ମହିଳା ଙ୍କ ଠାରେ ପିରିଅଡ୍ ମିସ୍ ହେବାର ବିଶେଷ କାରଣ ଜାଣନ୍ତୁ …..ଆପଣ ଙ୍କୁ ଜାଣିବା ନିହାତି ଦରକାର…..

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ସବୁବେଳେ ଲାଗିକି ରହିଥାଏ | ଆଉ ସେଥିରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ମାନ ମଧ୍ୟ ଆପଣାଇ ଥାଉ | ତେବେ ବିଶେଷ କରିକି ଆମେ ଜାଣିଛୁ କି ଋତୁଶ୍ରାବ ବା ପିରିୟଡ଼ସ ଜନିତ ସମସ୍ୟା ମାନ ଆମ ମହିଳା ମାନଙ୍କ ପାଖରେ ପ୍ରାୟ ଦେଖା ଯାଇଥାଏ |

ଆଉ ଠିକ ସମୟରେ ପିରିୟଡ଼ସ ନ ହେବା ଓ ପେଟ ରେ ଯନ୍ତ୍ରଣା ହେବା ଏଭଳି ଏକ ସମସ୍ୟା ଯାହା ଦ୍ୱାରା ମହିଳା ମାନେ ବିଭିନ୍ନ ପ୍ରକାରର ସମସ୍ୟା ରେ ପଡିଥାଏ ବୋଲି କୁହାଯାଉଛି | ତେବେ ଆଜି ଆମେ ଆଲୋଚନା କରିବା ପିରିୟଡ଼ସ ଜନିତ ସମସ୍ୟା ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର ବିଷୟରେ | ଆସନ୍ତୁ ତାହେଲେ ସେ ବିଷୟରେ ଆଲୋଚନା କରିବା |

ତେବେ ଯଦି ଆପଣଙ୍କର ପିରିୟଡ଼ସ ମାସକୁ ମାସ ହେଉନି ଲେଟ ହେଉଛି ବା ଆପଣଙ୍କର ପିରିୟଡ଼ସ ହେଲେ ପେଟ ଯନ୍ତ୍ରଣା ହେଉଛି ତାହେଲେ ସେଥିରୁ ମୁକ୍ତି ପାଇବା ପାଇଁ ଆମେ ଔଷଧ ର ବ୍ୟବାହାର ଣ କରି ଘରେଇ ଉପଚାର ବ୍ୟବହାର କରି ଏହି ଭଳି ସମସ୍ୟା ରୁ ମୁକ୍ତି ପାଇପାରିବା | ତାହେଲେ ଆସନ୍ତୁ ଜାଣିବା |

ଆବଶ୍ୟକୀୟ ଉପକରଣ :-ଅଦା, ଜିରା, ମହୁ, ବ୍ରାଉନ ରଙ୍ଗ ର ସୁଗାର

ପ୍ରସ୍ତୁତି ପ୍ରଣାଳୀ :-1- ତେବେ ପିରିୟଡ଼ସ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ପ୍ରଥମ ଉପଚାର ଟି ପ୍ରସ୍ତୁତି ପାଇଁ ଆମକୁ ଆବଶ୍ୟକ ପଡିବ ତାହା ହେଉଛି ଅଦା ର | ତେବେ ଆପଣ ପ୍ରଥମେ ଏକ କଢେଇ ରେ ପାଣି ନେଇ ତାହା କୁ ଗରମ କରିବେ, ଆଉ ସେଠି 3-4 ଖଣ୍ଡ ଅଦା ପକାଇବେ |

ଆଉ ତାହାକୁ 10-15 ମିନିଟ ପର୍ଯ୍ୟନ୍ତ ଫୁଟାଇବେ | ଅଦା ର ସମ୍ପୂର୍ଣ୍ଣ ଗୁଣ ପାଣିରେ ମିଶିଗଲା ପରେ ତାହାକୁ ଛାଣି ଦେବେ ଓ ତାହା ଥଣ୍ଡା ହେଲା ପରେ ସେଥିରେ ଗୋଟିଏ ଚାମଚ ମହୁ ମିଶାଇବେ |ଏବେ ଆମର ପ୍ରଥମ ଉପଚାର ଟି ପ୍ରସ୍ତୁତ ହୋଇଗଲା |

2- ଏବେ ଆମେ ପ୍ରସ୍ତୁତ କରିବା ଦ୍ଵିତୀୟ ଉପଚାର ବିଷୟରେ ଆଉ ସେହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମେ ପ୍ରଥମେ ପାଣି ନେଇ କଢେଇରେ ଗରମ କରିବା | ତାହା ପରେ ସେଥିରେ ଆମେ ଗୋଟିଏ ଚାମଚ ଜିରା ପକାଇ ଭଲ ଭାବରେ ଫୁଟାଇବା |

ଆଉ 10 -15 ମିନିଟ ଫୁଟିଲା ପରେ ଜିରା ର ସମ୍ପୂର୍ଣ୍ଣ ଗୁଣ ପାଣି ରେ ମିଶିଯାଇଥିବ ତାହା ପରେ ସେହି ପାଣିକି ଛାଣି ଦେବା | ଆଉ ତାହାକୁ ଆମେ କାଢି ସେଥିରେ ଗୋଟିଏ ଚାମଚ ବ୍ରାଉନ ରଙ୍ଗର ସୁଗାର ମିଶାଇ ପିଇବା |

ବ୍ୟବହାର :-ଏହି ଘରେଇ ଉପଚାର କୁ ଆମେ ମାନେ ପିରିୟଡ଼ସ ଲେଟ ହେଉଥିଲେ ଖାଇ ସାରିଲା ପରେ ରାତିରେ ପିଇବା | ଆଉ ପ୍ରଥମେ ଅଦା ର ଉପଚାର କୁ ବ୍ୟବହାର କରିବା |ତେବେ ଏହି ଭଳି ଭାବରେ ସହଜ ଘରେଇ ଉପଚାର କୁ ବ୍ୟବହାର କରିକି ଆମେ ଋତୁଶ୍ରାବ ବା ପିରିୟଡ଼ସ ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବା |