omg ଦେଖନ୍ତୁ Viral ଭିଡ଼ିଓ ଚୋରା ପ୍ରେମ କରି ସ୍ତ୍ରୀ ଓ ଝିଅ ହାତରେ ଧରା ପଡିଲେ ସ୍ୱାମୀ ଆଉ ପ୍ରେମିକା ସହ ଯାହା ହେଲା ….ଦେଖିଲେ ଆପଣ ବି ସତର୍କ ହେବେ

ଆଜିକାଲି ର ଯୁଗରେ ପ୍ରାୟ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କଳହ ଲାଗି ରହୁଛି ଆଉ ସେ କଳହ ର କାରଣ ହେଉଛି ଚୋରା ପୀରତି | ତେବେ ପୁଣି ଏକ ସେଭଳି ଘଟଣା ସାମ୍ନାକୁ ଆସିଛି ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି | ଚୋରା ପ୍ରେମ ଭାରି କଷ୍ଟଦାୟକ ସ୍ତ୍ରୀ ମୋର ହେଉଛି ଖଳନାୟକ, ଏକଥା ଆମେ କହୁନୁ ଏହା ହିଁ ଏକ ଭିଡ଼ିଓ ବୟାନ କରୁଛି | ଏହି ଭିଡ଼ିଓ ଟିରେ ଜଣା ପଡ଼ିଛି କି ଜଣେ ସ୍ୱାମୀ ଚୋରା ପୀରତି କରି ତାଙ୍କ ସ୍ତ୍ରୀ ଆଉ ଝିଅ ଙ୍କ ହାତରେ ଧରା ପଡିଛନ୍ତି |

ଫଳରେ ବିଚ ରାସ୍ତା ରେ ସ୍ୱାମୀ ସ୍ତ୍ରୀ ଝିଅ ଓ ପ୍ରେମିକା ଙ୍କର ଏକ ବଡ଼ କାଣ୍ଡ ଦେଖିବା ପାଇଁ ମିଳିଛି | ବାପ ର ପ୍ରେମିକା କୁ ଦେଖି ଝିଅ ପୁରା ରାଗରେ ତମ ତମ ରାଗ ଏତେ ବଢ଼ି ଯାଉଛି ଯେ ବାପ ର ପ୍ରେମିକା ର ଚୁଟି ଝିଙ୍କିବା ପାଇଁ ମଧ୍ୟ ପଛାଉ ନାହାଁନ୍ତି |

ମା ମଧ୍ୟ କିଛି କମ ନୁହେଁ ସ୍ୱାମୀ ଙ୍କୁ ଅନ୍ୟ ଯୁବତୀ ଙ୍କ ସହ ଦେଖି ଖରାପ ଭାଷା ରେ ଗାଳି ଗୁଲଜ କରିବା ସହ ଜୋତା ରେ ମଧ୍ୟ ମାରିବାକୁ ସ୍ତ୍ରୀ ପଛାଉ ନାହାଁନ୍ତି | ଏଭଳି ଏକ ଭିଡ଼ିଓ ମୋବାଇଲ କୁ ମୋବାଇଲ ଘୁରି ବୁଲୁଛି ଆଉ ଏଭଳି ଏକ ଅଭାବନୀୟ ଦୃଶ୍ୟ ହେଉଛି ରାଉରକେଲା ବଣାଇ ଅଞ୍ଚଳ ର |

ନିଜ ଝିଅ ବୟସ ର ଯୁବତୀ ଙ୍କୁ ପ୍ରେମ କରି ସ୍ୱାମୀ ଜଣଙ୍କ ଖୁବ ହଟହଟା ହୋଇଛନ୍ତି | ସବୁଠାରୁ ମଜା କଥା ହେଉଛି ଏତେ ସବୁ କାଣ୍ଡ ଘଟି ସାରିବା ପରେ ମଧ୍ୟ ନିଜ ପ୍ରେମିକା ସହ ସ୍ୱାମୀ ଜଣଙ୍କ ଫଟୋ ଉଠାଉଛନ୍ତି ଆଉ ତାଙ୍କୁ କୋଳ ରେ ଧରି ଉଠାଉଛନ୍ତି |

ଯାହାକୁ ଦେଖି ସ୍ତ୍ରୀ ଓ ଝିଅ ରାଗରେ ତମତମ ହୋଇ ଯୁବତୀ ଜଣଙ୍କ ମାଡ଼ ଉପରେ ମାଡ଼ ବସାଇ ଦେଇ ଯାଉଛନ୍ତି | କିଛି ଦିନ ତଳେ ଷ୍ଟାର ଦମ୍ପତି ଙ୍କ କଳି ଦାଣ୍ଡରେ ପଡ଼ି ହାଟ ରେ ଗଡ଼ି ଥିଲା ସ୍ୱାମୀ ବାବୁସାନ ଙ୍କ ସହ ପ୍ରକୃତି ଙ୍କୁ ଦେଖି ସ୍ତ୍ରୀ ତୃପ୍ତି ମଧ୍ୟ ମାଡ଼ ମାରି ଥିଲେ |

ସେତେ ବେଳେ ସେହି ଭିଡ଼ିଓ ଟି ଖୁବ ଭାଇରାଲ ହୋଇ ଥିଲା ଆଉ ଏବେ ରାଉରକେଲା ର ଏହି ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ହୋଇଛି | ତେବେ ଆମ ସମାଜ ଏତେ ଯେ କଳୁଷିତ ଆଡ଼କୁ ଗତି କଲାଣି ଯାହାକି ଏ ସମାଜ ରେ ଭଲ ଖବର ଅପେକ୍ଷା ବେଶୀ ଖରାପ ଖବର ହିଁ ଦେଖିବାକୁ ମିଳୁଛି ଯାହାକି ଖୁବ ନିନ୍ଦନୀୟ ଘଟଣା ଅଟେ | ତେବେ ଏଭଳି ଏକ ଭିଡ଼ିଓ କୁ ଦେଖି ଅନେକ ସମାଜ ର ଲୋକ ମାନେ ଖୁବ ନିନ୍ଦା କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।