Ollywood News – ବିବାହ ପରେ ପ୍ରଥମ ଥର ପାଇଁ ଅର୍ଚ୍ଚିତା ସୁଟିଂ ସେଟ୍ କୁ ଗଲେ ସବ୍ୟସାଚୀ ଙ୍କ ସହିତ, ଦେଖନ୍ତୁ କିପରି ଶୁଭେଚ୍ଛା ଜଣାଇବା ପାଇଁ କଳାକାର ମାନଙ୍କର ଭିଡ….

ବର୍ତ୍ତମାନ ଏବେ ଗୋଟେ ଖବର ଶୁଣିବାକୁ ମିଳୁଛି ଯେ ବିବାହ ପରେ ପ୍ରଥମ ଥର ପାଇଁ ସୁଟିଂ ସେଟ୍ କୁ ଗଲେ ସବ୍ୟ ଅର୍ଚ୍ଚିତା। ତେବେ ଯଦି ଦେଖାଯାଏ ତେବେ ନିକଟ ରେ ଏହି ଦୁଇ ତିନି ହେବ ସବ୍ୟ ଅର୍ଚ୍ଚିତା ରାଜସ୍ଥାନ ରେ ବିବାହ କାର୍ଯ୍ୟ ସାରି ଓଡ଼ିଶା କୁ ଫେରି ଥିଲେ। ତେବେ ଅଚାନକ ଏମିତି ଏତେ ବ୍ୟସ୍ତ ରେ କଣ ପାଇଁ ସୁଟିଂ ସେଟ୍ କୁ ଫେରିଲେ ସବ୍ୟ ଅର୍ଚ୍ଚିତା। ତେବେ ବର୍ତ୍ତମାନ କେଉଁ ଚଳଚ୍ଚିତ୍ର ସୁଟିଂ ରେ ବ୍ୟସ୍ତ ଅଛନ୍ତି ସବ୍ୟ ଅର୍ଚ୍ଚିତା । ଚଳଚ୍ଚିତ୍ର ସୁଟିଂ ରେ ନା ଆଉ କେଉଁ ଜିନିଷ ରେ ବ୍ୟସ୍ତ ଅଛନ୍ତି ସବ୍ୟ ଅର୍ଚ୍ଚିତା ତେବେ ଆସନ୍ତୁ ଜାଣିବା ଏହି ଲେଖା ମାଧ୍ୟମରେ ;

ତେବେ ବର୍ତ୍ତମାନ ଯଦି ଆପଣ ଦେଖିବେ ତେବେ ସବ୍ୟ ଅର୍ଚ୍ଚିତା ଙ୍କ ବିବାହ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ବିଷୟ ପାଲଟି ଯାଇଛି ଆଉ ସୋସିଆଲ ମିଡ଼ିଆ ରେ ପ୍ରତ୍ୟେକ ଦିନ ଏମିତି ଫଟୋ ଭିଡିଓ ଭାଇରଲ ହେଇଛି । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସବୁଠୁ ଚର୍ଚ୍ଚା ବିଷୟ ପାଲଟି ଅଛି ସବ୍ୟ ଅର୍ଚ୍ଚିତା ଙ୍କ ସୁଟିଂ ସେଟ୍ କୁ ଯିବା କଥା। ତେବେ ପୂର୍ବରୁ ଗୋଟିଏ ଇନ୍ତରଭିୟୁ ରେ ସବ୍ୟସାଚୀ କହିଥିଲେ ଯେ ସେ ସୁଟିଂ ସେଟ୍ ରୁ ଖାସ କରି ଚଳଚ୍ଚିତ୍ର ଦୁନିଆ ରି ଏତେ ଆଗକୁ ବଢ଼ି ପାରିଛନ୍ତି ତେଣୁ ସେ ଖୁବ୍ ଶୀଘ୍ର ଚଳଚ୍ଚିତ୍ର ଜଗତ କୁ ବା ସୁଟିଂ ସେଟ୍ କୁ ଫେରି ଆସିବେ ବୋଲି।

ତେବେ ଏବେ ଯେଉଁ ସବ୍ୟ ଅର୍ଚ୍ଚିତା ଙ୍କ ସୁଟିଂ ସେଟ୍ ର ଫଟୋ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଯାଉଛି ତେବେ ସେ ଫଟୋ ଗୁଡ଼ିକ ହେଉଛି ଜି ସାର୍ଥକ ରେ ପ୍ରସାରିତ ହେବାକୁ ଯାଉଥିବା ଏକ ନୂଆ ରିଆଲିଟି ସୋ ର ଯାହାର ନାମ ରହିଛି ଜି ସାର୍ଥକ ସଂସାର ଆୱାର୍ଡ଼ ଯେଉଁ ଥିରେ ସବ୍ୟ ଅର୍ଚ୍ଚିତା ଯୋଗ ଦେବାକୁ ଯାଉଛନ୍ତି ।

ତେବେ ବର୍ତ୍ତମାନ ର ଖବର ଅନୁସାରେ ଜି ସାର୍ଥକ ରେ ପ୍ରସାରିତ ହେବାକୁ ଯାଉଥିବା ନୂଆ ରିଆଲିଟି ସୋ ସଂସାର ଆୱାର୍ଡ଼ ରେ ସବ୍ୟ ଅର୍ଚ୍ଚିତା ନଜର ଆସିବାକୁ ଯାଉଛନ୍ତି । ଯଦିଓ ସବ୍ୟ ଅର୍ଚ୍ଚିତା ଙ୍କ ପର୍ଫର୍ମାଂଶ ସେହି ସଂସାର ଆୱାର୍ଡ଼ ସୋ ରେ ଦେଖିବାକୁ ପାଇ ନ ପାରନ୍ତି ।

ତେବେ ରୀଲ୍ ଲାଇଫ ରେ ସବୁଠୁ ପ୍ରିୟ ଯୋଡ଼ି ସବ୍ୟ ଅର୍ଚ୍ଚିତା ବର୍ତ୍ତମାନ ରିଅଲ ଲାଇଫ ରେ ନଜର ଆସିବାକୁ ଯାଉଛନ୍ତି। ରିଲ ଲାଇଫ ରେ ଲୋକ ମାନଙ୍କ ର ସବୁଠୁ ପ୍ରିୟ ଯୋଡ଼ି ଆଜି ରିଅଲ ଲାଇଫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ଏମାନେ ନିଜ ବିବାହ ବିଷୟ ରେ ପୂର୍ବ ସୂଚନା କିଛି ଦେଇ ନଥିଲେ ଓ ହଠାତ୍ ହଳଦୀ ରସମ୍ ର ଫୋଟୋ ପରେ ବାହାଘର ଫଟୋ ସେୟାର କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।