ଦେଖନ୍ତୁ shoking vedio: – ମୋ ସ୍ତ୍ରୀ ହେଉଛି 420 , ମୋ ସ୍ତ୍ରୀ କୁ ସୁନ୍ଦର ଟୋକା ଆଉ ପଇସା ଦରକାର…ସେଇଥି ପାଇଁ ରାତିରେ ଅନ୍ୟ ପୁରୁଷ ଙ୍କ ପାଖରେ.. ଛିଃ ଛିଃ , ପୁରା କାରନାମା ଜାଣିଲେ ଆପଣଙ୍କ ହୋସ ରହିବନି….

ଆପଣ ତ ଜାଣିଛନ୍ତି ବିବାହ ଯେ ଏକ କେତେ ବଡ଼ ସମ୍ପର୍କ ହୋଇ ଥାଏ ଯାହା ଏକ ସ୍ତ୍ରୀ ପାଇଁ ତା ସ୍ୱାମୀ ହିଁ ସବୁକିଛି ହୋଇ ଥାଏ | ବିବାହ ପରେ ସେ ହିଁ ସାତ ଜନ୍ମ ର ସାଥି ହୋଇ ଥାଏ ଆଉ ସୁଖ ଦୁଃଖ ର ସାଥି ମଧ୍ୟ ହୋଇ ଥାଏ | କିନ୍ତୁ ଆଜିକାଲି ଯୁଗରେ ସେମିତି ଆଉ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପବିତ୍ର ସମ୍ପର୍କ ଦେଖିବାକୁ ମିଳୁ ନାହିଁ | ପ୍ରାୟ ସମ୍ପର୍କ ରେ ଏବେ କଳହ ନଚେତ ସ୍ତ୍ରୀ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖୁଛି ତ ଆଉ ସ୍ୱାମୀ ଅନ୍ୟ ମହିଳା ସହିତ ସମ୍ପର୍କ ରଖୁଛି |

ଅନ୍ୟ ପୁରୁଷ ଓ ମହିଳା ପାଇଁ ସ୍ୱାମୀ ସ୍ତ୍ରୀ କୁ ଛାଡ଼ି ଦେଉଛି ଓ ସ୍ତ୍ରୀ ସ୍ୱାମୀ କୁ ଛାଡ଼ି ଦେଉଛି | ଏମିତି କି ତାର ଯଦି ଜନ୍ମ କଲା ଛୁଆ ମଧ୍ୟ ରହୁଛି ତାକୁ ମଧ୍ୟ ଛାଡ଼ି ଦେଇ ଅନ୍ୟ କାହାର ହାତ ଧରି ଚାଲି ଯାଉଛି | ତେବେ ଆମ ସମାଜ ଏତେ କଳୁଷିତ ହୋଇ ଗଲାଣି ଯେ ଯାହାକୁ କଳ୍ପନା ମଧ୍ୟ କରି ହେବ ନାହିଁ | ତେବେ ପୁଣି ସେଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ଖୁବ ନିନ୍ଦା କରିବେ |

ସୂଚନା ଅନୁଯାଇ ଜଣେ ଯୁବକ ଆଉ ଜଣେ ଯୁବତୀ ଙ୍କୁ ଭଲ ପାଇଲେ ଆଉ ପରେ ବିବାହ କରି ତାଙ୍କୁ ଭୁବନେଶ୍ୱର ର ଏକ ଘରେ ଭଡ଼ା ନେଇ ନିଜ ପାଖରେ ରଖିଲେ | ଦେଢ଼ବର୍ଷ ଧରି ଦୁହିଁଙ୍କର ସାଂସାରିକ ଜୀବନ ବେସ ଖୁସିବାସ ରେ ମଧ୍ୟ ଚାଲି ଥିଲା ଏବଂ ପରେ ପରେ ଦୁହିଁଙ୍କର ଏକ ଶିଶୁ କନ୍ୟା ମଧ୍ୟ ଜନ୍ମ ହୋଇ ଥିଲା | କିନ୍ତୁ ଏବେ ତାଙ୍କ ସ୍ତ୍ରୀ ଆଉ ଜଣେ ବିବାହିତା ପୁରୁଷ ଙ୍କ ପ୍ରେମ ରେ ପଡ଼ି ତାଙ୍କ ସହ କୁଆଡେ ଫେରାର ହୋଇ ଯାଇଛନ୍ତି |


ତେବେ ସ୍ୱାମୀ ଙ୍କ କହିବା ଅନୁଯାଇ ସେ ଯେତେ ବେଳେ ଅନ୍ୟ ପୁରୁଷ ଙ୍କ ସହ ଫୋନ ରେ କଥାବାର୍ତା କଲେ ସେତେ ବେଳେ ତାହା ମୁଁ ଜାଣି ପାରିଲି ଆଉ ତାଙ୍କୁ ତାଗିଦ କରି ଗାଁ କୁ ପଠାଇ ଦେଇ ଥିଲି | ତେବେ ମୋ ଝିଅ ଯେତେ ବେଳେ ବର୍ଷକର ହେଲା ସେତେବେଳେ ମୋ ସ୍ତ୍ରୀ ଭୁବନେଶ୍ୱର ଆସିବା ପାଇଁ ପୁଣି ଜିଦ ଧରିଲା ସେଥିପାଇଁ ମୁଁ ପୁଣି ଥରେ ଏଠାକୁ ନେଇ ଆସି ଥିଲି | କିନ୍ତୁ ଆମ ଘର ପାଖରେ କିଛି ବ୍ୟାଚଲର ପିଲା ଥିଲେ ଆଉ ଆମେ ତାଙ୍କ ସହ ଭଲ ମିଶୁ ଥିଲୁ |

କିନ୍ତୁ ପରେ ପରେ ଜଣଙ୍କ ସହିତ ମୋ ସ୍ତ୍ରୀ ଫୋନ ରେ କଥା ହୋଇ ପ୍ରେମ ସମ୍ପର୍କ ରଖି ଥିଲା | ଆଉ ତା ଭଲ ପାଇବା ତା ସୁନ୍ଦରତା ଆଉ ତା ପଇସା ଦେଖିକି ମୋ ସ୍ତ୍ରୀ ମୋ ଝିଅ କୁ ନେଇ ସେ ପିଲା ସହ ପଳେଇଲା ବୋଲି ସ୍ୱାମୀ କହିଛନ୍ତି | ଏବେ ସ୍ୱାମୀ ନିଜ ଝିଅ ଓ ସ୍ତ୍ରୀ କୁ ଝୁରି ଝୁରି କାନ୍ଦୁଛନ୍ତି ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।