ଦେଖନ୍ତୁ ଭିଡ଼ିଓ । ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ନବରାତ୍ରି ପାଳନ ର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…..

ମା ଦୁର୍ଗା ଦେବୀ ଙ୍କ ନବରାତ୍ରି ଆରମ୍ଭ ହୋଇ ଯାଇଛି। ସବୁଆଡେ ଏଥିପାଇଁ ମାଆ ଦୁର୍ଗା ଦେବୀଙ୍କ ପୂଜା କୁ କରନା କଟକଣା ଭିତରେ ପାଳନ କରିବାକୁ ପ୍ରସ୍ତୁତି ସରିଛି। ସମସ୍ତେ ଆନନ୍ଦ ମୁଖର ଏବଂ ଆଗଭର ହୋଇ ଅନାଇ ବସିଛନ୍ତି ମାଆ ଦୁର୍ଗା ଙ୍କ ଦର୍ଶନ ପାଇବା ପାଇଁ।ଏହି ସମୟରେ ସମସ୍ତେ ନବରାତ୍ରି ପୂଜାରେ ନିଜକୁ ମାଆ ଙ୍କ ଆଶିଷ ପାଇବା ପାଇଁ ପୂଜା କୁ ଭକ୍ତିର ସହିତ ସାରିଛନ୍ତି ମାଆ ଙ୍କ ଆଶିଷ ମଧ୍ୟ ଲାଭ କରିଛନ୍ତି।

ସେହିଭଳି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ମଧ୍ୟ ମା ଙ୍କ ନବରାତ୍ରି ପୂଜା କୁ ଘରେ ପାଳନ କରିଥିବାର ଦେଖିବାକୁ ମିଳିଛି। ଯାହାର ଫଟୋ ଭିଡିଓ ଏବେ ଦେଖିବାକୁ ମିଳୁଛି।

ସେ ଯେଉଁଭଳି ଭାବରେ ଏହି ପୂଜା କର୍ମ ରେ ନିଜକୁ ନିୟୋଜିତ କରିଛନ୍ତି ଏବଂ ପୂଜା କରୁଛନ୍ତି ତାହା ଏହି ଭିଡିଓରେ ଦେଖିବାକୁ ମିଳୁଛି। ଆପଣ ତ ଜାଣିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ପାଇଁ ଆଦୃତି ହାସଲ କରିଥିବା ବେଳେ ଜଣେ ସୂଗୃହିଣୀ ଭାବେ ମଧ୍ୟ ତାଙ୍କର ଭୂମିକା କୁ ସେ ଭଲ ଭାବରେ ଲିଭାଇ ଥାଆନ୍ତି।ସେ କେବଳ ଜଣେ ହିନ୍ଦୁ ନାରୀ ନୁହନ୍ତି ତାଙ୍କ ନାମ ସହିତ ଯୋଡ଼ି ରହିଛି ।

ଅନେକ ଭଲପାଇବା ସ୍ନେହ ଓ ଲୋକ ପ୍ରିୟତା। ଲକ୍ଷ ଲକ୍ଷ ଦର୍ଶକ ଓ ପ୍ରଶଂସକ ଙ୍କ ସେ ହେଉଛନ୍ତି ପ୍ରଥମ ପସନ୍ଦ। ଯାହାଙ୍କ ସୁନ୍ଦରତା ଯେତିକି ଅଧିକ ତାଙ୍କର ହୃଦୟ ସେତିକି ସଫା। ତେବେ ଏହା କୁହାଯାଇ ପରେ ସେ ଜଣେ ସଂସ୍କାରି ମହିଳା ଓ ଟିପିକାଲ୍ ହିନ୍ଦୁ ବୋହୂ ଭାବରେ ତାଙ୍କର ଚଳନି ଓ ବେଶଭୂଷା ବେଶ୍ ମନଲୋଭା ଅଟେ। ତାଙ୍କର ଏହି ଭଳି ସୁନ୍ଦର୍ ଚେହେରା ସହିତ ସ୍ନେହୀ ହୃଦୟରେ ହୋଇଥିବା କିଛି ଭିଡିଓ ର ଝଲକ ମଧ୍ୟ ଆମେ ଅନେକ ସମୟରେ ଦେଖିବାକୁ ପାଇଛୁ।

ଏଥିରେ ସେ କେତେ ସସ୍କାରି ଥିବାର ଦେଖିବାକୁ ମିଳୁଛି ଏବଂ ତାଙ୍କର ବେଶଭୂଷା ଯେମିତି ଜାବୁଡ଼ି ଧରିଛି ହିନ୍ଦୁ ଧର୍ମର ସଂସ୍କୃତି ଏବଂ ପରମ୍ପରାକୁ।ଓଡ଼ିଶା ସିନେମା ଜଗତର ଏହି ରାଣୀ ଙ୍କୁ ଆପଣ ସବୁବେଳେ କେବଳ ରିଲ୍ ଦୁନିଆରେ ଦେଖିବାର ସୁଯୋଗ ପାଇଛନ୍ତି।ଏହି ଭିଡିଓ ମାଧ୍ୟମରେ ତାଙ୍କର ବାସ୍ତବ ପ୍ରକୃତ ଜୀବନ ବିଷୟରେ ଜାଣିବାକୁ ପାଇବେ ଏବଂ ଦେଖି ଖୁସି ମଧ୍ୟ ହେବେ।

ଯେଉଁଭଳି ଭାବରେ ଅଭିନେତ୍ରୀ ବର୍ଷା ଜଣେ ସୁଗୃହିଣୀ ହିସାବରେ ଗୃହଲକ୍ଷ୍ମୀ ଭାବରେ ଘରର ପୂଜାର୍ଚ୍ଚନା କରୁଛନ୍ତି ଏବଂ ଭକ୍ତିର ସହିତ ଭଗବାନ ଙ୍କ ନିକଟରେ ଜୁହାର କରୁଛନ୍ତି। ବର୍ଷା।

ତେବେ ତାଙ୍କର ଏହିସବୁ ଭିଡିଓ ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ୍ ଖୁସି ଦବ। ଓଡ଼ିଶାର ଓଲିଉଡ କୁଇନ କୁହା ଯାଉଥିବା ବର୍ଷା ପ୍ରୟଦର୍ଶିନୀ ନିଜର ବୈବାହିକ ଜୀବନରେ ଏବଂ ସାଂସାରିକ ଜୀବନରେ କିଭଳି ଭାବରେ ସମୟ ଅତିବାହିତ କରନ୍ତି ଏବଂ ଚିତ୍ତ ବିନୋଦନ କରନ୍ତି ।

ଏହା ହେଉଛି ତାର ଏକ ଝଲକ ସଦୃଶ ଯାହା ତାଙ୍କ ପ୍ରଶଂସକ ଙ୍କ ପାଇଁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।