ଦେଖନ୍ତୁ ଭିଡ଼ିଓ – ସ୍କୁଲ ଅଫିସ ଭିତରେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ କରୁଥିଲେ ରାସଲୀଳା, ଲୁଚି କରି ଆଉ ଜଣେ ଦିଦି କରୁଥିଲେ ଭିଡ଼ିଓ ସୋସିଆଲ ମିଡିଆରେ କଲେ ଭାଇରାଲ…

ଆଜିର ସମାଜର ଲୋକ ମାନଙ୍କର ଆଚାର ବ୍ୟବହାର ଯେ କେତେ ତଳକୁ ଖସିଲାଣୀ ତାହା ଅନେକ ଘଟଣାରୁ ସ୍ପଷ୍ଟ ଭାବରେ ଅନୁମାନ କରାଯାଇ ପାରେ। ଏଠାରେ କୌଣସି ଉଚିତ୍ ମୂଲ୍ୟବୋଧର ସଂକେତ ମଧ୍ୟ ଦେଖାଯାଉ ନାହିଁ। କୌଣସି ସମ୍ପର୍କ ମଧ୍ୟରେ ମଧୁରତା ତ ଦୂରର କଥା ସ୍ବାର୍ଥ ଏବଂ ଅନୈତିକତା ର ଗନ୍ଧ ଭଲ ଭାବରେ ବାରି ହୋଇ ପଡୁଛି। ଆଗାମୀ ପିଢ଼ି ମାନଙ୍କ ପ୍ରତି ସତେ ଯେମିତି କାହାର ଚିନ୍ତା ନାହିଁ।

ଆମର ବ୍ୟବହାର ଏବଂ କୁକାର୍ଯ୍ୟ ର ପ୍ରଭାବ କେତେ ମାତ୍ରାରେ ସମାଜ ଏବଂ ସମାଜର ଜନସାଧାରଣ ଉପରେ ପଡୁଛି ତାର ସମ୍ୟକ୍ ଧାରଣା ମଧ୍ୟ ଆମେ କରି ପାରୁ ନାହାଁନ୍ତି। ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯଦି କିଛି ଏଭଳି ନିନ୍ଦନୀୟ କାର୍ଯ୍ୟ କରନ୍ତି ତେବେ ଏହାର ପ୍ରଭାବ ବହୁତ୍ ମାତ୍ରାରେ ସମାଜ ଉପରେ ପଡ଼ିଥାଏ।

କାରଣ ଶିକ୍ଷା ଦାନ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କ ଉପରେ ଏ ସମାଜର ନୈତିକ ଦାୟିତ୍ୱ ନ୍ୟସ୍ତ ଥାଏ। ସେମାନେ ହେଉଛନ୍ତି ସମାଜର ମେରୁଦଣ୍ଡ। ସେମାନଙ୍କୁ ପାଖରୁ କୌଣସି ବି ନିନ୍ଦନୀୟ କିମ୍ବା ଅନୈତିକ କିମ୍ବା ଲଜ୍ୟାଜନକ କାର୍ଯ୍ୟ ଆଶା କରା ଯାଇ ନପାରେ।ତେବେ ସେହିଭଳି ଏକ ଘଟଣା ଘଟିଛି ପଞ୍ଜାବର ହସିନାପୁର ଅଞ୍ଚଳରେ। ଏଠାରେ ଏକ ବିଦ୍ୟାଳୟ ଦାହୋଡ ରେ ପ୍ରିନସିପାଲ ଏବଂ ଶିକ୍ଷୟତ୍ରୀ ଙ୍କ ଅଶ୍ଳୀଳ କାରନାମା ର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।ଏହି ଭିଡିଓ ରେ ରେକର୍ଡ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଥିରେ ପ୍ରଧାନ ଶିକ୍ଷକ ଏବଂ ଜଣେ ମହିଳା ଶିକ୍ଷୟତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ଦେଖିବାକୁ ମିଳୁଛି।

ତେବେ ଯାହା ଜଣା ପଡିଛି ଏଠାକାର ପ୍ରଧାନଶିକ୍ଷକ ଜଣଙ୍କ ମହିଳା ଶିକ୍ଷୟତ୍ରୀ ଙ୍କ ସହ ଏହିଭଳି କାମ କରିବା ସମୟରେ ନିଜେ ସେଠାରେ କ୍ୟାମେରା ସେଟ୍ କରିଥିଲେ। ଫଳରେ ସେ ପରେ ଏହାକୁ ଦେଖାଇ ଭିଡିଓ ସାହାଯ୍ୟରେ ଶିକ୍ଷୟତ୍ରୀ ଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥାନ୍ତେ। କିନ୍ତୁ ଦୁର୍ଭାଗ୍ୟ ବଶତଃ ତାଙ୍କର ଏହି ଚାଲ୍ ରେ ସେ ନିଜେ ଫସି ଯାଇଛନ୍ତି।

ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କର ସମ୍ମାନ କୁ ନେଇ ଏବେ ଉଠିଛି ଏକ ବଡ଼ ପ୍ରଶ୍ନବାଚୀ। ଯାହାକୁ ନେଇ ସଫେଇ ଦେଇଛନ୍ତି ପ୍ରଧାନ ଶିକ୍ଷକ ଜଣଙ୍କ।ତେବେ ଘଟଣାଟି ଭାଇରାଲ ହେବା ପରେ ସ୍ଥାନୀୟ ଲୋକ ପ୍ରଧାନଶିକ୍ଷକ ଙ୍କ ନାମରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ତେବେ ଏଠାରେ ଗୋଟିଏ କଥା କୁହା ଯାଇପାରେ ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି। ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ତାକୁ ଅନ୍ଧ କରି ଦେଉଛି କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ। ଶେଷରେ ସେ ଏଥିପାଇଁ ଯେଉଁ ଦଣ୍ଡ ପାଉଛି ତାହା ବାସ୍ତବରେ ଉଲ୍ଲେଖନୀୟ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।