ଦେଖନ୍ତୁ Shocking ଭିଡ଼ିଓ ଏମିତିବି ଉଠାଯାଏ ଫୋଟ ଭିଡିଓ ଦେଖିଲେ ଆପଣ ହସି ହସି ଗଡିଯିବେ…
ଓଡ଼ିଶାର ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ର ଏକ ସୁପରହିଟ ଯୋଡି ଭାବରେ ରୂପା ଏବଂ ପିଣ୍ଟୁ ଦୁଇ ଜଣ ଏକ ଲୋକପ୍ରିୟ ଚେହେରା ପାଲଟି ଛନ୍ତି।ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ ସବୁ କରୁଛନ୍ତି। ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି। ଯାହା ଆପଣ ସୋସିଆଲ ମିଡ଼ିଆରେ ସେମାନଙ୍କ ପ୍ରଶଂସକ ମାନଙ୍କର ଭଲପାଇବା ଏବଂ ପ୍ରତିକ୍ରିୟାରୁ ଜାଣି ପାରୁଥିବେ।ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ସମୟକ୍ରମେ ଦେଖିବାକୁ ପାଉଥିବେ।
ଯାହାକୁ ଦେଖି ଆପଣ ବହୁତ୍ ଖୁସି ବି ହେଉଥିବେ ଏବଂ ଏକ ଭିନ୍ନ ଧରଣର ମନୋରଂଜନ ବି ହେଉଥିବେ। ତେବେ ରୂପା ଏବଂ ପିଣ୍ଟୁ ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି। ଏବେ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ବହୁତ୍ ଅଧିକ।ତେବେ ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଓଡ଼ିଶାରେ।
ବହୁତ୍ ସୁନ୍ଦର୍ ସୁନ୍ଦର୍ ଭିଡିଓ ସବୁ ସେମାନେ ଲୋକଙ୍କୁ ମନୋରଂଜନ ପାଇଁ ଭେଟି ଦେଉଛନ୍ତି।ତେବେ ଏହି ଯୋଡ଼ି ବହୁତ୍ ଲୋକପ୍ରିୟ ହେବା ପରେ ସେମାନଙ୍କ ଜୀବନଶୈଳୀ ବିଷୟରେ ଜାଣିବାକୁ ଆଗ୍ରହ କରୁଛନ୍ତି ଲୋକେ। ଏଥିପାଇଁ ଲୋକଙ୍କର ଅଧିକ ନିକଟତର ହେବାକୁ ସେମାନେ ବ୍ଲଗ୍ କରିବା ବି ଆରମ୍ଭ କରି ଦେଇଛନ୍ତି।
ଏହି ବ୍ଲଗ୍ ଜରିଆରେ ନିଜ ବ୍ୟକ୍ତିଗତ ଜୀବନର ଏବଂ ପ୍ରଫେସନାଲ ଲାଇଫ୍ ର ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେମାନେ ତାଙ୍କର ପ୍ରାସଂଶକ ମାନଙ୍କ ସହ ସେୟାର କରୁଛନ୍ତି। ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଛି ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ।
ଏହି ଚ୍ୟାନେଲ ରେ ଅନେକ ଭିଡିଓ ଅପଲୋଡ଼ ହୋଇ ଥିବାର ଆପଣ ଦେଖିବାକୁ ପାଇଥିବେ। ସେମାନଙ୍କର ଅନେକ ସୁନ୍ଦର୍ ସୁନ୍ଦର୍ ମୁହୂର୍ତ୍ତକୁ ଏହି ଚ୍ୟାନେଲ ରେ ଦର୍ଶକ ମାନେ ଦେଖିବାକୁ ପାଉଥିବା ବେଳେ ଏବେ ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ରୂପା ଏବଂ ପିଣ୍ଟୁ ଏକ ବାହାଘରକୁ ଯାଇଥିବା ଦେଖିବାକୁ ମିଳିଛି ।
ତେବେ ଏହି ବ୍ଲଗ ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ରୂପା ଏବଂ ପିଣ୍ଟୁ ଏକ ବାହାଘର ପାର୍ଟିକୁ ଯାଇଛନ୍ତି ଏବଂ ସେଠାରେ ବହୁତ ମଜା ସସ୍ତି କରିବା ସହିତ କନ୍ୟା ସହିତ ଫୋଟ ଉଠାଇଛନ୍ତି । ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହାକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।ଏହିପରି ଅନେକ ମଜାଦାର ଦୃଶ୍ୟ ଆପଣ ଏହି ବ୍ଲଗ୍ ଭିଡିଓ ରେ ଦେଖିବାକୁ ପାଇବେ, ଯାହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ।