ଓଡ଼ିଆ ଫିଲ୍ମ୍ ଅଭିନେତ୍ରୀ ପୁନମ ମିଶ୍ର ଙ୍କ ବିଷୟରେ କିଛି ଅଜଣା କଥା ଓ ତାଙ୍କର କିଛି ଫଟୋ ଯାହା ପୂର୍ବରୁ ଦେଖି ନଥିବେ

ପୂନମ ମିଶ୍ର ଙ୍କ ଜନ୍ମଦିନ ୪ ନଭେମ୍ବର । ପୁନମ ମିଶ୍ର ଙ୍କ ଜନ୍ମସ୍ଥାନ ଭୁବନେଶ୍ୱର ଅଟେ । ଭବନେଶ୍ୱର ରେ ତାଙ୍କ ନିଜ ଘର ଅଟେ । ପୁନମ୍ ମିଶ୍ର ଙ୍କ ବାପା ଙ୍କ ନାମ ନିରଞ୍ଜନ ମିଶ୍ର ଅଟେ । ପୁନମ ମିଶ୍ର ଙ୍କ ମା ଙ୍କ ନାମ ସ୍ୱର୍ଣ୍ଣ ଲତା ମିଶ୍ର । ପୁନମ ମିଶ୍ର ଙ୍କ ର ଏକ ବଡ଼ ଭଉଣୀ ମଧ୍ୟ ଅଛି ଯାହାଙ୍କ ନାମ ମୋନାଲିସା ମିଶ୍ର ଅଟେ । ପୁନମ ଙ୍କ ବାପା ମା ଉଭୟ ବ୍ୟାଙ୍କ୍ କର୍ମଚାରୀ ଅଟନ୍ତି ।

ତେବେ ଯଦି ଆମେ ପୁନମ ମିଶ୍ର ଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟ କହିବା ତେବେ ସେ ଜଣେ ଇଞ୍ଜିନିୟର ଛାତ୍ରୀ ଅଟନ୍ତି । ସେ କିଟ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ରେ ଇଞ୍ଜିନିୟରିଂ କରି ଥିଲେ ।

ତେବେ ଯଦି ଆମେ ତାଙ୍କ ଅଭିନୟ କ୍ୟାରିୟର ବିଷୟ ରେ କରିବା ତେବେ ସେ ପ୍ରଥମେ ନିଜର କ୍ୟାରିୟର ଟିଭି ଉପସ୍ଥାପିକା ଭାବେ ଆରମ୍ଭ କରିଥିଲେ । ଏହା ପରେ ସେ ଓଡ଼ିଆ ଫିଲ୍ମ୍ ହିରୋଇନ୍ ଭାବେ କାମ କରୁଥିଲେ । ତେବେ ୨୦୧୧ ମସିହା ରେ ସେ ବାଇଶି ପାହାଚେ ଖେଳିବ ମୀନ ଚଳଚ୍ଚିତ୍ର ରେ ମୁଖ୍ୟ ନାୟିକା ଭାବେ ପ୍ରଥମ ଅଭିନୟ କରିଥିଲେ ।

ସେହି ଫିଲ୍ମ୍ ଜରିଆ ରେ ଲୋକ ମାନେ ତାଙ୍କୁ ଜାଣି ଥିଲେ ଓ ତାଙ୍କ ଅଭିନୟ କୁ ଖୁବ୍ ପସନ୍ଦ କରି ଥିଲେ ଓ ସେହି ଫିଲ୍ମ୍ ପରେ ପୁନମ ମିଶ୍ର ଙ୍କ ପ୍ରଶଂସକ ଅଧିକ ହୋଇ ଯାଇ ଥିଲେ। ପରବର୍ତ୍ତୀ ସମୟ ରେ ପୁନମ ମିଶ୍ର ଙ୍କୁ ପୁଣି ସୁପର୍ ଷ୍ଟାର୍ ବାବୁସାନ୍ ମହାନ୍ତି ଙ୍କ ସହିତ ଲଭ୍ ମାଷ୍ଟର ଚଳଚ୍ଚିତ୍ର ରେ ଲୋକ ମାନେ ରୂପେଲି ପରଦା ରେ ଦେଖିବାକୁ ପାଇ ଥିଲେ ।

ଆଉ ସେହି ଚଳଚ୍ଚିତ୍ର ରେ ତାଙ୍କ ଶିମ୍ପିଲ ଲୂକ ଓ ତାଙ୍କ ଚରିତ୍ର ର ଅଭିନୟ ପାଇଁ ଲୋକ ମାନେ ତାଙ୍କୁ ଖୁବ୍ ପସନ୍ଦ କରି ଥିଲେ। ତେବେ ଜଣାଇ ଦେଉଛୁ ଯେ ଏହି ଚଳଚ୍ଚିତ୍ର ରେ ରିୟା ଦେ ମଧ୍ୟ ଥିଲେ ।ଆଉ ପୁନମ ମିଶ୍ର ଙ୍କ ଏହି ଫିଲ୍ମ୍ ଟି ସୁପର୍ ହିଟ୍ ହୋଇ ଥିଲା । ଏହା ପର ଠାରୁ ସେ ଅନେକ ଓଡ଼ିଆ ଫିଲ୍ମ୍ ରେ ନଜର ଆସିଛନ୍ତି ।

ପୁନମ ମିଶ୍ର ତାଙ୍କର ସିମ୍ପିଲ ଓ ଷ୍ଟାଇଲ ଲୁକ ପାଇଁ ଓଡ଼ିଆ ଫିଲ୍ମ୍ ଚଳଚ୍ଚିତ୍ର ଜଗତ ରେ ଏକ ଚର୍ଚ୍ଚିତ ଅଭିନେତ୍ରୀ ଅଟନ୍ତି ।ତାଙ୍କୁ ସମସ୍ତେ ଖୁବ୍ ପସନ୍ଦ କରନ୍ତି।ତେବେ ପିଲା ଦିନରୁ ହିଁ ପୁନମ ମିଶ୍ର ଙ୍କ ର ଅଭିନୟ ପ୍ରତି ବହୁତ୍ ଆଗ୍ରହ ଥିଲା। ସେ ୩ ବର୍ଷ ବୟସ ରୁ ନୃତ୍ୟ ଶିଖୁ ଥିଲେ । ପୁନମ ମିଶ୍ର ଜଣେ ଅଭିନେତ୍ରୀ ସହିତ ଜଣେ ଓଡ଼ିଆ ନୃତ୍ୟ ଶିଳ୍ପୀ ମଧ୍ୟ ଅଟନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।