ଦେଖନ୍ତୁ ଭିଡ଼ିଓ – ଓଡ଼ିଆ ଫିଲ୍ମ ଜଗତର ଚୁଲ ବୁଲି ନାୟିକା ଭୂମିକା ଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିଲେ ଆପଣ ବି ହୋଇଯିବେ ଦିୱାନା
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଶିଶୁ କଳାକାର ଭାବରେ ଓଡ଼ିଆ ସିନେମା ଜଗତରେ ନିଜର ଅଭିନୟ ଆରମ୍ଭ କରିଥିଲେ ଅଭିନେତ୍ରୀ ଭୂମିକା ଦାସ୍। ଛୋଟ ବେଳୁ ନିଜର ଅଭିନୟ ବଡ଼ ପରଦାରେ ଦେଖାଇ ଦର୍ଶକ ମାନଙ୍କୁ ଖୁସି କରାଇଥିଲେ ସେ। ଓଡ଼ିଆ ସିନେମା ଜଗତରେ ସେ ଏବେ ହେଉଛନ୍ତି ଜଣେ ପ୍ରମୁଖ କଳାକାର।ବଡ଼ ପରଦାରେ ଅଭିନୟ କରୁଥିବା କଳାକାର ମାନେ ବେଳେବେଳେ ଏମିତି ଧମାକା ଦେଖାଇଥାନ୍ତି ଯାହା ଦର୍ଶକ ମାନଙ୍କ ମହଲରେ ବେଶ୍ ଗ୍ରହଣୀୟ ଏବଂ ପ୍ରଶଂସନୀୟ ହୋଇ ଉଠିଥାଏ। ଆଉ ସେହି କଳାକାର ମାନେ ଦର୍ଶକ ମାନଙ୍କ ମନ ଭିତରେ ଏକ ସ୍ବତନ୍ତ୍ର ଛାପ ହୋଇ ରହି ଯାଇ ଥାଆନ୍ତି।
ଆଉ ସେମାନଙ୍କ ଭିତରୁ ଭୂମିକା ଦାସ୍ ହେଉଛନ୍ତି ଅନ୍ୟତମ। ନିଜର ଅଭିନୟ ଏବଂ ସୁନ୍ଦରତା ପାଇଁ ସେ ଆଜି ସିନେମା ଜଗତେ ରେ ଅନେକ ସଫଳତା ହାସଲ କରି ପାରିଛନ୍ତି।ଏହା ସତ ଯେ ଯଦି ସେମାନଙ୍କ ମଧ୍ୟରେ ଅଭିନୟର କଳା ଆଗରୁ ଥାଏ ତେବେ ସେମାନେ ଏକ ଭିନ୍ନ ଅନ୍ଦାଜ ରେ ନିଜକୁ ଉପସ୍ଥାପିତ କରନ୍ତି। ତେବେ ସେହି ପରିପ୍ରେକ୍ଷୀରେ ଆମେ ଆପଣଙ୍କୁ କହୁଚୁ ଅଭିନେତ୍ରୀ ଭୂମିକା ଙ୍କ କଥା। ଯିଏକି ସୁନ୍ଦରତା, ଅଭିନୟ, ନୃତ୍ୟ ସବୁ କିଛି ରେ ନିଜର ପାରଦର୍ଶିତା ହାସଲ କରିଛନ୍ତି।ଏବେ ଓଲିଉଡ ର ଜଣେ ସଫଳ ନାୟିକା ଭାବରେ ଅଭିନେତ୍ରୀ ଭୂମିକା ଙ୍କୁ କିଏ ଅବା ନ ଜାଣେ।
ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। କିଏ ବା ତାଙ୍କୁ ଭଲ ନପାଏ। ସମସ୍ତେ ତାଙ୍କ ପାଇଁ ଦିୱାନା। ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ି ଯାଇଛନ୍ତି ଝିଲିକ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ପାଇଁ ଅଧିକ ଆକର୍ଷିତ ଲାଗନ୍ତି। ଏବେ ତାଙ୍କର ଏକ ଭିଡିଓ ସାମ୍ନା କୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ସେ ନୃତ୍ୟ ଅଭ୍ୟାସ କରୁଛନ୍ତି। ପ୍ରକୃତରେ କିଛି ଦିନ ତଳେ ଉତ୍କର୍ଷ ୨୦୨୦ ଆୱାର୍ଡ଼ ଶୋ ରେ ନିଜର ନୃତ୍ୟ ପରିବେଷଣ ପାଇଁ ଭୂମିକା ଏହି ନୃତ୍ୟ ଅଭ୍ୟାସ କରୁଥିଲେ ବୋଲି ଜଣା ପଡିଛି।
ତାଙ୍କ ସହିତ ତାଙ୍କର କୋ ଦ୍ୟାନ୍ସର୍ ମଧ୍ୟ ଅଛନ୍ତି ଏବଂ ସେ ମଧ୍ୟ ଭୂମିକା ଙ୍କ ସହ ସମାନ ନୃତ୍ୟ ଅଭ୍ୟାସ କରୁଛନ୍ତି।ତେବେ ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ ଯେ ଏହି ଅଭିନେତ୍ରୀ ଜଣଙ୍କ ଓଡ଼ିଆ ଗୀତ ତୋ ଧଡ୍ କନ୍ ର ଧୁମ୍ ମୋ ଛାତିରେ ଗୀତରେ ନୃତ୍ୟ କରୁଛନ୍ତି। ବହୁତ ସୁନ୍ଦର୍ ଭାବରେ ସେ ଏହି ନୃତ୍ୟ ଅଭ୍ୟାସ କରୁଛନ୍ତି।ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ବହୁତ୍ ଭାଇରାଲ ହେବାରେ ମଧ୍ୟ ଲାଗିଛି। ଆପଣ ଏହାକୁ ଦେଖି ତାଙ୍କର ନୃତ୍ୟ ର କଳାକୁ ଜାଣି ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।