ଦେଖନ୍ତୁ ଭିଡ଼ିଓ ! ପୁଣି ଚର୍ଚ୍ଚାରେ ସୁର ରାଉତରାୟ । ଗୀତ ଗାଇଲେ ସୁର ଭାଇ ଲଗା ତାଳି…..ଓଃ କି ଗୀତ…..
କଂଗ୍ରେସ କ୍ୟଣ୍ଡିଦେଟ୍ MLA ସୁର ରାଉତରାୟ । ସେ ଜଟଣୀ ର MLA ଭାବେ କାର୍ଯ୍ୟରତ ଅଛନ୍ତି। ସବୁବେଳେ ନିଜର ମଜାଳିଆ ମତାମତ ପାଇଁ ମିଡିଆ ଚର୍ଚ୍ଚା ରେ ଆସି ଥାଆନ୍ତି ।କିନ୍ତୁ ବର୍ତ୍ତମାନ ତାଙ୍କର ଆଉ ଏକ ରୂପ ଦେଖିବାକୁ ମିଳିଛି। MLA ସୁର ରାଉତ ଏବେ ଏକ ଗୀତିକାର ହୋଇଛନ୍ତି ଓ ଏବେ ସେ ଷ୍ଟୁଡିଓ ରେ ଗୀତ ଗାଉଥିବା ରସ ଦେଖିବାକୁ ମିଳିଛି। ତେବେ ରାଜନୀତିଜ୍ଞ ରୁ ଗୀତିକାର କେମିତି ଓ କାହିଁକି।
ତେବେ ଏହି ବିଷୟ ରେ ସୁର ରାଉତ କହିଛନ୍ତି ଯେ ସେ କେବେ ଜୀବନ ରେ ଗୀତ ଗାଈ ନଥିଲେ ଏବେ ପ୍ରଥମ ଥର ପାଇଁ ସେ ଗୀତ ଗାଇ ଅଛନ୍ତି। ଏହା ସହିତ ଏହା ଏକ ପ୍ରକାର ଅଭିଜ୍ଞତା ବୋଲି ସେ କହିଛନ୍ତି ।
ସେ ତାଙ୍କୁ ଗୀତ ଗାଇଥିବର ମୀୟୁଜିକ ଡାଇରେକ୍ଟର କୁ ଧନ୍ୟବାଦ ଦେଇଛନ୍ତି ଓ ତାଙ୍କର ଅନେକ ପ୍ରଶଂସା କରିଛନ୍ତି। ତେବେ ତାଙ୍କୁ ପପୁ ବାବୁ ଓ ଜାପାନୀ ବାବୁ ଡାକି ଗୀତ ଗାଇବା ପାଇଁ ସୁଯୋଗ ଦେଇଛନ୍ତି ତାଙ୍କୁ ଏକ ନୂତନ ଢାଞ୍ଚା ରେ ପହଞ୍ଚାଇ ଅଛନ୍ତି ବୋଲି କହିଛନ୍ତି ।
ତେବେ ଆହୁରି ମଧ୍ୟ କହିଛନ୍ତି ଭଲ ହେଉ କି ଖରାପ୍ ହେଉ କିନ୍ତୁ ତାଙ୍କୁ ସେ ନିଜ ଷ୍ଟୁଡିଓ କୁ ଡାକି ଏକ ନୂତନ ଅଭିଜ୍ଞତା ସଙ୍ଗୀତ କୁ ସେ ପାଇ ପାରିଛନ୍ତି। ତେବେ ଯଦି ଆମେ ସୁର ରାଉତ ଙ୍କ ବିଷୟ ରେ କହିବା ତେବେ ଆମେ ତାଙ୍କୁ ବିଭିନ୍ନ ସ୍ଥାନ ରେ ବିଭିନ୍ନ ସମୟ ରେ ଦେଖିବାକୁ ପାଇ ଥାଉ , କେବେ ଖେଳ ମଇଦାନ ରେ ତ , କେବେ ନାଟକ ରେ ।
ତେବେ ଆଜି ତାଙ୍କୁ ଗୀତ ମଇଦାନ ରେ ମଧ୍ୟ ଦେଖିବାକୁ ମିଳିଛି । MLA ସୁର ରାଉତ କହିଛନ୍ତି ଯେ ଗୀତ ତାଙ୍କ ଜୀବନ ରେ ପରମ ଶତ୍ରୁ ଥିଲା ଆଉ ସେ ଜୀବନ ରେ ଗୀତ କୁ ପ୍ରଥମ ଥର ପାଇଁ ମିତ୍ର କରିଛନ୍ତି ପପୁ ବାବୁ ଙ୍କ ନେତୃତ୍ୱ ରେ ।
ତେବେ ଆଜିର ଯୁବ ପିଢ଼ି ମାନଙ୍କୁ ଉତ୍ସାହିତ କରିବା ପାଇଁ , କାର୍ଯ୍ୟ ରେ ଲଗାଇବା ପାଇଁ ପାଠ ପଢିବା ପାଇଁ , ସେ ଏମିତି ପଦକ୍ଷେପ ନେଇଛନ୍ତି ଯାହା ଦ୍ଵାରା ସେ ସମସ୍ତଙ୍କୁ ଜଣାଇବା ପାଇଁ ଚାହୁଁଛନ୍ତି ଯେ ଜୀବନ ରେ କିଛି ବି ଅସମ୍ଭବ ନୁହେଁ। ତେବେ ଜଣାଇ ଦେଉଛୁ ଯେ ସେ ଏକ ସମ୍ବଲପୁର ଗୀତ ଗାଇ ଅଛନ୍ତି।
ସେ ଏହି ଗୀତ ରେ ବହୁତ୍ ମଜା ନେଇଛନ୍ତି ଓ ଆଶା ରଖିଛନ୍ତି ଯେ ଲୋକ ମାନଙ୍କୁ ମଧ୍ୟ ତାଙ୍କର ଏହି ଗୀତ ପସନ୍ଦ ଆସିବ । ତେବେ ସେ ବିଧାନ ସଭା ମଣ୍ଡଳୀ ବନ୍ଦ କରି ଆସିଛନ୍ତି ସଙ୍ଗୀତ ଷ୍ଟୁଡିଓ କୁ ଗୀତ ଗାଇବା ପାଇଁ । ଏହା ସହିତ ସେ ମିଡ଼ିଆ ଭାଇ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ ଅଛନ୍ତି । ମୀୟୂଜିକ ଡାଇରେକ୍ଟର ମଧ୍ୟ କହିଛନ୍ତି ଯେ ସେ ଏହି ଗୀତ କୁ ଖୁବ୍ ଭଲ ଭାବରେ ପରିବେଷଣ କରି ଅଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।