ଓଃ କି ଡ୍ୟାନ୍ସ! ପିଲାଙ୍କ ସହ ସ୍କୁଲ ସାହିତ୍ୟ ଦିଦିଙ୍କ ଇନଷ୍ଟା ରିଲ୍ସ ହେଲା ଭାଇରାଲ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆପଣ ସମସ୍ତ ଙ୍କୁ ବେଶ ପସନ୍ଦ ଆସିଥାଏ ଓ ଅନେକ କିଛି ପ୍ରତିଭା ମଧ୍ୟ ଦେଖିବାକୁ ମିଳିଥାଏ ଭାଇରାଲ ହେଉଥିବା ଭିଡ଼ିଓ ମାନଙ୍କରେ ।

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ସେହି ଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଠି ଦେଖିବାକୁ ମିଳିଛି ସ୍କୁଲ୍ ଦିଦି ଓ ପିଲାଙ୍କ ମନଛୁଆଁ ଡ୍ୟାନ୍ସ ଯାହା ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

ଆପଣ ମାନେ ଜାଣିଥିବେ କି ସମସ୍ତେ ଗୀତ ଆଉ ଡାନ୍ସ କୁ ଅଧିକ ପସନ୍ଦ କରିଥାନ୍ତି, କାରଣ ଗୀତ ଆଉ ଡାନ୍ସ ଆମ ମାନଙ୍କର ମନକୁ ଖୁସି କରେଇ ଥାଏ ।ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଧ୍ୟ ସେହି ଭଳି ଡାନ୍ସ ର ଭିଡ଼ିଓ ଦେଖିବାକୁ ମିଳିଛି ଭାଇରାଲ ହେଉଥିବାର ।

କୁହାଯାଏ କି ଯେତେବେଳେ ଛୋଟ ଛୋଟ ପିଲା ମାନଙ୍କର ଡାନ୍ସ ର ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକ ଆମକୁ ଅଧିକ ପସନ୍ଦ ଆସିଥାଏ ଓ ଆମେ ମାନେ ସମସ୍ତେ ସେହି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଥାଉ ।

ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆ ଗୋଟିଏ ଏମିତି ସ୍ଥାନ ଅଟେ ଯେଉଁଥିରେ ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ନିଜ ପାଖରେ ଥିବା ପ୍ରତିଭା କୁ ପ୍ରକାଶ କରି ପାରିବେ । ଆଉ ତାହା ସହିତ ନିଜ ଭିତରେ ଥିବା କଳା ଓ ଟେଲେଣ୍ଟ କୁ ପ୍ରକାଶ କରିକି ଦର୍ଶକ ମାନଙ୍କର ପ୍ରିୟ ମଧ୍ୟ ହୋଇ ପାରିବେ । ତେବେ ବର୍ତ୍ତମାନ ସେହି ଭଳି ଏକ ଦମଦାର ଭିଡିଓ ସାମ୍ନାକୁ ଆସିଛି ,ଯାହା ଆପଣଙ୍କୁ ମନକୁ ଛୁଇଁ ନେବ କିଛି ବୋଲି କୁହାଯାଉଛି ।

ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି ସାହିତ୍ୟ ଦିଦି ଗୀତ ରେ ଦିଦି ଓ ପିଲା ଙ୍କର ଜବରଦସ୍ତ ଟିକଟକ ର ଭିଡ଼ିଓ ଟି ।ଆଉ ଯେଉଁ ଭିଡ଼ିଓ ରେ ସେମାନେ କରି ବେଶ ଖୁସି ଅଛନ୍ତି ଓ ତାହା ସହିତ ଦେଖିବାକୁ ମିଳିଛି ଏହି ଶଟ ଭିଡ଼ିଓ ଟିକୁ ଯିଏ ବି ଦେଖୁଛି ସେମାନେ ଏନଜୟ ମଧ୍ୟ କରିବାକୁ ଲାଗିଛନ୍ତି ।ତାହା ସହିତ କୁହାଯାଉଛି କି ଅନେକ ପ୍ରକାରର ଭିଡିଓ ତ ରହିଛି କିନ୍ତୁ କିଛି ଏଭଳି ଭିଡ଼ିଓ ଥାଏ ଯାହାକୁ ବାରମ୍ବାର ଦେଖିବା ପାଇଁ ଇଚ୍ଛା ହୋଇଥାଏ ।


ଆଉ ତାହା ସହିତ କୁହାଯାଇଥାଏ କି ଯେତେ ଦେଖିଲେ ମଧ୍ୟ ଆହୁରି ଅଧିକ ଦେଖିବା ପାଇଁ ଆମର ମନ ହୋଇଥାଏ ।ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଆପଣ ମାନଙ୍କ ସାମ୍ନା କୁ ଆସିଛି ସେହି ଭିଡ଼ିଓ ରେ ଦିଦି ଓ ଛାତ୍ର ଜଣଙ୍କର ଜବରଦସ୍ତ ଡାନ୍ସ ସହିତ କମେଡି ର ଝଟକା କୁ ଦର୍ଶକ ମାନେ ବେଶ ପସନ୍ଦ କରିବା ପାଇଁ ଲାଗିଛନ୍ତି ।ଆଉ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବା ସହିତ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି ।