ଦେଖନ୍ତୁ ଭିଡ଼ିଓ – ଓଃ କି ଡ୍ୟାନ୍ସ ! ଓଡ଼ିଆ ଚଳଚିତ୍ର ଜଗତର ସବୁ ଅଭିନେତ୍ରୀ ଏବଂ ଅଭିନେତା ଙ୍କ ସହ କିପରି ନିଜ ଜନ୍ମ ଦିନ ପାଳନ କଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଦେଖନ୍ତୁ….

ତେବେ ଆପଣ ମାନେ ଅଲିଉଡ ର ସୁପର ଷ୍ଟାର୍ ସିଦ୍ଧାର୍ଥ ମହାପାତ୍ର କୁ ଭଲ ଭାବରେ ଜାଣି ଥିବେ ।ତେବେ ଅଲିଉଡ ର ସବୁଠୁ ଲୋକପ୍ରିୟ ଅଭିନେତା ଅଟନ୍ତି ଓ ସୁପର୍ ଷ୍ଟାର୍ ମଧ୍ୟ । ନିକଟ ରେ ସିଦ୍ଧାର୍ଥ ମହାପାତ୍ର ଙ୍କ ଜନ୍ମଦିନ ଗଲା , ନିଜ ଜନ୍ମଦିନ ସେ ନିଜ ପରିବାର ଲୋକ ମାନଙ୍କ ସହ କିପରି ପାଳନ କରୁଛନ୍ତି ଆସନ୍ତୁ ଜାଣିବା ।
ତେବେ ସିଦ୍ଧାର୍ଥ ମହାପାତ୍ର ଯୁବକ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଅଭିନୟ କୁ ଜାରି ରଖିଛନ୍ତି। ତାଙ୍କ ସିନେମା ଦେଖିଲେ ଲୋକ ମାନଙ୍କ ହାତରୁ ତାଳି ବନ୍ଦ ହୁଏ ନାହିଁ କି ପାଟିରୁ ପ୍ରଶଂସା ସରେ ନାହିଁ।

ପ୍ରାୟ ସୁପରହିଟ ଫିଲ୍ମ୍ ମାନଙ୍କ ରେ ତାଙ୍କର ଜବରଦସ୍ତ କମେଡି ମଧ୍ୟ ଦେଖିବା ପାଇଁ ମିଳି ଥାଏ। ଏହା ସହିତ ପ୍ରାୟ ସବୁ ଫିଲ୍ମ୍ ରେ ତାଙ୍କ ସୁପର୍ ହିଟ୍ ଅଭିନୟ ଦେଖିବାକୁ ମିଳେ।ଅନେକ ଫିଲ୍ମ୍ ରେ ନିଜ ର ଅନେକ ପ୍ରକାର କଳା ର ପ୍ରଦର୍ଶନ କରି ଦର୍ଶକ ମାନଙ୍କ ର ଖୁବ୍ ମନ ଜିତି ଥାଆନ୍ତି ସିଦ୍ଧାର୍ଥ ମହାପାତ୍ର।

ତାଙ୍କ ଅଭିନୟ ପାଇଁ ସେ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ସେ ସବୁବେଳେ ଚର୍ଚ୍ଚିତ ଥାଆନ୍ତି। ସେ ନିଜ ର କ୍ୟାରିୟର ର ଆରମ୍ଭ ରୁ ହିଁ ଇଣ୍ଡଷ୍ଟ୍ରି କୁ ବହୁତ ସୁପର୍ ହିଟ୍ ମୁଭି ସବୁ ଦେଇଛନ୍ତି ନିଜର ଦାଇଲଗ୍ ଓ ଅଭିନୟ ତଥା ନିଜ ର କ୍ୟରେକ୍ଟର ପାଇଁ ମଧ୍ୟ ସେ ଜଣେ ବହୁତ ଚର୍ଚ୍ଚିତ ଓ ଲୋକ ପ୍ରିୟ କଳାକାର ଅଟନ୍ତି । ତେବେ ବର୍ତ୍ତମାନ ସେ ସିନେମା ଜଗତ ରୁ ଦୂରେଇ ଯାଇ ଧାରାବାହିକ ରେ ନଜର ଆସୁଛନ୍ତି।

ଆପଣ ମାନେ ନିଶ୍ଚୟ ଭାବେ ଜାଣିଥିବେ ଜି ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା କେମିତି କହିବି କହ ଧାରାବାହିକ ରେ ନାୟକ ଭାବରେ ଦେଖିବାକୁ ମିଳିଛି ଅଲିଉଡ ସୁପର୍ ଷ୍ଟାର୍ ସିଦ୍ଧାର୍ଥ ମହାପାତ୍ର ଙ୍କୁ । ତାଙ୍କ ଜୀବନ ରେ ଏହା ତାଙ୍କର ପ୍ରଥମ ଧାରାବାହିକ ଅଟେ । ତେବେ ନିଜ ଜନ୍ମଦିନ ନିଜ ଘରେ ନିଜ ପରିବାର ଲୋକ ମାନଙ୍କ ସହିତ ପାଳନ କରିଥିବାର ନଜର ଆସିଛନ୍ତି ସିଦ୍ଧାର୍ଥ ମହାପାତ୍ର ।

ତାଙ୍କ ଜନ୍ମ ଦିନ ରେ ସେ ପ୍ରଥମେ ନିଜ ସ୍ତ୍ରୀ ମାମା ମିଶ୍ର କୁ ପ୍ରଥମେ କେକ ଖୁଆଇ ଥିଲେ ନିଜ ଝିଅ କୁ ମଧ୍ୟ କେକ ଖୁଆଇ ଥିଲେ। ସିଦ୍ଧାର୍ଥ ମହାପାତ୍ର ଙ୍କ ଜନ୍ମ ଦିନ ରେ ଅନେକ ଲୋକ ଆସିଥିବାର ମଧ୍ୟ ନଜର ଆସିଛନ୍ତି । ତେବେ ନିଜ ଜନ୍ମ ଦିନ ର ମଜା ମସ୍ତି ଭିଡିଓ ଓ ଫଟୋ କୁ ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।

ସିଦ୍ଧାର୍ଥ ମହାପାତ୍ର ଙ୍କ ଜନ୍ମ ଦିନରେ ତାଙ୍କ ଫ୍ୟାନ ମାନେ ତାଙ୍କୁ ସୋସିଆଲ ମିଡ଼ିଆ ଜରିଆ ରେ ଶୁଭେଛା ମଧ୍ୟ ଜଣାଇ ଅଛନ୍ତି । ତେବେ ସିଦ୍ଧାର୍ଥ ମହାପାତ୍ର ଙ୍କ ଙ୍କ ଧାରାବାହିକ ଆପଣଙ୍କୁ କିପରି ଲାଗେ ଆମକୁ ନିଶ୍ଚୟ କମେଣ୍ଟ ମାଧ୍ୟମ ରେ ଜଣାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।