ଦେଖନ୍ତୁ ଭିଡ଼ିଓ – ଓଃ କି ଡ୍ୟାନ୍ସ ! ଓଡ଼ିଆ ସିରିଏଲ actress ଲିପି ମହାପାତ୍ର ଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିଲେ ହୋଇଯିବେ ଦିୱାନା…
ବର୍ତ୍ତମାନ ର ଦୁନିଆ ହେଉଛି ଇଣ୍ଟରନେଟ ର ଦୁନିଆ।ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।ତେଣୁ ଏବେ କୌଣସି ଏକ ଘଟଣା ଘଟିଲେ ତାହା ସୋସିଆଲ ମିଡ଼ିଆ ରେ ଖୁବ ଶୀଘ୍ର ଭାଇରାଲ ହୋଇ ଯାଏ।ମାତ୍ର ଏହି ଘଟଣା ଯଦି କୌଣସି ସେଲିବ୍ରେଟି ଙ୍କ ହୋଇ ଥାଏ ତାହେଲେ ତାହା ନିଆଁ ପରି ଭାଇରାଲ ହୋଇ ଥାଏ।ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।
ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି।
କାରଣ ଲକ ଡାଉନ ପରେ ଓଡ଼ିଶାର ସମସ୍ତ ଦର୍ଶକ ସିରିଏଲ ଦେଖିବାରେ ଅଭ୍ୟସ୍ତ ହୋଇ ସାରିଲେଣି।ବିଶେଷ କରି ମହିଳା ମାନେ ସନ୍ଧ୍ୟା ସମୟରେ ସମସ୍ତ କାମ ସାରି ସିରିଏଲ ଦେଖିବା ପାଇଁ ଟିଭି ଆଗରେ ବସି ଯାଆନ୍ତି।ତେବେ ଏହି ସିରିଏଲ ଜଗତ ରେ ଏମିତି ଅନେକ ଜଣ ଅଛନ୍ତି ଯେଉଁମାନେ ନିଜର ଅଭିନୟ ପାଇଁ ଦର୍ଶକ ମାନଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଆଉ ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ ଲିପି ମଧ୍ୟ ଯାଆନ୍ତି ।
ତେବେ ବର୍ତ୍ତମାନ ଲିପି ‘ତାରା ତାରିଣୀ’ ସିରିଏଲ ର ଅଭିନୟ କରୁଥିବା ର ନଜର ଆସିଛନ୍ତି । ସେ ଏହି ଧାରାବାହିକ ରେ ତାରିଣୀ ଚରିତ୍ର ରେ ଅଭିନୟ କରୁଛନ୍ତି । ବର୍ତ୍ତମାନ ଲିପି କୁ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ଚାଲିଛି କାରଣ ଲିପି ଏକ ଗୀତ ରେ ଦ୍ୟଂସ୍ କରି ଚର୍ଚ୍ଚା ବିଷୟ ପାଲଟି ଅଛନ୍ତି । ଲିପି ଏହି ଦ୍ୟାନ୍ସ ଟି ନିଜ ଘରେ ସୁଟ କରିଥିବାର ଜଣା ପଡିଛି ଆଉ ଲିପି ଙ୍କ ସହିତ ଆଉ ଜଣେ ଯୁବତୀ ମଧ୍ୟ ନଜର ଆସିଛନ୍ତି। ତେବେ ସୋସିଆଲ ମିଡିଆରେ ଲିପି ଙ୍କ ଫ୍ୟାନ ମାନେ ତାଙ୍କର ଏହି ଭିଡିଓ କୁ ଖୁବ୍ ପସନ୍ଦ କରୁଛନ୍ତି ଓ ସେୟାର ମଧ୍ୟ କରୁଛନ୍ତି ।
ଯଦି ଆମେ ଲିପି ଙ୍କ ଅଭିନୟ କ୍ୟାରିୟର ବିଷୟ ରେ କହିବା ତେବେ ସେ ନିଜର ଚମତ୍କାର ଅଭିନୟ ଦ୍ୱାରା ଓଡ଼ିଆ ସିରିଏଲ ଜଗତରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି।ସେ ପୂର୍ବରୁ ମଧ୍ୟ ଅନେକ ରିଏଲିଟି ଶୋ ରେ କାର୍ଯ୍ୟ କରି ସାରିଛନ୍ତି।କେବଳ ଧାରାବାହିକ ନୁହେଁ ବରଂ ସେ କେତେକ ରିଏଲିଟି ଶୋ ରେ ମଧ୍ୟ କାର୍ଯ୍ୟ କରିଛନ୍ତି।ତାଙ୍କର ଅଭିନୟ ପ୍ରତି ନିଷ୍ଠା ଓ ଭଲ ପାଇବା ଦ୍ୱାରା ସେ ଆଜି ଅନେକ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି ।
ଆଉ ଏହି ଧାରାବାହିକ ରେ ସେ ଖୁବ୍ ଭଲ ଅଭିନୟ କରି ଥିବାରୁ ଓ ଲୋକ ମାନେ ତାଙ୍କର ଫ୍ୟାନ ହୋଇ ଯାଇଥିଲେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।