ଦେଖନ୍ତୁ ଭିଡିଓ – ବାପା ଓ ପୁଅ ରୋଷେଇ କରୁଥିବା ସମୟରେ ହଠାତ୍ ଅପରାଜିତା ଙ୍କ ସହ ଏଭଳି ଘଟିଲା ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ
ଆଜି ଆମେ ଆପଣ ମାନଙ୍କୁ ଓଲିଉଡର ଜଣେ ଏମିତ ଅଭିନେତାଙ୍କର ବିଷୟରେ କହିବୁ ଯିଏ କି ନିଜ ସ୍ତ୍ରୀ ପାଇଁ କରୁଛନ୍ତି ରୋଷେଇ । ତେବ ଏମିତି କଣ ହୋଇଗଲା କି ସେ ନିଜ ସ୍ତ୍ରୀଙ୍କ ପାଇଁ ରେୋଷେଇ କରୁଛନ୍ତି ତେବେ ଏଥିରେ କିଛି ସନ୍ଦେହ କରିବା ନାହିଁ କାରଣ ସେ ନିଜର ଭଲପାଇବାକୁ ତାହାରି ମାଧ୍ୟମରେ ପ୍ରକାଶ କରୁଛନ୍ତି ଅର୍ଥାତ ଏମିତି ଏକ କତା ତାଙ୍କର ପୁଅ କହିଛନ୍ତି ।ଆମେ ଆପଣ ମାନଙ୍କୁ ଓଲିଉଡର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ କଥା କହୁଛୁ ଯିଏ କି ନିଜ ସ୍ତ୍ରୀ ଅପରାଜିତାଙ୍କ ପାଇଁ ରୋଷେଇ କରୁଛନ୍ତି । ତେବେ ଆପଣ ମାନେ ତ ଜାଣିଥିବେ କି ଉତ୍ତମ ମହାନ୍ତି ଏବଂ ଅପରାଜିତାଙ୍କର ଯୋଡି ବହୁତ ହିଟ ଯୋଡି ଅଟେ ।
ଏହା ସହିତ ସେମାନେ ଦୁଇ ଜଣ ବହୁତ ସୁନ୍ଦର କପୁଲ ମଧ୍ୟ ଅଟନ୍ତି । ସେମାନଙ୍କର ଅନେକ ଫିଲ୍ମ ରହିଛି ଯେଉଁଥିରେ ଦୁହେଁ ବହୁତ ସୁନ୍ଦର ଅଭିନୟ ମଧ୍ୟ କରିଛନ୍ତି । ଏବେକା ସମୟରେ ତାଙ୍କର ପୁଅ ବାବୁସାନ ମହାନ୍ତି ଓଲିଉଡର ସପରଷ୍ଟାର ଅଟନ୍ତି ବାପ ପରେ ପୁଅ ଏବେ ନିଜର ଅଭିନୟର ଜଲୱା ସମସ୍ତଙ୍କୁ ଦେଖାଉଛନ୍ତି ।
ତେବେ ଏବେକା ସମୟରେ ସେମିତି ଏକ ଜଲୱା ଦେଖାଇଛନ୍ତି ଯାହାକି ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ଜଲୱା ।
ଓଡିଆ ସୁପରଷ୍ଟାର ଉତ୍ତମ ମହାନ୍ତି ବା ପୁଅ ବାବୁସାନ ମହାନ୍ତି ଅପରାଜିତା ବା ତାଙ୍କର ମା ଙ୍କର ପାଇଁ ବନେଇଛନ୍ତି ଡାଲମା ଏବଂ ତରକାର ଏ ନେଇ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି ତାଙ୍କର ବାପା ତାଙ୍କ ମାଙ୍କର ପାଇଁ ବନଉଛନ୍ତି ଖାଇବା ଅର୍ଥାତ ଉତ୍ତମ ମହାନ୍ତି ନିଜ ସ୍ତ୍ରୀ ଅପରାଜିତାଙ୍କ ପାଇଁ ବନଉଛନ୍ତି ଖାଇବା । ଯେଉଁ ଫଟୋ ବା ଭିଡିଓଟି ଏବେ ଖୁବ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରଥମ ଥର ପାଇଁ ବାପା ଏବଂ ମା ଦୁଇଜଣ ଦୁଇଜଣଙ୍କୁ ଏତେ ଭଲପାଇବା ଏବଂ ପ୍ରଥମ ଥର ପାଇଁ ବାପା ମାଙ୍କର ପାଇଁ ହାତ ତିଆରୀ ଖାଦ୍ୟ କରିବା ଯେ ତାଙ୍କୁ ବହୁତ ଭଲ ଲାଗୁଛି ବୋଲି ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି । ଏହା ସହିତ ତାଙ୍କର ମାଙ୍କର ନାମ ଟିକି ଅପା ପାଇଁ ବାପା ଉତ୍ତମ ବନଉଛନ୍ତି ଖାଇବା କଥାମଧ୍ୟ ଏହାକୁ ମେନସନ କରିଛନ୍ତି ।
ଲୋକମାନେ ଏହି ଭିଡିଓଟି ବହୁତ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଏହାକୁ ବହୁତ ଭାଇରାଲ ମଧ୍ୟ କରୁଛନ୍ତି । ଏହା ସହିତ ଲୋକମାନଙ୍କ ଭିତରେ ଏମିତି ଦୁଇଜଣଙ୍କ ମଧ୍ୟରେ ବନଡିଙ୍ଗ ଏବଂ ଭଲପାଇବା ଥିବାରୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତିଙ୍କୁ । ଦୁଇଜଣଙ୍କର ମଧ୍ୟରେ ଏବେବି ଭଲପାଇବା ଜୀବିତ ଅଛି ଏବଂ ଆଗରୁ ଯେପରି ଚଳଚ୍ଚିତ୍ରରେ ଅଭିନୟ କରୁଥିଲେ ରିଲରେ ଏବଂ ରିଏଲରେ ମଧ୍ୟ ଦୁଇଜଣଙ୍କର ଭଲପାଇବା ସେମିତି ରହିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।