ଓଡ଼ିଶାରେ ଲଜ୍ୟା ! ବୋହୂ ର ଗୋଟିଏ ଜିଦ ମୁଁ ବାହା ହେବି ମୋ ଶଶୁରଙ୍କୁ, ଶେଷରେ ବୋହୂ କରିଦେଲା ଏମିତି…..

ବାସ୍ତବରେ ଭାରି ଅଜିବ ଏହି ଦୁନିଆ ଏବଂ ଦୁନିଆରେ ବସବାସ କରୁଥିବା ବ୍ୟକ୍ତି ସମୂହ। କାହାକୁ ସହଜରେ ବିଚାର କରିବା କିମ୍ବା ଅନୁମାନ କରିବା ସମ୍ଭବପର ନୁହଁ। ସେହିପରି ଏକ ଘଟଣା ଘଟିଛି ଆମ ଓଡ଼ିଶାର ତାଳଚେର ରେ।ଏଠାରେ ଯାହା ଘଟିଛି ହୁଏତ ଆପଣ ଜାଣିଲା ପରେ ଆପଣଙ୍କୁ ଲଜ୍ୟା ବୋଧ ନିଶ୍ଚିତ ହେବ।

କାରଣ ଏହିଭଳି ଘଟଣା ଆମର ସଭ୍ୟ ଶିକ୍ଷିତ ସମାଜରେ ଗ୍ରହଣୀୟ ନୁହେଁ କିମ୍ବା ଏହା ଆଦୌ ଶୋଭନିୟ ନୁହେଁ।ତେବେ ଆସନ୍ତୁ ଜାଣିବା ପ୍ରକୃତ ରେ ଘଟଣାଟି କଣ। ଯାହା ଘଟିଛି ଓଡ଼ିଶାର ତାଳଚେର ରେ।

ଏଠାରେ ଘଟିଥିବା ଘଟଣା ରେ ଜଣେ ନବ ବିବାହିତା ବୋହୁ ତାର ସ୍ୱାମୀର ଦେହାନ୍ତ ପରେ ସ୍ୱାମୀର ଚାକିରି ରେ ନିଜେ ରହିବା ପରେ ତାର ଶ୍ବଶୁର ଘର କଥା ନବୁଝି ଘର ଛାଡ଼ି ସେ ନିଜ ବାପ ଘରକୁ ଚାଲି ଯାଇଥିଲେ।ଏହାପରେ ପୁଅକୁ ହରାଇ ଚଳିବାରେ ବହୁତ୍ ଅସୁବିଧା ହେଉଥିବାରୁ ତାର ବୃଦ୍ଧ ଶଶୁର କିଛି ଭଦ୍ର ଲୋକଙ୍କୁ ନେଇ ବୋହୁ ର ବାପ ଘରକୁ ଯାଇଥିଲେ ତାକୁ ବୁଝାଇ ଶୁଝାଇ ଫେରାଇ ଆଣିବା ପାଇଁ ।

ତେବେ ଯେତେବେଳେ ଶଶୁର ଯାଇ ପୁତ୍ରବଧୂ ର ଗାଆଁ ରେ ପହଞ୍ଚିଲେ ଏବଂ କିଛି ଭଦ୍ର ଲୋକଙ୍କୁ ନେଇ ବୋହୁ କୁ ବୁଝାଇ ତାକୁ ଫେରାଇ ଆଣିବାକୁ ଚାହିଁଲେ ସେତେବେଳେ ସଭାରେ ଯାହା ଘଟିଲା ତାହା ଶୁଣିବା ପରେ ଆପଣଙ୍କ ମୁଣ୍ଡ ଚକ୍କର କାଟିବ।

କାରଣ ଏଠାରେ ଯେତେବେଳେ ଭଦ୍ର ଲୋକଙ୍କ ସମ୍ମୁଖରେ ବୋହୂକୁ ତାଙ୍କ ଶଶୁର ଘରକୁ ଯିବାକୁ କୁହାଗଲା ଏବଂ ତାଙ୍କର ପରାମର୍ଶ ଲୋଡା ଗଲା ସେତେବେଳେ ବୋହୁ ଜଣଙ୍କ ଅଦ୍ଭୁତ ବୟାନ ଦେଇଥିଲେ।ସେ କହିଥିଲେ କି ମୁଁ ମୋ ଶଶୁର ଙ୍କୁ ବିବାହ କରିବାକୁ ଚାହେଁ। ଯଦି ତାଙ୍କ ସହ ବିବାହ କରାଯିବ ତେବେ ଯାଇ ମୁଁ ଘରକୁ ଫେରିବି ।

ଏହାପରେ ସେ ନିଜ ଶଶୁରଙ୍କୁ ବିବାହ କରିବାକୁ ଜିଦ୍ ଧରି ବସିଲେ। ଶେଷରେ ତାଙ୍କ ଶଶୁର ସହିତ ପୁତ୍ରବଧୂ ର ବିବାହ କରାଗଲା।ଏହାପରେ ବୋହୁ ବହୁତ୍ ଖୁସିର ସହିତ ଶଶୁର ଘରକୁ ଶଶୁର କୁ ସ୍ବାମୀ ଭାବରେ ଗ୍ରହଣ କରି ତାଙ୍କ ଘରକୁ ଗଲେ।

ଏହି ଘଟଣା ପରେ ସମସ୍ତେ ଏହାକୁ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ। ବୋହୂର ଏହିଭଳି ନିଷ୍ପତ୍ତି କୁ ଶୁଣି ସମସ୍ତେ ଅବାକ୍ ମଧ୍ୟ ହୋଇ ଯାଇଥିଲେ।ତେବେ ଉକ୍ତ ଶଶୁର ଜଣଙ୍କ ନାମ ହେଉଛି ପରଦେଶୀ ଗୋଛାୟତ। ଏହିଭଳି ଘଟଣା ସମାଜକୁ କେଉଁ ଦିସା ଦେଖାଉଛି ଏବଂ କେଉଁ ବାର୍ତ୍ତା ପ୍ରଦାନ କରୁଛି ତାହା ଆପଣ ବିଚାର କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।