ପ୍ରତିଦିନ ସକାଳୁ ଗାଈ ପାଦ ତଳୁ ମାଟି ନେଇ କରନ୍ତୁ ଏହି ଛୋଟିଆ ଉପାୟ , ଗରିବ ବି ହୋଇଯିବ ଧନୀ !
ଆଜି ଆମେ ଆପଣ ମାନଙ୍କୁ ଗାଇର ପାଦର ମାଟିର ଏକ ବହୁତ ବଡ କଥା ଯାହା ହୁଏତ ଆପଣ ମାନେ ଜାଣିନଥିବେ । ଯେଉଁ ଲୋକର ଘରେ କୌଣସି ସମସ୍ୟା ଲାଗି ରହୁଥାଏ ଅଥବା ଘରେ କେହି ଲୋକ ରୋଗଗ୍ରସ୍ତ ରହିଛି ଅଥବା ଆର୍ଥିକ ସମସ୍ୟା ଲାଗି ରହୁଛି , ବ୍ୟବସାୟର ଉନ୍ନତି ଚାହୁଁଛନ୍ତି ତେବେ ଏହି ସମସ୍ତ ସମସ୍ୟାକୁ ଦୂର କରି ସୁଖ ସମ୍ପତ୍ତି ତେବେ ଏହି ଉପାୟଟିକୁ ନିଶ୍ଚିତ ରୂପରେ କରନ୍ତୁ ।
ଯେଉଁ ମାନଙ୍କର ଗର୍ଭ ସମସ୍ୟା ଲାଗି ରହୁଥାଏ , ଅନେକ ଲୋକ ଏମିତି ମଧ୍ୟ ରହିଛନ୍ତି ଯାହାଙ୍କର ଅନେକ ସମ୍ପତ୍ତି ରହିଥାଏ ମାତ୍ର ସେମାନେ ତାହାକୁ ଉପଭୋଗ କରିପାରନ୍ତି ନାହିଁ , ତେବେ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏବଂ ନବଗ୍ରହକୁ ଶାନ୍ତ କରିବା ପାଇଁ ଏହି ଉପାୟଟିଏ କରନ୍ତୁ ।
ଏହି ଉପାୟ ଦ୍ୱାରା ମାତା ଲକ୍ଷ୍ମୀଙ୍କୁ ମଧ୍ୟ ସନ୍ତୁଷ୍ଟ କରିପାରିବେ । ଏହି ଉପାୟଟି ଗାଈ ସହିତ ଜଡିତ ଅଟେ । ସମଗ୍ର ଭାରତ ବର୍ଷରେ ଗାଈକୁ ମା ସମ୍ମାନ ପୂଜା କରାଯାଏ । ଏହା କେବଳ ଧାର୍ମିକ ପରମ୍ପରା ନୁହେଁ ବରଂ ବିଜ୍ଞାନ ମାଧ୍ୟମରେ ଗାଈ ଏମିତି ଏକ ବସ୍ତୁ ଯିଏ କି ନିଶ୍ୱାସରେ ଅମ୍ଲଜାନ ନେଇଥାଏ ଏବଂ ଅମ୍ଲଜାନ ହିଁ ଛାଡିଥାଏ ।
ଆପଣ ମାନେ ଜାଣିଛନ୍ତି କି ଗାଈର ମୂତ୍ରରେ ଏନେକ ଔଷଧୀୟ ଗୁଣ ରହିଛି ଯାହାକୁ ଚିକିତ୍ସାରେ ପ୍ରୟୋଗ କରାଯାଏ । ଯେଉଁ ଧରେ ଗାଈ ମାେ ରହିଥାନ୍ତି ସେହି ଘରେ ଅଲଗା ପ୍ରକାରର ଏକ ଶାନ୍ତି ମିଳିଥାଏ । ସକାଳୁ ସକାଳୁ ଗାଈକୁ ଚାରା , ରୁଟି , ଗୁଡ ଖାଇବାକୁ ଦେଲେ ଜାତକର ସମସ୍ତ ଦୋଷ ଦୂର ହୋଇଥାଏ । ଯଦି ଆପଣ ମାନେ ଗାଈକୁ ଖାଇବାକୁ ଦିଅନ୍ତି ଏବଂ ଯଦି ଗାଇ ଆପଣଙ୍କର ଘର ପାଖକୁ ଆସି ରାବ ଛାଡିଥାଏ ତବେ ଆପଣଙ୍କର ଘରେ ସର୍ବଦା ସୁଖ ଶାନ୍ତି ରହିଥାଏ । ଯଦି ଆପଣ ମାନେ କୌଣସି ପର୍ବରେ ଯାତ୍ରା କରୁଥାନ୍ତି ଏବଂ ରାସ୍ତାରେ ଗାଈ ଦେଖିଥାନ୍ତି ତେବେ ଆପଣଙ୍କର ଯାତ୍ରୀ ସଫଳ ହୋଇଥାଏ ।
ଯେଉଁଠାରେ ଗାଇ ମାନଙ୍କୁ ବନ୍ଧା ହୋଇଥିବ ସେହି ଗାଈର ପାଦର ମାଟିକୁ ଆଣିବେ । ଏହାପରେ ସେଥିରେ ଗଙ୍ଗାଜଳ ମିଶି ଛୋଟ ଛୋଟ ଗୁଳା ମାନ କରିବେ । ଆପଣ ମାନେ 5 ଟି କମ୍ବା 7 ଟି ଗୁଳା ମାନ କରିବେ । ଆପଣ ମାନେ ରାତିରେ ଶୋଇବା ସମୟରେ ସେହି ଗୁଳାକୁ ତକିଆ ତଳେ ରଖି ଖୋଇବେ ।
ଏହା ପରେ ସକାଳୁ ଉଠି କରି ସେହି ଗୋଳାରୁ ଗୋଟିଏ ଗୋଳାକୁ ଆଣି ଅସ୍ତ ଗଛର ମୂଳରେ ଚଢାଇବେ । ଏହିପରି ଯଦି ଆପଣ ପନ୍ଦର ଦିନ କରନ୍ତି ତେବେ ଆପଣଙ୍କର ଜୀବନରେ ଅନେକ ପ୍ରକାରର ସମସ୍ୟା ମାନ ଦୂର ହୋଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।