ଦେଖନ୍ତୁ ଭିଡ଼ିଓ – ଓଡ଼ିଆ ଅଭିନେତ୍ରୀ ଅସୀମା ପଣ୍ଡା ଙ୍କ ଘୋଡା ରେ ବସି ପୁରୀ ସମୁଦ୍ର କୂଳ ବୁଲିଲେ, ଅସୀମା ପଣ୍ଡା ଙ୍କ ଭିଡ଼ିଓ ହେଉଛି ଭାଇରାଲ…

ଆପଣ ମାନେ ଓଡ଼ିଶା ର ପ୍ରସିଦ୍ଧ ଓଡ଼ିଆ ଗାୟିକା ଅସୀମା ପଣ୍ଡା କୁ ନିଶ୍ଚିତ ଭାବେ ଜାଣିଥିବେ । ନିଜର ସଙ୍ଗୀତ ପାଇଁ ସେ ଆଜି ଓଡିଶା ର ଘରେ ଘରେ ପରିଚିତ ଅଟନ୍ତି । ଫିଲ୍ମ୍ ଗୀତ ଠାରୁ ଆରମ୍ଭ କରି ଆଲବମ୍ ଭଜନ ଜାଏ ସବୁ ପ୍ରକାର ଗୀତ ସେ ଗାଈ ଅଛନ୍ତୀ । ଓଡ଼ିଆ ର ପ୍ରାୟ ୩୦୦ ରୁ ଅଧିକ ଗୀତ ରେ ସେ ନିଜର କଣ୍ଠ ପ୍ରଦାନ କରିଛନ୍ତି । ଏହା ସହିତ ଅସୀମା ପଣ୍ଡା ଙ୍କ ର ସୋସିଆଲ ମିଡ଼ିଆ ରେ ମଧ୍ୟ ବହୁତ୍ ଅଧିକ ଫ୍ୟାନ ମାନେ ରହିଛନ୍ତି ।ତାଙ୍କ କଣ୍ଠ ଯେତିକି ସୁନ୍ଦର୍ ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର୍ ।

ତାଙ୍କର ସବୁ ଗୀତ ହିଟ୍ ହୋଇ ଥାଏ ଓ ସେ ଜଣେ ପ୍ରସିଦ୍ଧ ଗାୟିକା ବୋଲି ଆଜି ଘରେ ଘରେ ପରିଚିତ ଅଟନ୍ତି । ତେବେ ସୋସିଆଲ ମିଡ଼ିଆ ରେ ଅସୀମା ପଣ୍ଡା ଙ୍କ ର ଏକ ଚୁଲବୁଲି ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ କଣ ରହିଛି ସେହି ଭିଡିଓ ରେ ଆସନ୍ତୁ ଜାଣିବା ଓ ଦେଖିବା କଣ ସେହି ଭିଡିଓ ଟି ;-

ତେବେ ବର୍ତ୍ତମାନ ସମସ୍ତେ ନିଜ ନିଜ ପରିବାର ହେଉ। କିମ୍ବା ସାଙ୍ଗ ସାଥି ହେଉ ସମସ୍ତଙ୍କ ସହିତ ପିକନିକ୍ ପାଇଁ ଯାଉଛନ୍ତି। କାରଣ ଏହି ଶୀତ ଦିନ ରେ ହିଁ ପିକିନିକ୍ ସ୍ପଟ୍ ମାନଙ୍କ ରେ ଅଧିକ ଭିଡ଼ ଦେଖିବା ପାଇଁ ମିଳି ଥାଏ। ତେବେ ଅସୀମା ପଣ୍ଡା ମଧ୍ୟ ନିଜ ଫ୍ରେଣ୍ଡ୍ ଙ୍କ ସହିତ ପିକିନିକ ପାଇଁ ଯାଇଛନ୍ତି ଓ ସେ ପୁଣି ଓଡ଼ିଶା ର ବହୁ ପ୍ରସିଦ୍ଧ ସ୍ଥାନ ପୁରୀ ।

ତେବେ ପୁରୀ ବେଳାଭୂମି ରେ ସେ ଏକ ଘୋଡ଼ା ରେ ନିଜ ସାଙ୍ଗ ସହିତ ବସି ଯାଉଛନ୍ତି ଓ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ଲାଇଭ ଆସି ସେ ଏହା ନିଜ ଫ୍ୟାନ ମାନଙ୍କୁ ଜଣାଇ ଅଛନ୍ତି । ତେବେ ଏହି ଭିଡିଓ ରେ ସେ ଆଉ ତାଙ୍କ ସାଙ୍ଗ ଗୋଟିଏ ଘୋଡ଼ା ରେ ବସିବାର ନଜର ଆସିଛନ୍ତି ଆଉ ସେ ବହୁତ୍ ଖୁସି ମଧ୍ୟ ନଜର ଆସିଛନ୍ତି ।

ତେବେ ଗାୟିକା ଅସୀମା ପଣ୍ଡା ଙ୍କ ର ଏହି ଚୁଲବୁଲି ଭିଡ଼ିଓ କୁ ତାଙ୍କର ଫ୍ୟାନ ମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି ଏଥିରେ ଅସୀମା ପଣ୍ଡା ଖୁବ୍ ଖୁସି ଓ ଖୁବ୍ ସୁନ୍ଦର ମଧ୍ୟ ଲଗୁଛନ୍ତୁ । ତେବେ ସେ ଏହି ଲାଇଭ ଭିଡିଓ ମାଧ୍ୟମ ରେ ସମସ୍ତଙ୍କୁ କହିଛନ୍ତି ପୁରୀ ବେଳାଭୂମି ରେ ଘୋଡ଼ା ରେ ଚଢିବା ବହୁତ୍ ମାଯାଦୟକ୍ ହୋଇଥାଏ  ।

ତେଣୁ ଆପଣ ଯେବେ ମଧ୍ୟ ପୁରୀ ଆସୁଛନ୍ତି ଏହି ଘୋଡ଼ା ରେ ବସିବାର ମଜା ନେବାକୁ କେବେ ମଧ୍ୟ ଭୁଲନ୍ତୁ ନାହିଁ ।ତେବେ ଆପଣ ମାନଙ୍କୁ ଅସୀମା ପଣ୍ଡା ଙ୍କ ର ଏହି ଚୁଲବୁଲି ଭିଡ଼ିଓ ଟି କେମିତି ଲାଗିଲା ସ୍ମାକି କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।