ଓଡିଶା ପୋଲିସ ଟ୍ରେନିଙ୍ଗ ନେବାବେଳେ ଦୃଭାଗ୍ୟ ବଶତଃ ଏଭଳି କିଛି ଅଘଟଣ ଘଟିଲା ଯାହାଫଳରେ ସୋସିଆଲ ମିଡିଆରେ ସାହାର୍ଯ୍ୟ ମାଗିଲେ ବାପା ଓ ମା ଏହି ଭିଡିଓ କୁ ଅଧିକରୁ ଅଧିକ ସୋୟାର କରନ୍ତୁ

ବେଳେ ବେଳେ ଆମ ସାମ୍ନା କୁ ଏମିତି ଖବର ଆସିଥାଏ ଯାହା କୁ ଶୁଣିଲେ କିମ୍ବା ଦେଖିଲେ ଆମେ ବିଶ୍ବାସ କରି ହୁଏ ନାହିଁ । ଏହି ଘଟଣା ମାନଙ୍କୁ ସହଜ ରେ ବିଶ୍ୱାସ କରିବା ସହଜ ହୋଇ ନଥାଏ । ସୋସିଆଲ ମିଡ଼ିଆ ରେ ଆଜି କାଲି ଏମିତି ସବୁ ଖବର ଭାଇରାଲ ହେବାରେ ଲାଗିଛି ଯାହା ସାଧାରଣ ଲୋକ ମାନଂକ ର ଭାବନା ବାହାରେ ଅଟେ ।

ତେବେ ଆଜି କାଲି ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି। ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ ।

ଆଉ ଏହି ଘଟଣା ପଛରେ ଏମିତି କିଛି ଦୁଃଖଦ କାହାଣୀ ଲୁଚି ରହିଥାଏ ଯାହାକୁ ଶୁଣିଲେ ସହଜ ରେ ବିଶ୍ୱାସ କରି ହୁଏନାହିଁ । ତେବେ ଏମିତି ଏକ ଘଟଣା ଆଜି ଆମ ସାମ୍ନା କୁ ଆସିଛି ଯେଉଁଠି ନିଜ ସ୍ବପ୍ନ ର ଅତି ନିକଟ କୁ ଯାଇ ମଧ୍ୟ ସଫଳତା ର ସ୍ଵାଦ ଚାଖିବା ବଦଳ ରେ ଘରେ ପଡିଯାଇଛନ୍ତି ଯୁବତୀ ଆଉ ଭାଙ୍ଗି ଯାଇଛି ସବୁ ସ୍ବପ୍ନ । ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଘଟଣା ବିଷୟରେ ;

ଘଟଣା ଆସିଛି ପୁରୀ ଜିଲ୍ଲା ର କପିଳେଶ୍ୱରପୁର ପାର୍ଟ ୧ ରୁ । ଏଠାରେ କୁମାର ନାୟକ ଓ ସୁନ୍ଦରୀ ନାୟକ ନିଜ ଝିଅ ସୁମିତ୍ରା ନାୟକ ରୁହନ୍ତି । ପିଲା ବେଳୁ ଇଛା ଥିଲା ବଡ଼ ହୋଇ ପୋଲିସ୍ ଅଫିସର୍ ହେବେ। ଶେଷରେ ସେ ନିଜ ଲକ୍ଷ ସ୍ଥଳ ରେ ପହଞ୍ଚି ମଧ୍ୟ ଯାଇଥିଲେ । ଆଉ ପୋଲିସ୍ ଟ୍ରେନିଂ ମଧ୍ୟ ନେବା ପାଇଁ ଯାଇଥିଲେ ।

କିନ୍ତୁ ଭାଗ୍ୟ ରେ ଆଉ କିଛି ଲେଖା ଥିଲା ଯେଉଁଥିପାଇଁ ତାଙ୍କର ସଫଳତା ର ଅତି ନିକଟ କୁ ଯାଇ ମଧ୍ୟ ସେ ସଫଳତା ହାସଲ କରି ପାରିନଥିଲେ। ପୋଲିସ ଟ୍ରେନିଙ୍ଗ ନେବାବେଳେ ଦୃଭାଗ୍ୟ ବଶତଃ ତଳେ ପଡ଼ିଗଲେ ସୁମିତ୍ରା ଆଉ ମୁଣ୍ଡ ରେ ସତ୍ତ ଆଘାତ ଲାଗିଲା ।

ଆଉ ସେବେଠାରୁ ତାଙ୍କ ଦୁଃଖ ସମୟ ଆରମ୍ଭ ହୋଇଥିଲା । ସମୟ ସହିତ ଶରୀର ଯନ୍ତ୍ରଣା ଓ ରୋଗ ବଢ଼ି ଚାଲିଲା ଆଉ ଅନ୍ୟ ପକ୍ଷରେ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷଣ କରୁଥିବା କୁମାର ନାୟକ ଝିଅ କୁ ପୋଲିସ୍ କରିବା ପାଇଁ ସବୁ ଅର୍ଥ ପାଠ ପଢ଼ା ରେ ଲଗାଇ ଦେଇଛନ୍ତି । ବର୍ତ୍ତମାନ ଝିଅ ର ଅପରେସନ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ।

ଉପାୟ ନପାଇ ନିଜ ଝିଅ ର ଚିକିତ୍ସା ପାଇଁ ଅନୁରୋଧ କରିଛନ୍ତି ଗରିବ ବାପା ମା । ଯଦି ଆପଣ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଇଛୁକ ଅଛନ୍ତି ତେବେ ତଳେ ଦିଆଯାଇଥିବା ଆକାଉଣ୍ଟ୍ ରେ ସାହାର୍ଯ୍ୟ ପ୍ରଦାନ କରି ପାରିବେ ।

Ac No :-38166027159
IFSC No:- SBIN0005763
ଏବଂ phone pay No:-6371970967

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।