ଓଡ଼ିଶାକୁ ମାଡ଼ି ଆସୁଛି ସବୁଠାରୁ ଭୟଙ୍କର ବାତ୍ୟା !! ନଭେମ୍ବର ୧୪ ରେ ଏହି ଜାଗାରେ କରିବ ଲ୍ୟାଣ୍ଡଫଲ
ହେ ପ୍ରଭୁ ଓଡ଼ିଶା ବାସୀ ଙ୍କୁ ଆଉ ତ୍ରାହି ନାହିଁ। ଯେମିତି ଆପଣ ମାନେ ଜାଣି ଥିବେ ପ୍ରତ୍ୟେକ ବର୍ଷ ଓଡିଶା କୁ କିଛି ନା କିଛି ବାତ୍ୟା ମାଡ଼ି ଆସୁଛି । ତେବେ ବର୍ତ୍ତମାନ ଆପଣ ବର୍ଷ କଥା ଛାଡ଼ନ୍ତୁ ବର୍ତ୍ତମାନ ମାସ କୁ ମାସ ଓଡ଼ିଶା କୁ ବାତ୍ୟା ମାଡ଼ି ଆସୁଛି ଯାହାକି ଆପଣ ମାନେ ଦେଖିଥିବେ। ଆପଣ ମାନେ କିଛି ଦିନ ପୂର୍ବରୁ ହୋଇଥିବା ଫନି ବାତ୍ୟା କୁ ଦେଖି ଥିବେ । ତେବେ ଫନି ବାତ୍ୟା ଯେଉଁ ପରି ଭାବେ ତାଣ୍ଡବ ରଚି ଯାଇଥିଲା ସେହି ପରି ଆଉ ଏକ ବାତ୍ୟା ମାଡ଼ି ଆସୁଛି ଗୋନି ।
ବାତ୍ୟା ଗୋନୀ ଫନୀ ବାତ୍ୟା ଠାରୁ ଆହୁରି ଭୟଙ୍କର ରୂପ ଧାରଣ କରିବ । ତେବେ ଏହି ବାତ୍ୟା କେଉଁଠି ଲ୍ୟଣ୍ଡଫଲ କରିବ କେବେ ଲ୍ୟଣ୍ଡଫଲ କରିବ ଆଉ କେଉଁ ସବୁ ଜିଲ୍ଲା ଏହି ବାତ୍ୟା ର ପ୍ରଭାବ ରେ ଅଧିକ ପ୍ରଭାବିତ ରହିବେ ଆସନ୍ତୁ ଜାଣିବା ।
ତେବେ ଯେମିତି ଆପଣ ଜାଣିଛନ୍ତି ଓଡ଼ିଶା କୁ ପ୍ରତ୍ୟେକ ବର୍ଷ କିଛି ନା କିଛି ବାତ୍ୟା ମାଡ଼ି ଆସିଥାଏ । ଯାହାକି ଏହି ବର୍ଷ ମଧ୍ୟ ଓଡ଼ିଶା କୁ ଏକ ଏକ ବାତ୍ୟା ମାଡ଼ି ଆସୁଛି ଯାହାର ନାମ ରଖା ଯାଇଛି ଗୋନି । ବାତ୍ୟା ର ନାମ ଶୁଣିଲେ ଲୋକ ମାନଙ୍କ ଛାତି ଥରି ଉଠେ । କାହିଁକି ନା ବାତ୍ୟା ଲୋକ ମାନଙ୍କ ର ବହୁତ୍ କ୍ଷୟ କ୍ଷତି କରି ଥାଏ।
ତେବେ ବର୍ତ୍ତମାନ ବାତ୍ୟା ଗୋନି କୁ ନେଇ ବର୍ତ୍ତମାନ ସମସ୍ତେ ଆତଙ୍କିତ ହୋଇ ରହିଛନ୍ତି । ତେବେ ଏହି ବାତ୍ୟା ଟି ଗୋଟିଏ ଲଘୁଚାପ ପରି ଯେଉଁଥିରେ ୨-୩ ଦିନ ଯାଏ ବର୍ଷା ଲାଗି ରହିବ। ଆଉ ଏହା ସହିତ ୧୦୦-୧୫୦ କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି ।
ଏହା ସହିତ ଭୀଷଣ ବଜ୍ରପାତ ର ମଧ୍ୟ ସମ୍ଭାବନା ରହିଛି । କିନ୍ତୁ ଆପଣ ଙ୍କୁ ଜଣାଇ ଦେଉଛୁ ଯେ ଏହା ଏକ ଲଘୁଚାପ ପରି ଏହା ବିଶେଷ କିଛି କ୍ଷତି କରିବ ନାହିଁ । ତେବେ ଏହି ସବୁ ଭିତରେ ଖୁସି ର ଖବର ଅଟେ ଯେ ଏହି ବାତ୍ୟା ଓଡ଼ିଶା ଉପରେ ବିଶେଷ ଭାବରେ ପ୍ରଭାବ ପକାଇବ ନାହିଁ କାରଣ ଏହି ବାତ୍ୟା ଟି ଓଡ଼ିଶା ଦେଇ ଗତି କରିବ ନାହିଁ । ତେବେ ଭୟ କରିବାର ଆବଶ୍ୟକ ନାହିଁ କାରଣ ଏହା ଓଡ଼ିଶା ଉପରେ ବେଶୀ କ୍ଷତି ପକାଇବ ନାହିଁ ।
ତେବେ ବାତ୍ୟା ପାଇଁ କି ଆନ୍ତର୍ଜାତିକ ବିମାନ ଗତି ପଥ ପରିବର୍ତ୍ତନ କରା ଯାଇ ଥିବା ବେଳେ ଦେଶ ରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ସବୁ କୁ ସରକାର ଙ୍କ ତରଫ ରୁ ବାତିଲ କରି ଦିଆ ଯାଇଛି । ଏବଂ ବାତ୍ୟା କ୍ଷୟକ୍ଷତି ର ସାମଦ୍ରିକ ସୂଚନା ଏପର୍ଯ୍ୟନ୍ତ ମିଳି ପାରି ନାହିଁ। ଯଦିଓ ଓଡ଼ିଶା ଉପରେ ବେଶୀ ପ୍ରଭାବ ପକାଇବ ନାହିଁ ତଥାପି ସେନା , ଜାତୀୟ ପୋଲିସ୍ , ତଟୁ ରକ୍ଷା କର୍ମୀ ମାନଙ୍କୁ ଉଚ୍ଚ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।