ଜଲଦି PREGNANT ହେବା ପାଇଁ କେଉଁ ଦିନ ସହବାସ କରିବେ ଏବଂ କେଉଁ ଦିନ ନୁହେଁ – PREGNANCY TIPS

ମାତୃତ୍ୱ ଲାଭ ଜଣେ ନାରୀ ପାଇଁ ବହୁତ୍ ସୌଭାଗ୍ୟ ନେଇ ଆସିଥାଏ।ବିବାହ ପରେ ପ୍ରତ୍ୟେକ ଦମ୍ପତି ସନ୍ତାନଟିଏ ଚାହିଁଥାନ୍ତି। ନାରୀ ଟିଏ ଯେତେବେଳେ ଗର୍ଭ ଧାରଣ କରେ ସେତେବେଳେ ସେହି ନାରୀ ଜୀବନରେ ପୂର୍ଣ୍ଣତା ଆସିଥାଏ। କିନ୍ତୁ କୌଣସି କାରଣ ବଶତଃ ବେଳେବେଳେ କିଛି ଦମ୍ପତି ସନ୍ତାନ ସୁଖ ସୌଭାଗ୍ୟ ପାଇ ପାରନ୍ତି ନାହିଁ। ଯେଉଁ କାରଣରୁ ସେମାନେ ବହୁତ୍ ଚିନ୍ତିତ ହୋଇ ରହିଥାନ୍ତି।

ତେବେ ସନ୍ତାନ ହୀନତା ର ଅନେକ କାରଣ ରହିଛି। ଦୈନଦିନ ଜୀବନ ଶୈଳୀ ଏଥି ସହିତ ଠିକ ସମୟରେ ସହବାସ, ସ୍ୱାମୀ ସ୍ତ୍ରୀ କୋଉ ସମୟରେ ସମ୍ପର୍କ ରଖୁଛନ୍ତି ତାହା ଉପରେ ପ୍ରେଗନେନ୍ସି ନିର୍ଭର କରିଥାଏ ।

ବହୁତ୍ ଦମ୍ପତି ଏମିତି ରହିଛନ୍ତି ସେମାନେ ସନ୍ତାନ ପାଇଁ ତ ପ୍ଲାନିଙ୍ଗି କରି ଦେଇଥାନ୍ତି କିନ୍ତୁ ସେମାନେ ଜାଣି ପାରନ୍ତି ନାହିଁ ସେମାନେ କେଉଁ ସମୟରେ ସମ୍ପର୍କ ରଖିଲେ ଯାଇ ଗର୍ଭ ସମ୍ଭବ ହେଇ ପାରିବ।

ବହୁତ୍ ଦମ୍ପତି ଏହି ବିଷୟରେ ଜାଣି ପାରନ୍ତି ନାହିଁ। ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ବାବଦରେ କହିବୁ ଯଦି ଆପଣ ପ୍ରେଗ୍ନେସି ପାଇଁ ପ୍ଲାନିଙ୍ଗି କରୁଛନ୍ତି ତେବେ ଜାଣି ରଖନ୍ତୁ କେଉଁ ସମୟରେ ଆପଣ ସହବାସ ରଖିବେ।ନାରୀ ର ଗର୍ଭ ଧାରଣ ବିଶେଷ କରି ନାରୀ ର ପିରିୟଡ଼ ଉପରେ ନିର୍ଭର କରିଥାଏ।

ଯଦି ଆପଣ ଙ୍କ ପିରିୟଡ଼ ଠିକ୍ ରହିଛି ତେବେ ଅର୍ଥାତ୍ ଜଣେ ନାରୀର ପିରିୟଡ଼ ପ୍ରତ୍ୟେକ ମାସର ୨୮ ଦିନରେ ବା ୩୦ ଦିନ ଅନ୍ତରରେ ହେଉଛି ତେବେ ପିରିୟଡ଼ ର ପ୍ରଥମ ଦିନ ଠାରୁ ୧୪ ଦିନ ପରେ ଯଦି ସ୍ୱାମୀ ସ୍ତ୍ରୀ ସମ୍ପର୍କ ରଖୁଛନ୍ତି ତେବେ ସେହି ସମୟ ପ୍ରେଗନେନ୍ସି ପ୍ରାୟତଃ ସମ୍ଭବ ହେଇଥାଏ।

ଯଦି ଆପଣ ପ୍ରେଗ୍ନେସି ପାଇଁ ପ୍ଲାନିଙ୍ଗି କରୁଛନ୍ତି ତେବେ ଆପଣ ୩ ମାସ ପୁର୍ବରୁ ଗର୍ଭ ନିରୋଧକ ବଟିକା ଖାଇବା ବନ୍ଦ କରି ଦିଅନ୍ତି। ଅଧିକ ଦିନ ପର୍ଯ୍ୟନ୍ତ ଗର୍ଭ ନିରୋଧକ ବଟିକା ର ସେବନ ମଧ୍ୟ ସନ୍ତାନ ହୀନତା ର ଏକ ବଡ କାରଣ ହୋଇପାରେ। ଗର୍ଭ ଧାରଣ କରିବା ପାଇଁ ମହିଳାର ପିରିୟଡ଼ ହେବାର ୭ ଦିନ ପରେ ରିଲେସନ ରଖିବା ଦରକାର ତାହେଲେ ଯାଇ ସ୍ପର୍ମ ଠିକରେ ଓଭାରି ଭିତରକୁ ଯାଇଥାଏ ।ଆଉ ସ୍ପର୍ମ ଅଭାରୀ ଭିତରେ ୪୫ ମିନିଟ ପର୍ଯ୍ୟନ୍ତ ଜୀବିତ ରହିଥାଏ ତେଣୁ ମହିଳା ମାନେ ୨୪ ଘଣ୍ଟା କୁ ଥରେ ରିଲେସନ ରେ ରହିବା ଆବଶ୍ୟକ ହୋଇଥାଏ ।


ଆଉ ମନେ ରଖିବେ ରିଲେସନ ରଖିବା ପରେ ମହିଳା ମାନେ ୩୦ ମିନିଟ ଯାଏ ବେଡ଼ରେ ଶୋଇ ରହିବା ଆବଶ୍ୟକ ।ଏହି ନିୟମ ମାନି ସହବାସ କଲେ ଯାଇ ଖୁବ ଜଲଦି ପ୍ରେଗନେଣ୍ଟ ହେଇ ପାରିବ। ଏହାଛଡା ଜଣେ ମହିଳା ପ୍ରତ୍ୟେକ ଦିନ ସୁଷମ ଖାଦ୍ୟ ଖାଇବା ସହିତ ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଉଚିତ,ତିନି ମାସକୁ ଥରେ ବ୍ଲଡ଼ ମଧ୍ୟ୍ୟ ଟେଷ୍ଟ କରିବା ଉଚିତ ।ଯଦି ପୁରୁଷ ଓ ମହିଳା ମିଶି୍ୟାନାରୀ ପୋଜରେ ସହବାସ କରନ୍ତି ତେବେ ମହିଳା ଜଣଙ୍କ ଶୀଘ୍ର ମା ହବାର ସୌଭାଗ୍ୟ ପାଇଥାଏ ।