ଓଃ କି ସିନ ! ଯାତ୍ରା ଷ୍ଟେଜ ଉପରେ “Rani Panda ” କଲେ ଏମିତି ଜବରଦସ୍ତ ସିନ ଜୀବନରେ କେବେ ଦେଖି ନଥିବେ…
ଆପଣ ଯାତ୍ରା ଜଗତ ର ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ତ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ନିଜ ଆଇଟମ ଡ୍ୟାନ୍ସ ରେ ସମସ୍ତ ଙ୍କୁ ଝୁମାଇ ଥାଆନ୍ତି | ଏହା ସହିତ ପରେ ପରେ ସେ ଅଭିନୟ ମାଧ୍ୟମ ରେ ଦର୍ଶକ ଙ୍କର ହୃଦୟ କୁ ଜିଣି ଯାତ୍ରା ଇଣ୍ଡଷ୍ଟ୍ରି ରେ ଏକ ଭଲ ଅଭିନେତ୍ରୀ ଭାବେ ମଧ୍ୟ ପରିଚିତ ହୋଇ ପାରି ଥିଲେ | କେବଳ ଯାତ୍ରା କଳାକାର ନୁହଁନ୍ତି ବରଂ ସେ ଅନେକ ଫିଲ୍ମ ରେ ମଧ୍ୟ ଆଇଟମ ସଙ୍ଗ ରେ ଦେଖିବା ପାଇଁ ମିଳିଛନ୍ତି | ତେବେ ତାଙ୍କର ଅଭିନୟ ହେଉ କି ସେ ଡ୍ୟାନ୍ସ ଏହାକୁ ଦର୍ଶକ ମଧ୍ୟ ଖୁବ ଭଲ ପାଇବା ଦେଇ ଆସିଛନ୍ତି |
ସେ କେବଳ ଜଣେ ଅଭିନେତ୍ରୀ ତାହା ନୁହଁନ୍ତି ବରଂ ସେ ଏକ ସମାଜ ସେବୀ ମଧ୍ୟ ଅଟନ୍ତି ଯାହାକି ଅନେକ ସମୟରେ ସେ ଅସହାୟ ଲୋକ ଙ୍କୁ ସାହାଯ୍ୟ କରି ଥାଆନ୍ତି | ଏହା ସହିତ ଅନେକ ବିବାଦ ରେ ମଧ୍ୟ ରହି ସେ ଖୋଲା ଜବାବ ମଧ୍ୟ ମିଡ଼ିଆ ସାମ୍ନାରେ ରଖି ଥାଆନ୍ତି |
ବର୍ତ୍ତମାନ ସମୟରେ ତାଙ୍କର ଏକ ଯାତ୍ରା କୁ ନେଇ ସେ ଖୁସି ଚର୍ଚ୍ଚା ରେ ରହି ଥିଲେ ଏବଂ ଦର୍ଶକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥିଲେ | ଯେଉଁ ଯାତ୍ରା ଟିର ନାଁ ହେଉଛି “ହାତୀ ଘୋଡ଼ା ଗଣ୍ଡା କୁ ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା” | ଯାହାକି ରାଣୀ ପଣ୍ଡା ତାଙ୍କ ନିଜ ଜୀଵନ ର ସତ କାହାଣୀ ଉପରେ ଆଧାରିତ ହୋଇଛି ଆଉ ସେ ଏହି ଯାତ୍ରା ପାଇଁ ଅଧିକ ଚର୍ଚ୍ଚା କୁ ଆସି ଥିଲେ |
ଏହା ଯାତ୍ରା ରେ ରାଣୀ ପଣ୍ଡା ଙ୍କର ଜବରଦସ୍ତ ଆଇଟମ ଗୀତ ଡ୍ୟାନ୍ସ କରୁ ଥିବାର ଦେଖିବା ପାଇଁ ମିଳିଛି | ତେବେ ପୂର୍ବରୁ ରାଣୀ ପଣ୍ଡା ଙ୍କ ଆଇଟମ ଡାନ୍ସ କୁ ନେଇ ଖଣ୍ଡଗିରିରେ ଝଡ଼ ଉଠି ଥିବାର ଦେଖିବାକୁ ମିଳି ଥିଲା | ଆଇଟମ ଡାନ୍ସ କୁ ନେଇ ବିବାଦ ଘେର ରେ ଛନ୍ଦି ହୋଇ ଯାଇଥିଲେ ରାଣୀ ପଣ୍ଡା | ଏହା ପରେ ରାଣୀ ପଣ୍ଡା ଆଇଟମ ଡାନ୍ସ ଛାଡି ନିଜର ଅଭିନୟ ରେ ଯାଦୁଗରୀ ଦେଖାଇବା ପାଇଁ ଚିନ୍ତା କରି ଥିଲେ |
ତେବେ ରାଣୀ ପଣ୍ଡା କହିଛନ୍ତି କି ସେ ଆଉ ଆଇଟମ ଡାନ୍ସ ନ କରି ଅଭିନୟ ଉପରେ ଗୁରୁତ୍ବ ଦେବେ | ତେବେ ରାଣୀ ପଣ୍ଡାଙ୍କ ଜୀବନ ଉପରେ ଆଧାରିତ ନାଟକ “ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକ ଲଢିବ ରାଣୀ ପଣ୍ଡା” କୁ ନେଇ ଯାତ୍ରା ପ୍ରେମୀ ଓ ପ୍ରଶଂସକ ମାନଙ୍କ ଭିଡ଼ ଦେଖିବା ପାଇଁ ମିଳି ଥିଲା | ତେବେ ଏହି ଯାତ୍ରା ରେ ରାଣୀ ପଣ୍ଡା ଙ୍କର ଅଭିନୟ ଡ୍ୟାନ୍ସ କୁ ଦର୍ଶକ ମାନେ ବେସ ପସନ୍ଦ କରିଛନ୍ତି |