OMG ! ଓଡ଼ିଆ ଯୁବକଙ୍କ AUDIO CALL ହେଲା ଭାଇରାଲ୍ ଆପଣ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ…ଦେଖନ୍ତୁ ଭିଡ଼ିଓ

ପ୍ରତିଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ହେବାରେ ଲାଗିଛି ।କେତେ ବେଳେ ଏହି ସବୁ ଜିନିଷ କୁ ଲୋକେ ଭଲ ଦୃଷ୍ଟିରେ ନେଉଛନ୍ତି ତ ଆଉ କେତେ ବେଳେ ଏହି ଲୋକ ମାନେ ଜାଣିଶୁଣି ଏସବୁକୁ ଖରାପ୍ ରେ ନେଉଛନ୍ତି। ଆଉ କେତେବେଳେ ଏହି ଭାଇରାଲ ଭିଡ଼ିଓ ହିଁ ଲୋକ ମାନଙ୍କ ମନୋରଞ୍ଜନର ଖୋରାକ ମଧ୍ୟ ଯୋଗାଉଛି।ତେବେ ଆପଣମାନେ ମନୋରଞ୍ଜନର ପାଇଁ ସୋସିଆଲ ମିଡ଼ିଆ ନିଶ୍ଚିତ ଭାବେ ବ୍ୟବହାର କରୁଥିବେ।

ଆଉ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉ ଥିବେ।ତେବେ ସୋସିଆଲ ମିଡିଆ ରେ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।ଆଉ କିଛି ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଲୋକେ ତୀବ୍ର ନିନ୍ଦା କରିଥାନ୍ତି ସମାଲୋଚନା କରିଥାନ୍ତି।

ଆଜି କାଲି ବହୁତ୍ ଗୁଡ଼ିଏ ଅଡିଓ ଭାଇରାଲ ହେବାରେ ଲାଗିଛି।ଆଜି ଆମେ ସେହିଭଳି ଏକ ଭାଇରାଲ ଅଡିଓ ରେକର୍ଡ ବାବଦରେ ଜଣାଇବୁ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସଙ୍ଗେ ସଙ୍ଗେ ଚକିତ ମଧ୍ୟ ହୋଇଯିବେ।ତାହା ହେଉଛି ଜଣେ ଓଡ଼ିଆ ଯୁବକଙ୍କ ଅଡ଼ିଓ କଲ୍ ଭାଇରାଲ୍ ହେବାରେ ଲାଗିଛି।

ତେବେ ଯୁବକ ଜଣକ ଏଭଳି ଭାଷାରେ କଥା ବାର୍ତ୍ତା କରୁଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ସୂଚନା ଅନୁସାରେ, ଜଣେ ଗ୍ରାହକ ଜଣେ କଷ୍ଟମର କେୟାରଙ୍କ ସହିତ ଏଭଳି ଭାବରେ କଥା ହେଉଛନ୍ତି ଯାହାକି ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। କଷ୍ଟମର କେୟାରର ଜଣେ ଯୁବତୀ ଜଣେ ଗ୍ରାହକଙ୍କ ସହିତ ହିନ୍ଦୀରେ କଥା ବାର୍ତା ହେଉଛନ୍ତି।

କିନ୍ତୁ ଗ୍ରାହକ ଜଣଙ୍କ ତାଙ୍କ ସହିତ ହିନ୍ଦୀରେ ଠିକ ଭାବରେ କଥା ବାର୍ତା ହୋଇ ପାରୁ ନାହଁନ୍ତି। ସେ କଷ୍ଟମର କେୟାରଙ୍କ ସହିତ କଥା ହେଉଥିବା ସମୟରେ ବେଳେ ବେଳେ ଓଡ଼ିଆ ମିଶାଇ କଥା ହେଉଛନ୍ତି ଓ ଏଥି ସହିତ କହୁଛନ୍ତି ଯେ ମାଡାମ ଆପଣ ଓଡ଼ିଆ ଭାଷା ବୁଝି ପାରୁଛନ୍ତି।

କିନ୍ତୁ କଷ୍ଟମର କେୟାର ଗ୍ରାହକଙ୍କ କଥାକୁ ବୁଝି ପାରୁ ନାହାଁନ୍ତି। ଏହା ପରେ ପୁଣି ଥରେ ଗ୍ରାହକ ଜଣଙ୍କ ହିନ୍ଦୀ ଓ ଓଡ଼ିଆ ମିଶାଇ କଥା ହେଉଛନ୍ତି ମାଡାମ ତାଙ୍କ କଥା ଶୁଣି ବହୁତ ଜୋର ଭାବରେ ହସୁଛନ୍ତି ପୁଣି ଥରେ ଟିକେ ଅଟକି ଯାଇ କଥା ହେଉଛନ୍ତି।

 

ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ଭାଇରଲ ହେବା ପରେ ହଜାର ହଜାର ଲୋକ ମାନେ ଦେଖି ସାରିଲେଣି। ଏଥି ସହିତ ଲୋକ ମାନେ ମଧ୍ୟ ଏହି ଭିଡ଼ିଓକୁ ଦେଖି ବହୁତ ମଜା ନେବା ସହିତ ଖୁସି ମଧ୍ୟ ହୋଇ ଯାଉଛନ୍ତି। ତେବେ ଆପଣ ମାନେ ମଧ୍ୟ ଏହି ଭିଡ଼ିଓଟିକୁ ଦେଖି ମଜା ନିଅନ୍ତୁ।