ଓଃ କି ଡ୍ୟାନ୍ସ ! ଏହି Couple ଯୋଡି କଲେ ଜବରଦସ୍ତ Bollywood Salsa ଡ୍ୟାନ୍ସ ” Nashe Si Chadh Gayi “… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ତେବେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |

ସମସ୍ତେ ପ୍ରାୟ ୟୁଟ୍ୟୁବ ଆକାଉଣ୍ଟ ରେ କିଛି ନା କିଛି ଭିଡ଼ିଓ ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି | ତେବେ ସବୁ ଭିଡ଼ିଓ ମଧ୍ୟରୁ ଡ୍ୟାନ୍ସ ଭିଡ଼ିଓ ସବୁଠାରୁ ନିଆଁରା ହୋଇ ଥାଏ, ଡ୍ୟାନ୍ସ କେଉଁଠି ଦେଖିଲେ ଆମ ପାଦ ମଧ୍ୟ ନାଚି ଉଠେ |

ଡ୍ୟାନ୍ସ ଏକ ମନରେ ଅଲଗା ପ୍ରକାର ର ଖୁସି ପ୍ରଦାନ କରି ଥାଏ ଯେଉଁଥିରେ ଥରେ ଝୁମିଲେ ପାଦ ଠକିବା ପର୍ଯ୍ୟନ୍ତ ଆମେ ନାଚି ଥାଉ | ତେବେ ଆଜି ସେଭଳି ଏକ ଡ୍ୟାନ୍ସ ଖୁବ ଭାଇରାଲ ହେବାରେ ଲାଗିଛି ଯାହାର ଡ୍ୟାନ୍ସ ଦେଖିଲେ ଆପଣ ପ୍ରଶଂସା ନକରି ରହି ପାରିବେ ନାହିଁ |

ତେବେ ଏହା ହେଉଛି ଏକ ସାଲସା ଡ୍ୟାନ୍ସ ଯାହାକୁ ଉଭୟ ଯୁବକ ଓ ଯୁବତୀ ଡ୍ୟାନ୍ସ କରୁ ଥିବାର ଦେଖିବା ପାଇଁ ମିଳିଛି | ଉଭୟ ଏକ ଭିନ୍ନ ଅନ୍ଦାଜ ରେ ଏହି ଡ୍ୟାନ୍ସ ଟିକୁ ପରିବେଷଣ କରିଛନ୍ତି ଆଉ ଡ୍ୟାନ୍ସ କରୁଥିବା ଗୀତ ଟି ମଧ୍ୟ ଜବରଦସ୍ତ ରହିଛି ସେହି ଗୀତ ଟି ହେଉଛି ନଶେ ସି ଚଢ ଗୟୀ | ଆପଣ ଏହି ଗୀତ ଟିର ଯୁବତୀ ଓ ଯୁବକ ଙ୍କର ଡ୍ୟାନ୍ସ ଟିକୁ ଦେଖିଲେ ହିଁ ଜାଣି ପାରିବେ କି ତାହା କେତେ ମନରଞ୍ଜନ ଓ କେତେ ଆକର୍ଷଣୀୟ ହୋଇଛି |

ତେବେ ଏଭଳି କିଛି ଭିଡ଼ିଓ ଏକ ଖୁସି ହେବାର ଆମକୁ ସୁଯୋଗ ଦେଇ ଥାଏ ଏବଂ ମନକୁ ମଧ୍ୟ ଶାନ୍ତ ରଖି ଥାଏ | ବର୍ତ୍ତମାନ ସମୟ ରେ ଏଭଳି ଏକ ଜବରଦସ୍ତ ଡ୍ୟାନ୍ସ ର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି | ଆଉ ଏହାକୁ ଦେଖି ଅନେକ ଲୋକ ପସନ୍ଦ କରିବା ସହିତ ଅନେକ ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |