ପ୍ରଥମ ଥର ପାଇଁ ଜାଣନ୍ତୁ- ଓଡ଼ିଆ ସଂଗୀତ ଜଗତରେ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ନମିତା ଅଗ୍ରୱାଲ ଙ୍କ ଜୀବନୀ ଏବଂ ପରିବାର ବିଷୟରେ ,,,,,
ଆପଣ ମାନେ ଜାଣିଛନ୍ତି ଯେ ଓଡିଶା ର ଓଲିଓଡ଼ ସଂଗୀତ ଗାଇ ଇଣ୍ଡଷ୍ଟ୍ରି ରେ ଯେତେ ସବୁ ସ୍ବନାମ ଅର୍ଜନ କରି ଅଛନ୍ତି l ସେମାନଙ୍କ ମଧ୍ୟ୍ୟ ରୁ ନମିତା ଅଗ୍ରଵାଲା ଅନ୍ୟ ତମ l ଯେ କିଛି କେବଳ ଓଲିଓଡ଼ ଫିଲ୍ମ ଜଗତରେ ଗୀତ ଗାଇ ନାହାନ୍ତି ସେ ମଧ୍ୟ ଅନେକ ସିରିଏଲ ଧାରାବାହିକ ଜଗତରେ ମଧ୍ୟ ଗୀତ ଗାଇବା ପରେ ମଧ୍ୟ ସେ ଅନେକ ଭୋଜନ ଗାଇ ସୁନାମ ଅର୍ଜନ କରିଛନ୍ତି l ଏହି ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ନମିତା ଙ୍କର ବହୁତ ପ୍ରଶଂସକ ଅଛନ୍ତି l
ଯେଇଁ ମାନେ ନମିତା ଙ୍କର ଗୀତ ଆଦି କୁ ଫଲୋ କରୁଛନ୍ତି l ଅlପଣ ଜାଣି ନ ଥିବେ ଯେ ନମିତା ଙ୍କ ବିଷୟରେ ଆପଣ ବହୁତ କିଛି ଜାଣି ଥିବେ l କିନ୍ତୁ ଆପଣ ମାନେନମିତା ଅଗ୍ରଵାଲା ଙ୍କର ଜୀବନ ବିଷୟରେ ପ୍ରାୟ ଜାଣି ନଥିବେ l
ଆଜି ଆମେ ତାଙ୍କ ର ଜୀବନ ଶୈଳୀ ଓ ଲାଇଫ ଷ୍ଟାଇଲ ବିଷୟରେ କହିବୁ l ନମିତା ଅଗ୍ରଵାଲା ଆମ ଓଡ଼ିଶାର କଟକ ଜିଲ୍ଲା ରେ ଜନ୍ମ ଗ୍ରହଣ କରି ଥିଲେ l ନମିତା 1969 ମସିହାରେ ରେ ଜନ୍ମ ଗ୍ରହଣ କରି ଥିଲେ l କଣ୍ଠ ଶିଳ୍ପୀ ନମିତା ଙ୍କର ସ୍ୱାମୀ କଣ୍ଠ ଶିଳ୍ପୀ ସୀତାରାମ ଅଗ୍ରଵାଲା l ସେ ଅନେକ ମ୍ୟୁଜିକ ବଜାଇ ପ୍ରସିଦ୍ଧି ଲାଭ କରି ଥିଲେ l ସୀତାରାମ ସେ ପୁରୀ ଜିଲ୍ଲା ରେ ଜନ୍ମ ଗ୍ରହଣ କରି ଥିଲେ l
ସୀତାରାମ ଅଗ୍ରଵାଲା ପୁରୀ ସିଦ୍ଧାନ୍ତ ମ୍ୟୁଜିକ ର 99. 9 fm ର ପ୍ରତିଷ୍ଠା ନିଜେ କରି ଥିଲେ l ସେ ତାଙ୍କ ଚେନାଲ ରେ ନମିତା ଙ୍କର ଗୀତ କୁ ରିଲିଜ କରନ୍ତି l ସେହି ଚେନାଲ ରେ ସେ କେବଳ ନମିତା ଙ୍କର ଗୀତ କୁ ରିଲିଜ କରନ୍ତି l
ନମିତା ଜନ୍ମ ରୁ ସଂଗୀତ କୁ ବହୁତ ଭଲ ପାଉଥିଲେ l ନମିତା 1986 ମସିହା ରେ ପ୍ରଥମେ ଆକାଶ ବାଣୀ କାର୍ଯ୍ୟ ଲୟ ରେ ଗୀତ ଗାଇବା ଆରମ୍ଭ କରି ଥିଲେ l ସେ ସେଠାରେ ଅନେକ ଗୀତ ଗାଇ ଥିଲେ l ପ୍ପରେ ତାଙ୍କ ର ଗୀତ ଭଲ ଓ ସୁମଧୁର ହେବା ରୁ 1992 ମସିହା ରେ ତାଙ୍କର ପ୍ରଥମ ଗୀତ ରିଲିଜ ହୋଇ ଥିଲା l ନମିତା ଅଗ୍ରଵାଲା ଙ୍କର ପ୍ରଥମ ନାମ ଥିଲା ନିବେଦିତା l ତାଙ୍କୁ ସମସ୍ତେ ଛୋଟ ବେଳୁ ଏହି ନାମ ରେ ଡାକୁ ଥିଲେ l
ନମିତା ଏବେ ‘ ଜୀ ‘ ମ୍ୟୁଜିକ ରେ ଗୀତ ଗାଉ ଛନ୍ତି l ତାଙ୍କର ସମସ୍ତ ଗୀତ ଆକର୍ଷଣୀୟ ଓ ସମସ୍ତ ଙ୍କ ପାଈଁ ଶିକ୍ଷଣୀୟ ଅଟେ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।