ସବ୍ୟ ଅର୍ଚ୍ଚିତା ଙ୍କ ପରେ ଲୁଚିଛପି ରାତାରାତି ଏହି ହିରୋଙ୍କୁ ବିବାହ କରିନେଲେ ଓଲିଉଡ଼ ଅଭିନେତ୍ରୀ Sheetal, ସାମ୍ନାକୁ ଆସିଲା ପ୍ରକୃତ ରହସ୍ୟ ! ଭିଡିଓ ନିଶ୍ଚିତ ଦେଖନ୍ତୁ……

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ଆଶ୍ଚର୍ଯ୍ୟକର କଥା ବିଷୟରେ କହିବୁ ଯାହାକୁ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । କାରଣ ଏମିତି ହଠାତ ହୋଇଗଲା ହେଲେ କେହି ହେଲେ ମଧ୍ୟ କିଛି ଜାଣିନାହାନ୍ତି । ଆପଣ ମାନେ ତ ଜାଣିଛନ୍ତି କି ଏବେକା ସମୟ ହେଉଛି ସୋସିଆଲ ମିଡିଆର ସମୟ ଏବେକା ସମୟରେ ଯେତେବେଲେ ଯାହା ଘଟିଥାଏ ତାହା ସମସ୍ତେ ବହୁତ ଶୀଘ୍ର ଜାଣିପାରନ୍ତି । ଏହା ବ୍ୟତୀତ ଯଦି କୌଣସି କଳାକାର ମାନେ ବା ଅଭିନେତ୍ରୀ ମାନେ କିଛି କାମ କରନ୍ତି ତାହା ବହୁତ ଶୀଘ୍ର ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।

ମାତ୍ର ଆଜି ଆପଣଙ୍କର ପ୍ରିୟ ଅଭିନେତ୍ରୀ ଜଣକ ଏପରି ହଠାତ କାମ କରିଦେଲେ ହେଲେ ସେ ବିଷୟରେ କେହି ହେଲେ ମଧ୍ୟ କିଛି ଜାଣିନାହାନ୍ତି । ତେବେ ଆସନ୍ତୁ ଜାଣିବା କଣ ରହିଛି ସଂପୂର୍ଣ୍ଣ ଘଟଣାଟି ।

ଆଜି ଆମେ ଆପଣ ମାନଙ୍କୁ ଆପଣ ମାନହ୍କର ପ୍ରିୟ ହିରୋଇନ ଶୀତଲଙ୍କର ବିଷୟରେ କହିବୁ , ଯିଏ କି ବହୁତ କମ ସମୟରେ ହିଁ ବହୁତ ଫେମସ ହୋଇଛନ୍ତି । ଏପରିକି ସେ ନିଜର ଡ୍ୟାନ୍ସ ପାଇଁ ବହୁତ ଚର୍ଚ୍ଚାରେ ରହିଥାନ୍ତି ଏବଂ ସେ ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ତେବେ ଏବେ ଶୁଣିବାକୁ ମିଳୁଛି କି ଶୀତଲ କୁଆଡେ ବିବାହ କରିସାରିଛନ୍ତି ।

ତେବେ ସେ କାହାକି ବିବାହ କରିଛନ୍ତି କେବେ ବିବାହ କରିଛନ୍ତି ତାହା କହି ହେଲେ ମଧ୍ୟ ଜାଣିନାହାନ୍ତି । ମାତ୍ର ସେ ଜଣେ ଓଲିଉଡ ସୁପରଷ୍ଟାରଙ୍କୁ ହିଁ ବିବାହ କରିଛନ୍ତି ଯାହାଙ୍କର ନାମ ହେଉଛି ଅମ୍ଳାନ ।

ଆପଣ ମାନେ ଏହି ସମସ୍ତ କଥା ଜାଣିକରି ଆଶ୍ଚର୍ଯ୍ୟ ହୋଇଯାଉଥିବେ ତେବେ ଶୀତଳ ହଠାତ ଅମ୍ଲାକୁ ବିବାହ କଲେ ପୁଣି ଅମ୍ଳାନତ ଆଗରୁ ବିବାହ କରିସାରିଛନ୍ତି ତେବେ ଏମିତି କଣ ଘଟିଲା ଯାହା ଦ୍ୱାରା ସେ ଦ୍ୱିତୀୟ ବିବାହ କଲେ । ତେବେ କଣ ରହିଛି ଏ ଘଟଣଆର ସତ୍ୟତା ଆସନ୍ତୁ ଜାଣିବା ସେ ବିଷୟରେ ।

ସୂଚନା ମୁତାବକ ଶୀତଳଙ୍କର ବିବାହ କଥାଟି ସତ ଅଟେ ଏବଂ ସେ ଅମ୍ଳାନଙ୍କୁ ମଧ୍ୟ ବିବାହ କରିଛନ୍ତି ତାହା ମଧ୍ୟ ସତ ଅଟେ ମାତ୍ର ତାହା ରିଏଲ ଲାଇଫରେ ନୁହେଁ ବରଂ ରିଲ ଲାଇଫରେ । ଅର୍ଥାତ ଶୀତଲ ଏବଂ ଅମ୍ଳାଙ୍କର ଏବେକା ସମୟରେ ଏକ ଫିଲ୍ମ ଆସିବାକୁ ଯାଉଛି ଯାହା ନାମ ହେଉଛି ଆକ୍ସିଡେଣ୍ଟାଲ ମ୍ୟାରେଜ , ଯେଉଁଥିରେ ଅମ୍ଳାନ ଏବଂ ଶୀତଲ ଲିଡ ରୋଲରେ ନଜର ଆସିଛନ୍ତି ଏବଂ ସେହି ଫିଲ୍ମରେ ସେ ଦୁୁହେଁ ବିବାହ କରିଛନ୍ତି ।

ତେବେ ଏ ବିବାହ ସେମାନେ ଫିଲ୍ମରେ କରିଛନ୍ତି ମାତ୍ର ସତରେ ନୁହେଁ । ତେବେ ଏହି ଫିଲ୍ମଟି ବହୁତ ଶୀଘ୍ର ପ୍ରେକ୍ଷାଳୟକୁ ଆସିବ , ଏହା ସହିତ ଆପଣ ମାନେ ତାହାକୁ ନିଶ୍ଚିତ ରୂପରେ ଦେଖିବା ପାଇଁ ଯାଆନ୍ତୁ ମାତ୍ର ସମସ୍ତ କୋଭିଡ ନିୟମ ପାଳନ କରି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।