ଓଡ଼ିଆ ଧାରାବାହିକ ” ତୃପ୍ତି ” ଙ୍କ ର ଜୀବନ ଶୈଳୀ ଓ ପରିବାର ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ….
ଆପଣ ତ ଜିସାର୍ଥକ୍ ରେ ପ୍ରଯୋଜିତ ହେଉ ଥିବା ମହାଦେବୀ ଧାରାବାହିକ ନିହାତି ଦେଖୁ ଥିବେ । ଏହି ଧାରାବାହିକ ଟି ଏବେ ଜିସାର୍ଥକ ରେ ନୂଆ ଟେଲିକାଷ୍ଟ ହେଉ ଅଛି । ଏହା ଦର୍ଶକ ମାନଙ୍କ ହୃଦୟ କୁ ମଧ୍ୟ ବେଶ୍ ଛୁଇଁଛି । ଆପଣ କଣ ଏହି ଧାରାବାହିକ ରେ ଶ୍ରୀ ଭୂମିକା ରେ ଅଭିନୟ କରୁଥିବା ନାୟିକା ଙ୍କ ର ପ୍ରକୃତ ନାମ ଜାଣିଛନ୍ତି କି ? ତାଙ୍କର ପ୍ରକୃତ ନାମ ତୃପ୍ତି ଅଟେ । ତେବେ ଆଜି ଆମେ ସେହି ଅଭିନେତ୍ରୀ ତୃପ୍ତି ଙ୍କ ବିଷୟ ରେ ଜାଣିବା । ତେବେ ଆସନ୍ତୁ ଜାଣିବା ।
ତେବେ ଅଭିନେତ୍ରୀ ତୃପ୍ତି ଙ୍କୁ ଆପଣ ପ୍ରଥମ ଥର ପାଇଁ ମହାଦେବୀ ଧାରାବାହିକ ରେ ଦେଖିବା ପାଇଁ ପାଇ ଥିବେ ।
ତେବେ ସେ ପ୍ରଥମ ଥର ପାଇଁ ସିରିଏଲ ଜଗତ କୁ ଏଣ୍ଟ୍ରି ମାରିଲେ ଏହି ସିରିଏଲେ ଜରିଆ ରେ । ତେବେ ଅଭିନେତ୍ରୀ ଶ୍ରୀ ଏବେ ନିଜର ପାଠ ପଢା ଜାରି ରଖିଛନ୍ତି । ଆଉ ସେ ଭୁବନେଶ୍ୱର କୁ ଆସି ସେଠାରୁ ସୁଟିଂ ସେଟ୍ କୁ ଯାଉ ଅଛନ୍ତି । ଆଉ ଶୁଣିବାକୁ ମିଳୁଛି ଯେ ଶ୍ରୀ କେବଳ ଭୁବନେଶ୍ଵର ରେ ରହି ବର୍ତ୍ତମାନ ସୁଟିଂ ସେଟ କୁ ଯିବା ଆସିବା କରୁଛନ୍ତି ।
ଶ୍ରୀ ଙ୍କ ର ବର୍ତ୍ତମାନ ସୁଟିଂ ଜାରି ରହିଛି । ତେବେ ଛୋଟ ବେଳ ରୁ ଶ୍ରୀ ନିଜ ପାଠ ପଢ଼ା ଜାରି ରଖିବା ସହିତ ନିଜର ଅଭିନୟ ଓ ନୃତ୍ୟ କୁ ଯାହାକି ତାଙ୍କର ଓଡ଼ିଶୀ ନୃତ୍ୟ ପ୍ରତି ଦୁର୍ବଳତା ରହିଛି ତାକୁ ଜାରି ରଖିଛନ୍ତି । ତେବେ ଶ୍ରୀ ଙ୍କୁ ଡ୍ରଇଂ କରିବା କୁ ମଧ୍ୟ ବହୁତ୍ ଭଲ ଲାଗି ଥାଏ ବୋଲି ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ଲେଖିଛନ୍ତି।
ତେବେ ସେ ଭବିଷ୍ୟତ ରେ ଅଭିନୟ କରିବେ ଓ ଅଭିନୟ ଜଗତ ରେ କିଛି କରି ଦେଖାଇବେ ବୋଲି ଶ୍ରୀ କହିଛନ୍ତି । ପ୍ରଥମ ଥର ପାଇଁ ସେ ଯିସାର୍ଥକ ଜରିଆ ରେ ଶିରିଏଲ ଜଗତକୁ ଏଣ୍ଟ୍ରି ମାରିଲେ ଓ ରାତା ରାତି ଷ୍ଟାର୍ ପାଲଟି ଗଲେ ଶ୍ରୀ । ଖୁବ୍ କମ୍ ସମୟ ରେ ଲୋକ ମାନେ ଖୁବ୍ ପସନ୍ଦ କରିଲେ ଏହି ଧାରାବାହିକ କୁ ।
କାରଣ ଏହି ଧାରାବାହିକ ଏବେ ଜିଷାର୍ଥକ ରେ ନୂଆ ପ୍ରଯୋଜିତ ହେଉ ଅଛି । ଲୋକ ଏହି ଧାରାବାହିକ କୁ ବହୁତ୍ ଭଲ ପାଇବା ଦେଇ ସାରିଛନ୍ତି। ଏହି ଲୋକ ମାନଙ୍କ ର ଭଲ ପାଇବା ଦ୍ଵାରା ଏହି ସିରିଏଲ ଟି ବହୁତ୍ ଆଗକୁ ଯିବ ବୋଲି ଏହାର ପ୍ରଯୋଜକ ମଧ୍ୟ କହିଛନ୍ତି । ଲୋକ ମାନେ ଶ୍ରୀ ର ଚରିତ୍ର କୁ ବହୁତ୍ ଭଲ ପାଉଛନ୍ତି ।
ତେବେ ଏହି ଧାରାବାହିକ ମହାଦେବୀ ଙ୍କ ଉପରେ ହୋଇଛି ଯେଉଁଠି ଶ୍ରୀ ଏକ ଏମିତି ଚରିତ୍ର ରେ ଅଭିନୟ କରିଛନ୍ତି ଯେ କି ଭଗବାନ କୁ ବାଗୁର ବିଶ୍ୱାସ କରି ଥାଆନ୍ତି ଓ ନିଜ ମା ଙ୍କ କଥା କୁ ମାନୁ ନାହାନ୍ତି। ଶ୍ରୀ ଏଥିରେ ଏହି ଚରିତ୍ର ର କୁ ଜୀବନ୍ତ ଭାବେ ଅଭିନୟ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।