ollywood news– ପ୍ରଥମଥର ପାଇଁ ଦେଖନ୍ତୁ Devashish ଓ Monalisa ଙ୍କ ପରିବାର ଓ ପୁଅ ଝିଅଙ୍କୁ ……ଜାଣନ୍ତୁ ତାଙ୍କ ପୁଅ ଝିଅ ଦେଖିବାକୁ କେମିତି
ଆମେ ଆମର ମନରଞ୍ଜନ ପାଇଁ ଚଳଚ୍ଚିତ୍ର ଦେଖି ଥାଉ ।ସିନେମା ରେ ନାୟକ ନାୟିକା ମାନଙ୍କର ଭଲ ଯୋଡି ଦେଖିବାକୁ ନ ମିଳିଲେ ଫିଲ୍ମ ଦେଖିବାକୁ ଏତେ ଟା ଆଗ୍ରହ ଆସି ନ ଥାଏ । ବର୍ତ୍ତମାନ ସମୟରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ଓଲିଉଡ୍ ସମଗ୍ର ଭାରତରେ ବହୁତ ନାମ କରି ସାରିଲାଣି ।ଏହା ସମ୍ଭବ ହୋଇ ପାରିଛି କେବଳ ଓଡିଆ ସିନେ ଜଗତର ଅନେକ ଉଚ୍ଚ କୋଟୀର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ ।
ଏମାନଙ୍କ କଠିନ ପରିଶ୍ରମ , ଅଧ୍ୟବସାୟ ଓ ପ୍ରଚେଷ୍ଟା ରେ ଆଜି ଓଡିଆ ସିନେମା ଜଗତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଆମ ଓଡିଆ ସିନେମା କିମ୍ବା ଓଡିଆ ଆଲବମ୍ କେବଳ ଭାରତରେ ନୁହେଁ ବରଂ ଆମ ଦେଶ ବାହରେ ତାର ପରିଚୟ ସୃଷ୍ଟି କଲାଣି ଏବଂ ଲୋକ ମାନଙ୍କୁ ମଧ୍ୟ ମନରଞ୍ଜନ କରି ପାରୁଛି
ଓଡିଆ ସିନେମା ଜଗତରେ ଅନେକ ପ୍ରସିଦ୍ଧ ଯୋଡି ଅଛନ୍ତି ।ଯେଉଁମାନେ ଦର୍ଶକ ମାନଙ୍କ ମନ କୁ ଜିତି ପାରିଛନ୍ତି ଏବଂ ସେମାନହ୍କୁ ମନରଞ୍ଜନ କରାଇ ପାରିଛନ୍ତି । ସେମାନଙ୍କ ମଧ୍ୟରୁ ଏକ ପ୍ରସିଦ୍ଧ ଯୋଡି ହେଉଛନ୍ତି ଦେବାଶିଷ ଏବଂ ମୋନାଲିସା ଙ୍କ ଯୋଡି । ଏମାନଙ୍କର ବହୁତ ବର୍ଷ ହେଲା ବିବାହ ହୋଇ ସାରିଛି ।ଆପଣ ମାନେ ଦେବାଶିଷ୍ ଓ ତାଙ୍କ ପତ୍ନୀ ମୋନାଲିସା ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ । ଦେବାଶିଷ୍ ଓଲିଉଡ୍ ର ଜଣେ ଜଣାଶୁଣା ଅଭିନେତା ଅଟନ୍ତି ।
ନିଜର ଉଚ୍ଚ କୋଟୀର ଅଭିନୟ. ପାଇଁ ସେ ଓଡିଶା ରେ ଘରେ ଘରେ ପରିଚିତ ।ଏହା ବ୍ତୀତ ସେ ଅନେକ ଆଲବମ୍ ରେ ମଧ୍ୟ କାମ କରିଛନ୍ତି ।ସେହ୍ ପରି ତାଙ୍କ ପତ୍ନୀ ଙ୍କୁ ମଧ୍ୟ କିଏ ନ ଜାଣେ । ତାଙ୍କ ପତ୍ନୀ ମଧ୍ୟ ଓଡିଆ ଆଲବମ ରେ କାମ କରିଛନ୍ତି ।
ଏହି ଆଲବମ୍ କରିବା ସମୟରେ ହିଁ ଦୁହିଁ ଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ଗଢି ଉଠିଥିଲା ।ଏହା ପରେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।କିନ୍ତୁ ବିବାହ ପରେ ମୋନାଲିସା ସମ୍ପୂର୍ଣ୍ଣ ଭାବେ ଓଲିଉଡ ରୁ ଦୁରେଇ ଯାଇଥିଲେ ।ଆଉ କୌଣସି ସିନେମା ରେ ମଧ୍ୟ ଦେଖିବକୁ ମିଳି ନ ଥିଲେ ।କିନ୍ତୁ ଏମାନଙ୍କର ପୁଅ ଝିଅ କିପରି ଦେଖିବାକୁ ତାହା ପ୍ରାୟତଃ ଅନେକ ଲୋକ ଜାଣି ନାହାନ୍ତି । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ଅନେକ କିଛି କଥା ।
ଦେବାଶିଷ୍ ଓ ମୋନାଲିସା ଅନେକ ସମୟରେ ନିଜ ର ଖିୁବ୍ ସୁନ୍ଦର ଫୋଟ ଗୁଡିକ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ଥାନ୍ତି ।କିନ୍ତୁ ବର୍ତ୍ତମାନ ସେ ନିଜର ପୁଅ ଝିଅ ର କିଛି ଫୋଟ ସୋସିଆଲ୍ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ।ଆପଣ ମାନେ ହୁଏ ତ ପୂର୍ବରୁ ତାଙ୍କ ଝିଆ ଙ୍କ ଫୋଟ କୁ ଦେଖିଥିବେ । କାରଣ ସେ ବହୁ ଥର ତାଙ୍କ ଝିଅ ଙ୍କ ଫୋଟ କୁ ଫେସବୁକ୍ ରେ ଓ ଇନଷ୍ଟାଗ୍ରାମ ରେ ପୋଷ୍ଟ କରିଥିଲେ ।
କିନ୍ତୁ କିଛି ଦିନ ହେବ ସେ ଯେଉଁ ଫୋଟ ଟି ପୋଷ୍ଟ କରିଛନ୍ତି ସେଥି ରେ ତାଙ୍କ ପୁଅ ର ଫୋଟ ବି ଦେଖିବାକୁ ମିଲି ଥିଲା ।ତାଙ୍କ ପୁଅ ଝିଅ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।ଉଭୟ ନିଜ ମାତା ପିତା ଙ୍କ ସହିତ ବହୁତ ଖୁସି ରେ ରହୁଥିବାର ଏହି ଫୋଟ ରେ ଦେଖିବାକୁ ମିଳୁଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।