ଓଃ କି ଡ୍ୟାନ୍ସ ! ଘର ଭିତରେ ଗାଉଁଲି ଝିଅ କଲା ରୋମାଣ୍ଟିକ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ତେବେ ଆଜିକାଲି ର ଯୁଗ ହେଉଛି ଟେକନୋଲୋଜି ଯୁଗ ଯେଉଁଠି ସମସ୍ତେ ପ୍ରାୟ ଅର୍ଥାତ ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ଅର୍ଥାତ ସମସ୍ତେ ସ୍ମାର୍ଟ ଫୋନ ୟୁଜ କରିଥାନ୍ତି | ତେବେ କେଉଁଠି କଣ ଘଟିଲା ନ ଘଟିଲା ଓ ଯାହା ବି କିଛି ଭିନ୍ନ ଭିନ୍ନ ଭିଡ଼ିଓ ହେଉ ନା କାହିଁକି ଆମେ ସବୁ ସୋସିଆଲ ମିଡ଼ିଆ ରେ ହିଁ ଦେଖିବା ପାଇଁ ପାଇଥାଉ |

କାରଣ କିଏ କେଉଁଠି ନାଚ କରୁ କି ଗୀତ କରୁ ଅଥବା ନିଜ ଜୀଵନ ଶୈଳୀ କୁ ନେଇ ହେଉ ତାକୁ ମୋବାଇଲ ରେ ରେକର୍ଡ କରି ଥାଆନ୍ତି ଆଉ ପରେ ତାହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଦେଇ ଥାଆନ୍ତି |

ବେଳେ ବେଳେ ସେହି ଭିଡ଼ିଓ ଲୋକ ମାନଙ୍କୁ ଏତେ ପସନ୍ଦ ଆସିଯାଏ କି ତାହା ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଥାଏ ଆଉ ପ୍ରଶଂସା ସାଉଁଟି ଥାଏ | ଯାହାର ଭିଡ଼ିଓ ହୋଇ ଥାଏ ସେ ନିଜେ ବି କଳ୍ପନା କରି ପାରେ ନାହିଁ କି ତା ଭିଡ଼ିଓ ଏତେ ମାତ୍ରା ରେ ଭାଇରାଲ ହେବ | ତେବେ ସେଭଳି ଭାବେ ଅନେକ ନାଚ ଗୀତ ର ଭିଡ଼ିଓ ଦେଖିବାକୁ ମିଳିଥାଏ ଆଉ ଆଜି ସେଭଳି ଏକ ଜବରଦସ୍ତ ଡ୍ୟାନ୍ସ ଭିଡ଼ିଓ ଦେଖିବା ପାଇଁ ମିଳିଛି |

 

ଆପଣ ତ ଜାଣିଛନ୍ତି ନାଚ କେତେ ଯେ ନିଆଁରା ହୋଇଥାଏ ଯାହାକି କେଉଁଠି ନାଚ ଦେଖିଲେ ଆମ ପାଦ ମଧ୍ୟ ନାଚି ଉଠେ ଆଉ ଖୁବ ଖୁସି ଅନୁଭବ ହୋଇଥାଏ | ତେବେ ଏକ ଭିଡ଼ିଓ ମାଧ୍ୟମ ରେ ଏକ ଯୁବତୀ ଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହି ପାରିବେ ନାହିଁ | ଯେଉଁଠି ପ୍ରଥମେ ଏକ ସୁନ୍ଦର ହିନ୍ଦୀ ଗୀତ ରେ ନିଜର ଡାନ୍ସ ର ଜଲୱା ଦେଖାଇ ଛନ୍ତି ଝିଅ ଜଣଙ୍କ | ଆଉ ସୁନ୍ଦର ଭାବରେ ନିଜର ଅଣ୍ଟା କୁ ହଲାଇ ଗୀତ ସହିତ ଡାନ୍ସ ର ତାଳ ଦେବାକୁ ଲାଗିଛନ୍ତି ଝିଅ ଜଣଙ୍କ |


ଆଉ ଡ୍ୟାନ୍ସ ଟି ସେ ପୁରା ଖୋଲା ମନରେ କରିବା ପାଇଁ ଲାଗିଛନ୍ତି ଯେଉଁ ଡାନ୍ସ ସମସ୍ତ ଙ୍କୁ ବେଶ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ରୁମ ଭିତରେ ଝିଅ ଜଣ ଙ୍କ ମନ ଖୁସି ରେ ଡାନ୍ସ କରୁଛନ୍ତି |

ଝିଅ ଜଣଙ୍କ ସେହି ନାଚ ରେ ଏତେ ମାତ୍ରା ରେ ଝୁମି ଯାଇଛନ୍ତି କି ତାଙ୍କୁ ଆଉ କେହି ଦେଖା ମଧ୍ୟ ଯାଉ ନାହାଁନ୍ତି ସେ ବାସ ଗୀତ ଟିକୁ ଅନୁଭବ କରି ଠୁମକା ଦେଇ ଚାଲିଛନ୍ତି | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି ଯାହାକୁ ଦେଖି ଅନେକ ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |