ଓଡ଼ିଆ ଗାୟିକା ଦୀପ୍ତିରେଖାଙ୍କ ପରିବାର ଆଗରୁ କେବେ ଦେଖିନଥିବେ, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ….
ଦିପ୍ତିରେଖା ପାଢ଼ୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ । ଆଲିଉଡ ରେ ବହୁତ୍ ଗୀତ ଗାଇ ସେ ପ୍ରସିଦ୍ଧ ହୋଇ ପାରିଛନ୍ତି । ତେବେ ଦିପ୍ତିରେଖା ପାଢ଼ୀ ଗତ କିଛି ଦିନ ତଳେ ଶିଳ୍ପପତି ସୌମ୍ୟ ଙ୍କୁ ବିବାହ କରିଛନ୍ତି ।ତେବେ ସେ ବିବାହ ପରେ ତାଙ୍କ ଶାଶୁ ଘରେ ଭୁବନେଶ୍ୱର ରେ ଅଛନ୍ତି । ତେବେ ଆପଣ ମାନେ ଦିପ୍ତିରେଖା ପାଢ଼ୀ ଙ୍କ ବିଷୟ ରେ ଓ ତାଙ୍କ ପରିବାର ଙ୍କ ବିଷୟ ରେ କଣ କିଛି ଜାଣିଛନ୍ତି କି ?
ତେବେ ଆଜି ଆମେ ଏହି ଲେଖା ମାଧ୍ୟମରେ ଦିପ୍ତିରେଖା ପାଢ଼ୀ ଙ୍କ ପରିବାର ଓ ଜୀବନ ବିଷୟ ରେ ଜାଣିବା କିଛି ଅଜଣା କଥା ।ତେବେ ଆସନ୍ତୁ ଜାଣିବା ; ତେବେ ଆପଣ ମାନେ ଦିପ୍ତିରେଖା ପାଢ଼ୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ ।ଆଲିଉଡ ରେ ବହୁତ୍ ଗୀତ ଗାଇ ସେ ପ୍ରସିଦ୍ଧ ହୋଇ ପାରିଛନ୍ତି ।
ତେବେ ଦିପ୍ତିରେଖା ପାଢ଼ୀ ଯିଏ ସବୁ ଓଡ଼ିଆ ମାନଙ୍କ ର ପ୍ରିୟ ଗାୟିକା ଅଟନ୍ତି ସେ ୨୦୦ ରୁ ଅଧିକ ଓଡ଼ିଆ ଫିଲ୍ମ୍ ଗୀତ , ଭଜନ ଆଦି ଗାଇ ଘରେ ଘରେ ପରିଚିତ ଅଟନ୍ତି ଓ ନିଜ ଗୀତ ମାଧ୍ୟମ ରେ ସେ ଲୋକ ମାନଙ୍କ ମନରେ ଏକ ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି ଓ ଓଡ଼ିଶା ର ନମ୍ୱର୍ ୱାନ ଗାୟିକା ହୋଇ ପାରିଛନ୍ତି।ତେବେ ଦିପ୍ତିରେଖା ପାଢ଼ୀ ଙ୍କ ଗୀତ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଓ ତାଙ୍କର ପ୍ରାୟ ସବୁ ଗୀତ ସୁପର୍ ହିଟ୍ ହୋଇ ପାରିଛି ।
ତାଙ୍କର ଗୀତ ଯୋଗୁଁ ସେ ଆଜି ଓଡିଶା ର ଘରେ ଘରେ ପରିଚିତ ଅଟନ୍ତି ।ତାଙ୍କର କଣ୍ଠ ଯେତିକି ସୁନ୍ଦର୍ ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର୍ । ତେବେ ସେ ଅନେକ ଓଡ଼ିଆ ଫିଲ୍ମ୍ ର ସଙ୍ଗୀତ ରେ ନିଜର କଣ୍ଠ ଦାନ କରିଛନ୍ତି । ଅନେକ ହିଟ୍ ଗୀତ ରେ ସେ ନିଜର କଣ୍ଠ ପ୍ରଦାନ କରିଛନ୍ତି। ତେବେ ସେ କେବଳ ଗୀତ ମାଧ୍ୟମ ରେ ନୁହଁ ନିଜ ଅଭିନୟ ଯାଦୁ ରେ ମଧ୍ୟ ସେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି ।
ତେବେ ସେ ବର୍ତ୍ତମାନ ଆଗ ଧାଡ଼ିର ଗାୟିକା ହୋଇ ପାରିଛନ୍ତି। ତାଙ୍କ ପରିବାର ରେ ବାପା ମା ଭାଇ ଭଉଣୀ ଓ ଜଣେ ଛୋଟ ପୁଅ ଅଛନ୍ତି । ତେବେ ଦିପ୍ତିରେଖା ପାଢ଼ୀ ଭୁବନେଶ୍ୱର ର ପ୍ରସିଦ୍ଧ ଶିଳ୍ପପତି ସୌମ୍ୟ ଙ୍କୁ ବିବାହ କରିଛନ୍ତି । ବିବାହ ପରେ ସେ ଏବେ ନିଜ ଶାଶୁଘରେ ଭୁବନେଶ୍ୱର ରେ ରହିଛନ୍ତି । ତାଙ୍କ ଶାଶୁ ଘରେ ତାଙ୍କର ଶାଶୁ , ଶଶୁର ଓ ତାଙ୍କ ସ୍ଵାମୀ ଅଛନ୍ତି । ବର୍ତ୍ତମାନ ସେ ତାଙ୍କ ଶାଶୁଘରେ ରହିଛନ୍ତି । ତେବେ ଦିପ୍ତିରେଖା ପାଢ଼ୀ କହିଛନ୍ତି ଯେ ବାହାଘର ପରେ ସେ ପୁଣି ଥରେ ଅଲିଉଡ ଇଣ୍ଡଷ୍ଟ୍ରି କୁ ଫେରିବେ ।
ପୁଣି ଥରେ ନୂଆ ନୂଆ ଗୀତ ଗାଇ ଲୋକ ମାନଙ୍କ ମନକୁ ଯିତିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।