ଓଡିଶାର ଜାତୀୟ ପଶୁର ନାମ କଣ ? ଯାହାର ଉତ୍ତର 99 ପ୍ରତିଶତ ଲୋକମାନଙ୍କୁ ଜଣା ନାହିଁ – ଆପଣ ଦେଇପାରିବେ କି ?
ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି , ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି। ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି । ଏବେକା ସମୟରେ ଆପଣ ମାନେ ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା । ଏବେକା ସମୟରେ ଆମ ମାନଙ୍କର ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି ।
କାହିଁକିନା ଏହି ସାଦାରଣ ଜ୍ଞାନ ମାଧ୍ୟମରେ ଆମେ ବହୁତ କିଛି ଜାଣିବାକୁ ପାଇପାରିବା , ଏହା ସାଧାରଣ ଜ୍ଞାନ ହେଲେ ମଧ୍ୟ ଏହାର ବହୁତ ମହତ୍ତ୍ୱ ରହିଛି । କାରଣ ଏହି ଜ୍ଞାନ ପରବର୍ତ୍ତୀ ସମୟରେ ଆମ ମାନଙ୍କର ବହୁତ କାମରେ ଆସିଥାଏ ।
ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି। ତେବେ ଆମ ଦେଶ ଓ ରାଜ୍ୟ ବିଷୟ ରେ ଏମିତି ଅନେକ ତଥ୍ୟ ରହିଛି । ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ , ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସାମୁହିକ ଜ୍ଞାନ ରହିବା ନିହାତି ଆବଶ୍ୟକ। ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ପଚାରିବୁ , ଯାହାକୁ ଆପଣ ମାନେ ହୁଏତ 99 ପ୍ରତିଶତ ଲୋକମାନେ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
1–ଉଦ୍ଭିଦର କେଉଂ ଅଂଶ ଉଦ୍ଭିଦର ରୋଷେଇ ଘର ଅଟେ ?
ଉତ୍ତର–ପତ୍ର
2–ଭାରତୀୟ ଜାତୀୟ ପକ୍ଷୀର ନାମ କଣ ?
ଉତ୍ତର–ମୟୂର
3–ଭାରତର ଜାତୀୟ ନେତା କିଏ ?
ଉତ୍ତର–ମହାତ୍ମା ଗାନ୍ଧି
4–କିଏ ହଇଜା ରୋଗର ବାହକ ଅଟେ ?
ଉତ୍ତର–ମାଛି
5–କାହା ଦ୍ୱାରା ମ୍ୟାଲେରିଆ ରୋଗ ବ୍ୟାପେ ?
ଉତ୍ତର–ମଶା
6–ବାୟୁ ପ୍ରଦୂଷଣରୁ କେଉଁ ରୋଗ ହୋଇଥାଏ ?
ଉତ୍ତର–ଶ୍ୱାସ ରୋଗ
7–ଆୟୋଡିନ କିପରି ପଦାର୍ଥ ?
ଉତ୍ତର–କଠିନ
8–ବାତ ଜ୍ୱରର ବାହକ କିଏ ?
ଉତ୍ତର–ମଶା
9–ବାରତର ଜାତୀୟ ଉପାଧି କଣ ?
ଉତ୍ତର–ଭାରତ ରତ୍ନ
10–ଓଡିଶାର ଜାତୀୟ ଗଛର ନାମ କଣ ?
ଉତ୍ତର–ଅସ୍ତ ଗଛ
11–ଭାରତର ଜାତୀୟ ନୀତି କଣ ?
ଉତ୍ତର–ଅହିଂସା
12–ଭାରତର ଜାତୀୟ ପୋଷାକ କଣ ?
ଉତ୍ତର–ଖଦଡ
13–ଓଡିଶାର ଜାତୀୟ ପୁଷ୍ପର ନାମ କଣ ?
ଉତ୍ତର–ଅଶୋକ ଫୁଲ
14–ଓଡିଶାର ଜାତୀୟ ପଶୁର ନାମ କଣ ?
ଉତ୍ତର–ସମ୍ବର
15–ଭାରତର ଜାତୀୟ ପକ୍ଷୀର ନାମ କଣ ?
ଉତ୍ତର–ନୀଳକଣ୍ଠ ପକ୍ଷୀ
16–ଓଡିଶାର ଜାତୀୟ ଦେବତାଙ୍କର ନାମ କଣ
ଉତ୍ତର–ଶ୍ରୀ ଜଗନ୍ନାଥ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।