ଦେଖନ୍ତୁ ଭିଡ଼ିଓ – ଓଡ଼ିଆ ସିରିଏଲ୍ actress ତାରା ତାରିଣୀ ହିରୋଇନ୍ (ଲିପି) ଙ୍କ ସରିଲା ହଳଦୀ ରସମ୍ ଜାଣନ୍ତୁ ସେ କେଉଁ Ollywood ହିରୋଙ୍କୁ ବିବାହ ବନ୍ଧନରେ….
ଆପଣ ମାନେ ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରିଣୀ ଧାରାବାହିକ ଦେଖିଥିବେ । ଏହି ଧାରାବାହିକ ରେ ତାରିଣୀ ଙ୍କ ଜବରଦସ୍ତ ଅଭିନୟ ଦ୍ଵାରା ସେ ଖୁବ୍ କମ୍ ଦିନ ରେ ଲୋକ ମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ପାଇଁ ତାରା ତାରିଣୀ ଧାରାବାହିକ ଆଜି ନମ୍ୱର୍ ୱାନ ଧାରାବାହିକ ହୋଇ ପାରିଛି । ତାରିଣୀ ନିଜ ଅଭିନୟ ଯାଦୁ ର ସମସ୍ତଙ୍କୁ ବାନ୍ଧି ରଖିଛନ୍ତି।
ତେବେ ତାରିଣୀ ଙ୍କ ର ହଳଦୀ ରସମ ସରିଲା । ତାରିଣୀ ଙ୍କ ହଳଦୀ ରସମ ସରି ଯାଇଛି ସତ କିନ୍ତୁ ଏହା ତାଙ୍କ ରିଅଲ ଲାଇଫ ରେ ନୁହଁ ଏହା ତାଙ୍କ ରିଲ ଲାଇଫ ରେ । ସେ ତାଙ୍କ ସୁଟିଂ ସେଟ୍ ର କିଛି ଫଟୋ ନିଜ ଫେସବୁକ୍ ଓ ଇଂସ୍ତଗ୍ରମ୍ ରେ ପୋଷ୍ଟ କରିଛନ୍ତି । ଯାହାକୁ ଦେଖି ଦର୍ଶକ ମାନେ ଓ ତାରିଣୀ ଙ୍କ ଫ୍ୟାନ ମାନେ ଭାବୁଛନ୍ତି ଯେ ତାଙ୍କର ହଳଦୀ ରସମ୍ ସରି ଯାଇଛି ।
ଯଦି ଆମେ ତାଙ୍କ ଅଭିନୟ କ୍ୟାରିୟର ବିଷୟ ରେ କହିବା ତେବେ ସେ ପିଲା ଦିନରୁ ହିଁ ତାଙ୍କର ଅଭିନୟ ପ୍ରତି ଖୁବ୍ ଆକର୍ଷଣ ଥିଲା ଓ ସେ ପିଲା ଦିନରୁ ଜଣେ ଅଭିନେତ୍ରୀ ହେବା ପାଇଁ ଚାହୁଁ ଥିଲେ । ଲିପି କେବଳ ଅଭିନୟ ରେ ନୁହଁ ଓଡ଼ିଶୀ ନୃତ୍ୟରେ ମଧ୍ୟ ଖୁବ୍ ପାରଙ୍ଗମ ଅଟନ୍ତି ।
ପିଲା ବେଳରୁ ସେ ବିଭିନ୍ନ କାର୍ଯ୍ୟକ୍ରମ ରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରୁଥିଲେ। ଏହା ପୂର୍ବରୁ ସେ ଆଲବମ୍ ଗୀତ ରେ ନିଜର ଆସୁଥିଲେ । ତାଙ୍କର ସୌନ୍ଦର୍ଯ୍ୟ ଓ ଚମତ୍କାର ଅଭିନୟ ଦ୍ୱାରା ଓଲିଉଡ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ବର୍ତ୍ତମାନ ସେ ତାରା ତାରିଣୀ ଧାରାବାହିକ ରେ ଅଭିନୟ କରୁଥିବା ର ନିଜର ଆସୁଛନ୍ତି। ତେବେ ଏହା ପୂର୍ବରୁ ସେ ପାଖା ପାଖି ୩୦୦୦ଟି ଓଡିଆ ଆଲବମ ଗୀତ କରିଛନ୍ତି, ଯେଉଁଥି ପାଇଁ ତାଙ୍କୁ ଆଲବମ କ୍ଵିନ ମଧ୍ୟ କୁହାଯାଏ ।
ତେବେ ସେ ନିଜର ଚମତ୍କାର ଅଭିନୟ ଦ୍ୱାରା ଓଡ଼ିଆ ସିରିଏଲ ଜଗତରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି।ସେ ପୂର୍ବରୁ ମଧ୍ୟ ଅନେକ ରିଏଲିଟି ଶୋ ରେ କାର୍ଯ୍ୟ କରି ସାରିଛନ୍ତି।କେବଳ ଧାରାବାହିକ ନୁହେଁ ବରଂ ସେ କେତେକ ରିଏଲିଟି ଶୋ ରେ ମଧ୍ୟ କାର୍ଯ୍ୟ କରିଛନ୍ତି।ତାଙ୍କର ଅଭିନୟ ପ୍ରତି ନିଷ୍ଠା ଓ ଭଲ ପାଇବା ଦ୍ୱାରା ସେ ଆଜି ଅନେକ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି ।
ଆଉ ଏହି ଧାରାବାହିକ ରେ ସେ ଖୁବ୍ ଭଲ ଅଭିନୟ କରି ଥିବାରୁ ଓ ଲୋକ ମାନେ ତାଙ୍କର ଫ୍ୟାନ ହୋଇ ଯାଇ ଅଛନ୍ତି । ତେବେ ଲୋକ ମାନେ ଲିପି ଙ୍କ ଏହି ସୁଟିଂ ସେଟ୍ ଫଟୋ କୁ ଦେଖି ଭାବୁଛନ୍ତି ଯେ ତାଙ୍କର ବିବାହ ହେବା ପାଇଁ ଯାଉଛି। କିନ୍ତୁ ଏହା କେବଳ ଧାରାବାହିକ ରେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।