ଦେଖନ୍ତୁ ଭିଡିଓ ! ପ୍ରଥମ ଥର ପାଇଁ ଦେଖନ୍ତୁ କମେଡିଆନ୍ ସୁମନଙ୍କ ସ୍ରୀ , ପୁଅ ଓ ପୁରା ପରିବାର..Ollywood news

ବାସ୍ତବିକ ଭାବରେ ଯେତେବେଳେ ଓଡିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାଇଥାନ୍ତି , ସେମାନଙ୍କର ପ୍ରିୟ ନାୟକ ନାୟିକା ମାନଙ୍କ ବିଷୟ ରେ ଜାଣିବା ପାଇଁ । ସମସ୍ତେ ସାମାନ୍ୟ ଚକିତ୍ ମଧ୍ୟ ହୋଇ ଯାଇଥାନ୍ତି । ଅଭିନୟ ଜଗତର କଳାକାର ମାନେ ସାଧାରଣତଃ ସୋସିଆଲ ମିଡିଆ ସହିତ ଜଡିତ ହୋଇ ରହିଥାନ୍ତି । କଳାକାର ମାନେ ସେମାନଙ୍କର ପ୍ରିତିଦିନର କାର୍ଯ୍ୟ କଳାପ ସବୁ ୟୁଟ୍ୟୁବ, ଫେସବୁକ୍ ଇନଷ୍ଟାଗ୍ରାମ ଆଦିରେ ସେମାନଙ୍କର ଫ୍ୟାନ୍ ମାନଙ୍କ ସହିତ ସେୟାର କରିଥାନ୍ତି ।

ଏହା ସହିତ ପ୍ରେମ କାହାଣୀ, ସୁନ୍ଦରତା, ଅଭିନୟ କି ଘରୋଇ କାର୍ଯ୍ୟ ଆଦି ପ୍ରତିଟି ମୂହୂର୍ତ୍ତକୁ ସେମାନେ ତାଙ୍କର ପ୍ରଶଂସକ ମାନଙ୍କ ସହିତ ସେୟାର କରିଥାନ୍ତି ଏବଂ ସେମାନଙ୍କର ଠାରୁ ମଧ୍ୟ ଲାଇକ୍ କମେଣ୍ଟ ଆଦି ପାଇଥାନ୍ତି ।

ସେମାନେ ସେମାନଙ୍କ ଜୀବନ ଶୈଳୀ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କାରଣ ସେମାନଙ୍କର ଜୀବନ ଶୈଳୀ ସାଧାରଣ ଲୋକ ଙ୍କ ଠାରୁ ଟିକେ ଅଲଗା ହୋଇଥାଏ । ସେମାନେ ତାଙ୍କର ଅଭିନୟକୁ ତାଙ୍କ ଜୀବନର ଧର୍ମ, କର୍ମ ତଥା ପୂଜା ବୋଲି ଭାବି ନେଇଥାନ୍ତି । ଏଥିପାଇଂ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି । ନିଜର କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ସେମାନେ ସମସ୍ତଙ୍କର ଏତେ ପ୍ରିୟ ହୋଇ ପାରିଛନ୍ତି ଏବଂ ଲୋକପ୍ରିୟ ମଧ୍ୟ ହୋଇ ପାରିଛନ୍ତି ।


ତେବେ ଆପଣ ମାନେ ତ ସମସ୍ତେ ଓଡିଶାର ଲୋକପ୍ରିୟ ହାସ୍ୟ ଅଭିନେତା ସୁମନ ମହାରଣାଙ୍କୁ ଜାଣିଥିବେ । ସେ ବହୁତ ସୁନ୍ଦର ଅଭିନୟ କରନ୍ତି । ସେ ଅନେକ ହିଟ୍ ହିଟ୍ ଫିଲ୍ମ ରେ ହାସ୍ୟ ଅଭିନେତା ଭାବେ ଅଭିନୟ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଗୋଟିଏ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତାଙ୍କର ଅଭିୟନକୁ ଓଡିଆ ଦର୍ଶକ ମାନେ ମଧ୍ୟ ବହୁତ ହିଁ ପସନ୍ଦ କରିଥାନ୍ତି । ସେ ତାଙ୍କର କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ଓଡିଆ ସିନେମା ରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି ।

ତେବେ ହାସ୍ୟ ଅଭିନେତା ସୁମନ ତାଙ୍କର ପ୍ରତିଟି କାର୍ଯ୍ୟକୁ ୟୁଟ୍ୟୁବରେ ତାଙ୍କର ଫ୍ୟାନ୍ ମାନଙ୍କ ସହିତ ସେୟାର କରିଥାନ୍ତି ଏବଂ ତାଙ୍କର ଭିଡିଓକୁ ଦେଖି ମଧ୍ୟ ତାଙ୍କର ଫ୍ୟାନ୍ ମାନେ ବହୁତ ପସନ୍ଦ କରିଥାନ୍ତି । ତେବେ ବର୍ତ୍ତମାନ ସୁମନଙ୍କର କିଛି ମଜାଦାର୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଯେଉଁଥିରେ ସୁମନ ଅନେକ ମଜାଳିଆ ଭିଡିଓ ସବୁ କରୁଛନ୍ତି । ଯାହା ତାଙ୍କର ଫ୍ୟାନ୍ ମାନଙ୍କୁ ହସି ହସି ବେଦମ୍ କରି ପକାଇଛି ।

ଯେଉଂ ଭିଡିଓରେ ସୁମନ କେତେବେଳେ ଗୋଟିଏ ଛୋଟ ପିଲାର ଅଭିନୟ କରି ଲୋକଙ୍କୁ ସହାଉଛନ୍ତି ତ ପୁଣି କେତେବେଳେ ଆଉ ଅନ୍ୟ କେତେକ ଚିରିତ୍ର ରେ ଅଭିନୟ କରି ବହୁତ ସାରା କମେଡି କରି ଲୋକମାନଙ୍କୁ ମନୋରଞ୍ଜନ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।