ଦେଖନ୍ତୁ ଛାତିଥରା ଦୃଶ୍ୟ । ଓଃ କି ମାଡ ! ଯୁବକ ଦୁଇଜଣ ଯୁବତୀ ମାନଙ୍କୁ କମେଣ୍ଟ କରୁଥିଲେ, ଆଉ ତା ପରେ ଝିଅ ଯାହା କଲା……

ଆଜି କାଲିର ଲୋକ ଆଧୁନିକ ଯୁଗର ଅଟନ୍ତି l ଏହି ଆଧୁନିକ ସମୟରେ ଲୋକ ମାନେ ଅଧିକ ଚାଲାକ ହେଲେ ଶିଖିତ ହେଲେ l ଏହି ଆଧୁନିକ ସମୟରେ ସବୁ ସୁବିଧା ପାଇଲେ l କିନ୍ତୁ ଏହି ସମୟରେ କିଛି ଯୁବକ ସମାଜରେ ସେମାନଙ୍କ ଚିନ୍ତା ଧାରା ବଦଳିଲା ନାହିଁ l ସେମାନେ ନାନାଦି ଖରାପ କର୍ମ କରିବା ପାଇଁ ଆଗ୍ରହ ହେଉଛନ୍ତି ଯାହାକୁ ଆମ ସମାଜରେ ନିନ୍ଦl କରାଯାଉଛି l

ଏହି ପରି ଏକ ଖରାପ କାର୍ଯ୍ୟ କରୁଥିବାର ସମୟରେ ପୋଲିସ ସେମାଙ୍କୁ ଧରି ସେମାନଙ୍କୁ ଉଚିତ ଶିକ୍ଷା ଦେଉ ଥିବାର ଏକ ଭିଡିଓ ଭାଇରଲ ହୋଇଛି l ଯାହାକୁ ସୋସିଆଲ ମିଡିଆରେ ଲୋକେ ବହୁତ ଭାବରେ ସେୟାର କରୁଛନ୍ତି l

ଚାଲନ୍ତୁ ଜାଣିବା ଏହି ଭିଡିଓ ଟିରେ କଣ ସବୁ ଘଟଣା ଘଟିଛି l ଏହି ଭିଡିଓ ଟିରେ ଦୁଇଜଣ ଯୁବକ ଝିଅଙ୍କୁ ବହୁତ ଦିନରୁ କମେଣ୍ଟ ମରୁଥିବାର ଜଣା ଯାଇଥିଲା l କିନ୍ତୁ ଏହି ଭିଡିଓ ରେ କମେଣ୍ଟ ମାରୁଥିବା ସମୟରେ ପୋଲିସ ସେମାନଙ୍କୁ ଧରି ନେଇ ଛନ୍ତି l ଆଉ ଏହି ଯୁବକ ଦୁଇ ଜଣକୁ ପୋଲିସ ଧରି ବାଟରେ ଆଣ୍ଠେଇ ଆଣ୍ଠେଇ ବାଡେଇବା ସହିତ ରାସ୍ତାରେ ବାଡେଇ ବାଡେଇ ନେଇ ଯାଉଛନ୍ତି l ଏହା ସହିତ ଲୋକଙ୍କ ଆଗରେ ସେମାନଙ୍କୁ ବସ ଉଠ କରାଇ ସେମାନଙ୍କୁ ଥାନା କୁ ନେଇ ଯାଇଛନ୍ତି l

ଏହି ଭିଡିଓ ରେ ଜଣେ ମହିଳା ପୋଲିସ କହିଛନ୍ତି ଯେ ଏହି ଯୁବକ ଦୁଇ ଜଣ ସେହି ରାସ୍ତାରେ ଯାଉଥିବା ସମସ୍ତ ଯୁବତୀ ମାନଙ୍କୁ ଖରାପ ଭାଷାରେ କମେଣ୍ଟ କରନ୍ତି l ଏମିତିକି ସେମାନେ ସାଧାରଣ ଝିଅକୁ କେବଳ କରନ୍ତି ନାହିଁ ସେମାନେ ମଧ୍ୟ ପୋଲିସ ଝିଅକୁ ମଧ୍ୟ ଏକୁଟିଆ ଥିଲା ବେଳେ ଖରାପ କଥା କହିଥାନ୍ତି l

ଏହି ଯୁବକ ମାନେ ବର୍ତମାନ ଥାନାରେ ଅଛନ୍ତି l ଏହି ଭିଡିଓ କୁ ଅନେକ ଲୋକ କମେଣ୍ଟ ରେ ଲେଖିଛନ୍ତି ଯେ ଏହି ଯୁବକଙ୍କୁ ଏହି ପରି ଦଣ୍ଡ ଦିଅl ଯିବା ଦରକାର କାରଣ ଏହି ପରି କଲେ ଆଗକୁ କୌଣସି ଯୁବକ ଏହି ପରି ଖରାପ କାର୍ଯ୍ୟ କରିବାକୁ କେବେ ସାହସ କରିବେ ନାହିଁ l ଏହା ଦ୍ୱାରା ଆମ ଦେଶରେ ସମସ୍ତ ଯୁବକ ମାନେ ଉଚିତ ଶିକ୍ଷା ପାଇଛନ୍ତି l କାରଣ ଆମ ଦେଶରେ ଏମିତି କିଛି ହୀନ ମାନସିକ ରୋଗରେ ଆକ୍ରାନ୍ତ ଯୁବକ ମାନେ ନିଜକୁ ଉଚିତ ଦିଶା ରେ ନେବେ l ଏହି ପରି ଖରାପ କର୍ମ ଠାରୁ ଦୁରେଇ ରହିବେ l

ବାରମ୍ବାର ଏହି ପରି କର୍ମ କରୁଥିବା ଲୋକଙ୍କ ପ୍ରତି ଧ୍ୟାନ ନଦେଲେ ସେମାନେ ଆଗକୁ ଆହୁରି ଖରାପ କର୍ମ କରିବାକୁ ମନ ବଳେଇବେ ନାହିଁ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।