୀ ନଥାଏ ତେବେ ସେ ଘର ସବୁଦିନ ପାଇଁ ଅସମ୍ପୂର୍ଣ୍ଣ ଲାଗିଥାଏ।

ତେବେ ଆପଣ ମାନେ କିଛି ମାସ ତଳେ ଦେଖିଥିବେ ଜଣେ ମହିଳା ଶାଢ଼ୀ ପିନ୍ଧି ଘୋଡ଼ା ରେ ବସି ଘୋଡ଼ାକୁ ନିଜ ଆୟତ୍ତ କରି ସେ ଯୁଆଡ଼େ କହୁଥିଲେ ସେହି ଆଡ଼େ ଯାଉଥିଲେ।

ପୁଣିଥରେ ସେହି ମହିଳା ସୋସିଆଲ ମିଡ଼ିଆ ସାମ୍ନାକୁ ଆସିଛି। କାରଣ ସେହି ମହିଳା ଜଣକ ଚଳିତ ମାସ ଅଗଷ୍ଟ ୧୫ ତାରିଖ ଦିନ ଘୋଡ଼ା ରେ ଚଢ଼ି ସହର ବୁଲି ବୁଲି ପତାକା ଉଡ଼ାଇଥିଲେ। ଏହାକୁ ଲୋକେ ବହୁତ ପସନ୍ଦ ବି କରିଛନ୍ତି। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଜୋର ସୋର ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।