ଓଡିଶାର ଲୋକପ୍ରିୟ ଅଭିନେତ୍ରୀ Archita Sahu ଙ୍କ ସମ୍ପତ୍ତି କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ, କ’ଣ ସତରେ ଏତେ….
ବର୍ତ୍ତମାନ ସୋସିଆଲ ମିଡିଆରେ ଚୁଲବୁଲି ନାୟିକ ଅର୍ଚ୍ଚିତା ସାହୁ ଙ୍କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ସେ ଗତକାଲି ସବ୍ୟସାଚୀ ମିଶ୍ର ଙ୍କୁ ବିବାହ କରି ଖୁବ୍ ଚର୍ଚ୍ଚା ବିଷୟ ପାଲଟି ଅଛନ୍ତି। ତେବେ ଆଜି ଆମେ ତାଙ୍କ ମୋଟ ସମ୍ପତି ବିଷୟ ରେ ଚର୍ଚ୍ଚା କରିବା ।ତେବେ ଆସନ୍ତୁ ଜାଣିବା ତାଙ୍କ ମୋଟ ସମ୍ପତି ବିଷୟ ରେ ; ତେବେ ଯଦି ଆମେ ଅର୍ଚ୍ଚିତା ଙ୍କ କଥା କହିବା ତେବେ ସେ ନିଜର ସୁନ୍ଦରତା ପାଇଁ ଅଧିକ ପ୍ରସିଦ୍ଧ।’ ଓ ମାଇ ଲଭ୍’ ଫିଲ୍ମ ଦ୍ୱାରା ଅର୍ଚ୍ଚିତା ସାହୁ ଓଲିଉଡ ରେ ପ୍ରଵେଶ କରି ଥିଲେ।
ଆଉ ସେହି ଫିଲ୍ମ୍ ପରଠାରୁ ସେ କେବେ ଅଟକି ଯାଇ ନାହାନ୍ତି।ଆଉ ଏହି ଫିଲ୍ମ ରେ ନିଜର ସୁନ୍ଦରତା ଓ ଚମତ୍କାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ କରି ଥିଲେ।ଏହା ପରେ ସେ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ଏବଂ ସବୁଥିରେ ନିଜର ଅଭିନୟ ପାଇଁ ପାଇଁ ଦର୍ଶକ ମାନଙ୍କୁ ତାଙ୍କର ଦିୱାନା କରାଇ ପାରିଛନ୍ତି ।
ଆଉ ସେ କେବଳ ଓଡ଼ିଶା ରେ ନୁହଁ ବରଂ ସାରା ଭାରତ ରେ ଖୁବ୍ ପ୍ରସିଧ ଅଟନ୍ତି । କାରଣ ସେ ଓଡ଼ିଶା ପାଇଁ ଖୁବ୍ ଗର୍ବ ଆଣି ପାରିଛନ୍ତି ୨୦୧୩ ମସିହା ରେ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି। ସେ ସେହି ପ୍ରତିଯୋଗିତା ରେ ଫାଷ୍ଟ ରନର୍ଷ ଅପ୍ ହୋଇଥିଲେ ।ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ଅଲିଉଡ ଚୁଲବୁଲି ନାୟିକା ଭାବରେ ସେ ବେଶ୍ ପରିଚିତ ଅଟନ୍ତି। ନିଜର ଜବରଦସ୍ତ ଅଭିନୟ ପାଇଁ ସେ ଆଜି ଏକ ସଫଳ ଅଭିନେତ୍ରୀ ହୋଇ ପାରିଛନ୍ତି।
ଅଲିଉଡ ର ଆଗ ଧାଡ଼ି ନାୟିକା ଭାବେ ସେ ବେଶ୍ ପରିଚିତ ଅଟନ୍ତି। ତେବେ ସେ ସବୁବେଳେ ନିଜର ହିଟ୍ ଫିଲ୍ମ୍ ଓ ଜବରଦସ୍ତ ଅଭିନୟ ପାଇଁ ଚର୍ଚ୍ଚା ର ବିଷୟ ପାଲଟି ଥାଆନ୍ତି। ଓଡ଼ିଶା ରେ ତାଙ୍କର ଅଗଣିତ ଫ୍ୟାନ ଅଛନ୍ତି ତାଙ୍କର ଗୋଟିଏ ମାତ୍ର ଝଲକ ଦେଖିବା ପାଇଁ ଲୋକ ମାନେ ଘଣ୍ଟା ଘଣ୍ଟା ଲାଇନ୍ ରେ ରୁହନ୍ତି । ବର୍ତ୍ତମାନ ତାଙ୍କୁ ୨୭ ବର୍ଷ ବୟସ ହୋଇଛି ଓ ଗତକାଲି ସେ ସବ୍ୟସାଚୀ ଙ୍କୁ ବିବାହ କରିଛନ୍ତି ।
ତେବେ ଅର୍ଚ୍ଚିତା କେବଳ ଅଭିନୟ ରେ ନୁହଁ ସେ ଜଣେ ପରିଚିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମଧ୍ୟ ଅଟନ୍ତି । ତେବେ ଯଦି ତାଙ୍କ ସମ୍ପତି ବିଷୟ ରେ କହିବା ତେବେ ସେ ଗୋଟିଏ ଫିଲ୍ମ୍ କରିବା ପାଇଁ ୧୦-୧୫ ଲକ୍ଷ ଟଙ୍କା ନେଇ ଥାଆନ୍ତି । ଏହା ସହିତ ସେ ଅନେକ ଗୁଡ଼ିଏ ବ୍ରାଣ୍ଡ ପ୍ରମୋଷନ କରି ଥାଆନ୍ତି ଓ ଗୋଟିଏ ବ୍ରାଣ୍ଡ ପାଇଁ ସେ ୩-୫ ଲକ୍ଷ ଟଙ୍କା ନେଇ ଥାଆନ୍ତି। ଏହା ସହିତ ସେ BMW କାର ବ୍ୟବହାର କରନ୍ତି । ସେ ଆଜି ଜାଏ ୩୫ ଟି ଫିଲ୍ମ୍ ରେ ଅଭିନୟ କରି ସାରିଛନ୍ତି ।
ତେବେ ବର୍ତ୍ତମାନ ସେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ନାୟିକା ଭାବେ ଗଣା ହୁଅନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।