ଦେଖନ୍ତୁ ଭିଡ଼ିଓ – ଓଃ କି ଡ୍ୟାନ୍ସ ! ସ୍ତ୍ରୀ ପଲ୍ଲବୀ ଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ ଓଡ଼ିଆ ହିରୋ ଅର୍ଧେନ୍ଦୁ ଦେଖିବା ପାଇଁ ଲୋକ ଙ୍କ ସାଙ୍ଘାତିକ ଭିଡ….
ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।
ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି ।
ତେବେ ବର୍ତ୍ତମାନ ର ଏହି କମ୍ପ୍ୟୁଟର ଓ ମୋବାଇଲ ଦୁନିଆରେ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।ତେଣୁ ଆଜି ଲୋକ ମାନେ କୌଣସି ବି ଖବର ଘଟିଲେ ତାକୁ ତୁରନ୍ତ ଜାଣି ପାରୁଛନ୍ତି ଓ ନିଜ ସାମ୍ନାରେ କୌଣସି ଘଟଣା ଘଟିଲେ ତାକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରି ସମସ୍ତଙ୍କୁ ଜଣାଇ ପାରୁଛନ୍ତି।ମାତ୍ର ଏହି ଘଟଣା ଯଦି କୌଣସି ସିନେ ତାରକା ବା ସୁପରଷ୍ଟାର ଙ୍କର ହୋଇଥାଏ ତାହେଲେ ତାହା ଖୁବଶୀଘ୍ର ଭାଇରାଲ ହୋଇଥାଏ।
ଏହା ସହିତ ଆପଣ ମାନେ ଜାଣି ଥିବେ ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି । ତେବେ ଆପଣ ମାନେ ଅଲିଉଡ ହିରୋ ଅର୍ଧେନ୍ଦୁ କୁ ନିଶ୍ଚୟ ଭାବରେ ଜାଣିଥିବେ।
ସେ ପିପିଲି ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀ ଙ୍କ ଝିଅ ପଲ୍ଲବୀ କୁ ବିବାହ କରିଥିଲେ। ତେବେ ପଲ୍ଲବୀ ଜଣେ ଡାକ୍ତର ଅଟନ୍ତି ଓ ଅର୍ଧେନ୍ଦୂ ଅଭିନେତା । ଦୁଇ ଜଣଙ୍କର ପ୍ରେମ ବିବାହ ହୋଇଥିଲା । ତେବେ ବର୍ତ୍ତମାନ ଏହି ଦୁଇ ଜଣ ଏକ ଭିଡିଓ ରେ ଖୁବ୍ ସୁନ୍ଦର୍ ଦ୍ୟାନ୍ସ କରିଥିବାର ନଜର ଆସିଛନ୍ତି। ପଲବି ଓ ଆର୍ଧେନ୍ଦୂ ଏଥିରେ ଖୁବ୍ ସୁନ୍ଦର୍ ଦେଖା ଯାଉଛନ୍ତି। ପଲ୍ଲବୀ ଜଣେ ଅଭିନେତ୍ରୀ ନହୋଇ ମଧ୍ୟ ସେ ଏଥିରେ ଏମିତି ଦ୍ୟାନ୍ସ କରିଛନ୍ତି ଯାହା କୌଣସି ଅଭିନେତ୍ରୀ ଠାରୁ କମ୍ ନୁହଁନ୍ତି। ସେ ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର ଅଟନ୍ତି। ତାଙ୍କ ଯୋଡ଼ି କୁ ଲୋକ ମାନେ ଖୁବ୍ ପସନ୍ଦ ମଧ୍ୟ କରନ୍ତି ।
ତେବେ ଆପଣ ଙ୍କୁ ତାଙ୍କ ଦ୍ୟାନ୍ସ କିପରି ଲାଗିଲା ଆମକୁ କମେଣ୍ଟ ରେ ନିଶ୍ଚୟ ଜଣାନ୍ତୁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।