ଓଃ କି ଡ୍ୟାନ୍ସ ! ଡ୍ୟାନ୍ସ ଶିଖିବାର ଅଛି ତ ୟାଙ୍କ ଠାରୁ ଶିଖ ? ଡ୍ୟାନ୍ସ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ଆମ ସମାଜ ରେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |

ସମସ୍ତେ ପ୍ରାୟ ଇନଷ୍ଟା ରେ ଛୋଟ ଛୋଟ ରିଲ୍ସ ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି | ଆଗ କାଳରେ କିଛି ପ୍ରତିଭା ହେଉ କିଛି ସ୍ଥାନର କାର୍ଯ୍ୟକ୍ରମ ହେଉ ତାହା ଲୋକ ଲୋଚନ ସାମ୍ନା କୁ ଆସି ପାରୁ ନଥିଲା କିନ୍ତୁ ଏବେ ଟିକନିକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦ୍ୱାରା ସାମ୍ନା କୁ

ଆସୁଛି ଆଉ ଏହା ଦ୍ୱାରା ଲୋକେ ଫେମସ ମଧ୍ୟ ହୋଇ ପାରୁଛନ୍ତି | ତେବେ ସେଭଳି ଏକ ଭିଡ଼ିଓ ବର୍ତ୍ତମାନ ସମୟରେ ଦେଖିବା ପାଇଁ ମିଳିଛି ଯେଉଁଥିରେ କିଛି ଯୁବତୀ ମିଶି ଡିଜେ ଗୀତରେ ରାସ୍ତା ରେ ସୁନ୍ଦର ଡ୍ୟାନ୍ସ କରି ଦେଖାଇଛନ୍ତି |


ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ଡିଜେ ଗୀତର ତାଳେ ତାଳେ କିଛି ଯୁବତୀ ବେସ ସୁନ୍ଦର ଭାବରେ ଡ୍ୟାନ୍ସ କରି ଦେଖାଉଛନ୍ତି | ଯାହାକି କୁହାଯାଉଛି କି ଏହା ଜୟ ବଜରଙ୍ଗୀ ବ୍ରାଣ୍ଡ ତରଫରୁ ଦେଖିବା ପାଇଁ ମିଳିଛି ଆଉ ଏଠାରେ ପୁଅ ଝିଅ ମାନେ ଏକାଠି ମିଶି ନାଚୁ ଥିବାର ମଧ୍ୟରେ ଦେଖା ଯାଇଛି | ତେବେ ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ତାଙ୍କ ଡ୍ୟାନ୍ସ ର ଅଧିକ କମାଲ ଦେଖାଇଛନ୍ତି | ଝିଅ ମାନେ ମିଶି ଏକ ଦଳ କରି ଡିଜେ ଗୀତ ର ତାଳେ ତାଳେ ଅଣ୍ଟା ହଲାଇ ଖୁବ ଜବରଦସ୍ତ ଡ୍ୟାନ୍ସ କରି ଦେଖାଇଛନ୍ତି |

ଏହି ଶୋଭାଯାତ୍ରା ର ଡ୍ୟାନ୍ସ ଏତେ ସୁନ୍ଦର ଥିଲା ଯେ ତାହା ଦେଖିବା ପାଇଁ ଅନେକ ଲୋକ ମାନଙ୍କର ଭିଡ଼ ଲାଗି ଥିଲା | ଏମିତି କି ସେହି ରାସ୍ତା ରେ ଗାଡ଼ି ମଟର ଯିବା ପାଇଁ ବି ଟିକେ ରାସ୍ତା ନଥିଲା | ଏଭଳି ଏକ ସୁନ୍ଦର ଦୃଶ୍ୟ କୁ କେହି ଜଣେ ନିଜ ମୋବାଇଲ ରେ ରେକର୍ଡ କରି ଥିଲେ ଆଉ ତାହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥିଲେ ଯାହାକି ଏବେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଲୋକେ ଏହାକୁ ଦେଖି ବେସ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |