କେଉଁ ଫଳର ଚୋପା ନାହିଁ କି ମଞ୍ଜି ନାହିଁ?? ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ
ଆଜି କାଲି ର ଯୁବ ପିଢ଼ି ପାଠ ପଢା ସରିଲା ପରେ ଏକ ଭଲ ଚାକିରୀ କରିବା ପାଇଁ ମନ ରେ ଆଶା ବାନ୍ଧି ଥାଏ | କିନ୍ତୁ ଆପଣ ତ ଜାଣିଛନ୍ତି ଯେ ଆଜି କାଲି ର ଯୁଗ ରେ ଭଲ ଚାକିରୀ ଟି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ, କାରଣ କିଛି ଚାକିରୀ ପାଇବାକୁ ହେଲେ ଏକ ପରୀକ୍ଷା ରେ ଉତୀର୍ଣ୍ଣ ହେବାକୁ ପଡି ଥାଏ | ଆଉ ଏହି ପରୀକ୍ଷା ରେ ଅନେକ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଆସି ଥାଏ, ଯାହାକୁ ଭଲ ଭଲ ପିଲା ମାନେ ମଧ୍ୟ ଉତ୍ତର ଦେଇ ପାରି ନଥାନ୍ତି |
କିଛି ଇଣ୍ଟରଭ୍ୟୁ ରେ ମଧ୍ୟ ଅନେକ ମଜାଳିଆ ପ୍ରଶ୍ନ ପଚରା ଯାଇ ଥାଏ ଯାହାକୁ ଜାଣିବା ନିହାତି ଆବଶ୍ୟକ ନହେଲେ ଆମେ ସେଥିରେ ଅସଫଳ ହୋଇ ଫେରି ଆସି ଥାଉ | ତେବେ ଆଜି ଏଭଳି କିଛି ଜେନେରାଲ ନଲେଜ ର ଉତ୍ତର ସମ୍ପର୍କ ରେ ଜଣାଇବୁ ଯାହା ଦ୍ୱାରା ଭବିଷ୍ୟତ ରେ ଆପଣଙ୍କର ଅନେକ କାମ ରେ ଆସିବ |
ପ୍ରଶ୍ନ 1. କେଉଁ ପକ୍ଷୀ ରାତିରେ ଭଲ ଦେଖି ପାରେ?
ଉତ୍ତର :- ପେଚା
ପ୍ରଶ୍ନ 2. ତାହା କଣ ଯାହା ଏକ ଫୁଲ ହେଲେ ମଧ୍ୟ ପରିବା ପରି ଖାଇ ଥାଉ?
ଉତ୍ତର :- ଫୁଲ କୋବି
ପ୍ରଶ୍ନ 3. ଖପୁରି ଉପରେ ମୁଣ୍ଡ ସୁରକ୍ଷିତ ରଖେ, ମୁଣ୍ଡ ଉପରେ କଣ ଯାହା ମୁଣ୍ଡକୁ ସୁରକ୍ଷିତ ରଖେ?
ଉତ୍ତର :- ହେଲମେଟ
ପ୍ରଶ୍ନ 4. ସମୁଦ୍ର ମଝିରେ କିଏ ରହିଛି?
ଉତ୍ତର :- ମୁଁ
ପ୍ରଶ୍ନ 5. କେଉଁ ଧୂପ ବାସେ ନାହିଁ?
ଉତ୍ତର :- ମଧୁପ
ପ୍ରଶ୍ନ 6. ଲାଲ ପତାକା କାହାର ପ୍ରତୀକ?
ଉତ୍ତର :- ବିପଦ ଓ ଯୁଦ୍ଧ
ପ୍ରଶ୍ନ 7. ବହୁଥିବା ପାଣିକୁ କେଉଁ ଜୀବ ପିଏ ନାହିଁ?
ଉତ୍ତର :- ମେଣ୍ଢା
ପ୍ରଶ୍ନ 8. କେଉଁ ପକ୍ଷୀ ଅଣ୍ଡା ଓ କ୍ଷୀର ଉଭୟ ଦେଇ ଥାଏ?
ଉତ୍ତର :- ପ୍ଲାଟିପ୍ଲସ
ପ୍ରଶ୍ନ 9. କେଉଁ ଜୀବ ନିଜ ଜିଭରେ ନିଜ କାନ ସଫା କରିଥାଏ?
ଉତ୍ତର :- ଜିରାଫ
ପ୍ରଶ୍ନ 10. ଗୋଲାପ କେଉଁ ଦେଶର ଜାତୀୟ ପୁଷ୍ପ?
ଉତ୍ତର :- ୟୁନାଇଟେଡ କିଙ୍ଗଡମ
ପ୍ରଶ୍ନ 11. କଇଁ ଫୁଲ କେଉଁ ଦେଶର ଜାତୀୟ ଫୁଲ?
ଉତ୍ତର :- ପ୍ରନ୍ସ
ପ୍ରଶ୍ନ 12. ତାହା କଣ ଅଟେ ଯାହା ଯାହାକୁ ଆପଣ କାଟିଥାନ୍ତି ମାତ୍ର କେବେ ତାହାକୁ ଖଣ୍ଡ ଖଣ୍ଡ କରି ନଥାନ୍ତି?
ଉତ୍ତର :- ସମୟ
ପ୍ରଶ୍ନ 13. କେଉଁ ଫଳର ଚୋପା ନାହିଁ କି ମଞ୍ଜି ନାହିଁ?
ଉତ୍ତର :- ତୁଥ କୋଳି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।