ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ସବ୍ୟ ଜଣାଇଲେ ପ୍ରଥମ ପତ୍ନୀ ଙ୍କ ଠାରୁ ଅଲଗା ହବାର ପ୍ରକୃତ କାରଣ ! ଭିଡିଓ ହେଲା ନିଆଁ ପରି ଭାଇରାଲ……

ବର୍ତ୍ତମାନ ସମୟର ସବୁଠୁ ବଡ ଖବର ହେଉଛି କି ଓଲିଉଡ ସୁପରଷ୍ଟାର ସବ୍ୟସାଚୀ ଅର୍ଚ୍ଚିତାଙ୍କୁ ନିଜର ସାତ ଜନ୍ମର ସାଥୀ ଭାବେ ଗ୍ରହଣ କରିଛନ୍ତି । ମାତ୍ର ଆପଣ ମାନେ ତ ଜାଣିଛନ୍ତି କି ସବ୍ୟସାଚ୍ଚୀ ପ୍ରଥମରୁ ହିଁ ବିବାହିତ ଥିଲେ ତେବେ କାହିଁକି ସେ ନିଜ ପ୍ରଥମ ସ୍ତ୍ରୀଙ୍କୁ ଛାଡିଦେଇଥିଲେ । ଏବଂ ଏବେ ତାଙ୍କର ପ୍ରଥମ ସ୍ତ୍ରୀ କେଉଁଠି ଅଛିନ୍ତି ଏମିତି ପ୍ରଶ୍ନର ଆପଣ ମାନଙ୍କ ମନରେ ଉଙ୍କି ମାରୁଥିବ । ତେବେ ସେହି ମସସ୍ତ ପ୍ରଶ୍ନର ଉତ୍ତର ଆମେ ଆପଣ ମାନଙ୍କୁ ଦେବୁ ।

ଆପଣ ମାନେ ଫିଲ୍ମ ଜଗତରେ ଅଭିନୟ କରୁଥିବା ଅଭିନେତା ମାନଙ୍କୁ ନିଶ୍ଚିତ ରୂପରେ ଜାଣିଥିବେ , କଳାକାର ଜଗତର ପ୍ରତ୍ୟେକ କଳାକାର ମାନେ ନିଜର ବ୍ୟକ୍ତିଗତ ଜୀବନ ଏବଂ ଫିଲ୍ମ ଦୁନିଆକୁ ନେଇ ବହୁତ ଚର୍ଚ୍ଚାରେ ରହିଥାନ୍ତି

ମାତ୍ର ବର୍ତ୍ତମାନ ସମୟରେ ଓଲିଉଡ ସୁପରଷ୍ଟାର ସବ୍ୟସାଚୀ ଏବଂ ଅର୍ଚ୍ଚିତା ସାହୁ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ହୋଟଲରେ ବିବାହ କରିଛନ୍ତି । ମାତ୍ର ଏମାନଙ୍କର ବିବାହକୁ ନେଇ କରି ଏକ ପ୍ରସ୍ନ ଉଠିଛି । ସବ୍ୟସାଚୀ ପ୍ରଥମରୁ ବିବାହିତ ଥିଲେ ତେବେ ସେ କିପରି ଅର୍ଚ୍ଚିତାଙ୍କୁ ବିବାହ କରିଛନ୍ତି ।

ସବ୍ୟ ନିଜର ସୁନ୍ଦର ଅଭିନୟ ପ୍ରଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହି କିଛି ସମୟ ହେବ ସବ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି କାରଣ ଏହି କିଛି ସମୟ ପୂର୍ବରୁ ସବ୍ୟ ଅର୍ଚ୍ଚିତା ନିଜ ବିବାହର ଖବର ସୋସିଆଲ ମିଡିଆରେ ସେୟାର କରିଥିଲେ ।

ବିବାହ ପରେ ସେମାନେ ନିଜର ବିବାହ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଏହି ବିବାହ ଖବର ଶୁଣି ସବ୍ୟଙ୍କର ଫେନ୍ସ ମାନେ ଭାବବିହ୍ୱଳ ହୋଇପଡିଛନ୍ତି ଏବଂ ବହୁତ ଖୁସି ମଧ୍ୟ ହୋଇଛନ୍ତି ।

ସବ୍ୟସାଚୀ ଇଞ୍ଜିନିୟରିଂ କରୁଥିବା ସମୟରେ ସୀମା ମିଶ୍ର ନାମକ ଏକ ଝିଅ ସହିତ ବିବାହ କରିଥିଲେ । ସୀମା ଏବଂ ସବ୍ୟ ଗୋଟିଏ କଲେଜରେ ପାଠ ପଢୁଥିଲେ , ଏହି ଦୁଇଜଣଙ୍କର ବିବାହ ଦୁଇ ବର୍ଷ ହେବ ଭଲରେ ଚାଲିଥିଲା । ମାତ୍ର କିଛି ଆପୋଶ ବୁଝାବଣା ହେତୁ ଦୁଇ ବର୍ଷ ପରେ ଏହି ଦୁଇଜଣଙ୍କର ମଧ୍ୟ ଛାଡପତ୍ର ହୋଇଥିଲା । ଏହି ଦୁଇଜଣ ପରସ୍ପର ସହ ବୁଝାବଣା କରି ଛାଡପତ୍ର ଦେଇଥିଲା ।

ଛାଡପତ୍ର ଦେବା ପରେ ସବ୍ୟ ଓଲିଉଡ ଜଗତରେ ପାଦ ଦେଇଥିଲେ ଏବଂ ସେହିଠାରୁ ସେ ବହୁତ ଫେମସ ହୋଇଥିଲା ଏହା ପରେ ସେ ଅର୍ଚ୍ଚିତାଙ୍କ ସହିତ ମଧ୍ୟ ବହୁତ ଗୁଡିଏ ପିଲ୍ମ କରିଛନ୍ତି । ସେହି ସମୟରେ ଏମାନଙ୍କର ଲଭ ଅଫେୟାର ରହିଥିଲା ମାତ୍ର ସେମାନେ ନିଜ ସଂପର୍କ ବିଷୟରେ କାହାକୁ କହିନଥିଲେ ।