ଓଃ କି ଡ୍ୟାନ୍ସ ! ନୂଆ କରି ବାହା ହୋଇଥିବା ବୋହୂ କଲା ହଟ ଡ୍ୟାନ୍ସ… ଦେଖିଲେ ନିଆଯକୁ ସମ୍ଭାଳି ପାରିବେନି…
ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |
ଅନେକ ସମୟରେ ଅନେକ କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ଯାହାକି ଏହି ଭିଡ଼ିଓ ପସନ୍ଦ କରିବା ଦ୍ୱାରା ସେହି ବ୍ୟକ୍ତି ଖୁବ ଫେମସ ହୋଇ ପାରିଥାଏ | ନିଜ ଅଜାଣତ ରେ ମଧ୍ୟ ବ୍ୟକ୍ତି ବେଳେ ବେଳେ ଭାଇରାଲ ହୋଇ ଥାଏ କାରଣ ସେ କଳ୍ପନା ମଧ୍ୟ କରି ନଥାଏ କି ତାର ଭିଡ଼ିଓ କୁ ଦର୍ଶକ ମାନେ ଏତେ ମାତ୍ରା ରେ ଭଲ ପାଇବା ଦେବେ
ତେବେ ଆଜିକାଲି ଯୁଗରେ ଘରର ବୋହୂ ମାନଙ୍କର ମଧ୍ୟ ଜବରଦସ୍ତ ଭିଡ଼ିଓ ଦେଖିବା ପାଇଁ ମିଳେ ଯାହାକୁ ଦେଖିଲେ ଖୁବ ଖୁସି ମଧ୍ୟ ଅନୁଭବ ହୋଇ ଥାଏ | ସେଭଳି ଭାବରେ ଏକ ଘରର ନୂଆ ବୋହୂ ଙ୍କର ଡ୍ୟାନ୍ସ ଭିଡ଼ିଓ ସାମ୍ନା କୁ ଆସିଛି ଯାହା ଏବେ ଖୁବ ମାତ୍ରା ରେ ଭାଇରାଲ ହେଉଛି |
ତେବେ ନବ ବିବାହିତ ବୋହୁ ଜଣଙ୍କ ଏତେ ସୁନ୍ଦର ଡ୍ୟାନ୍ସ କରୁଛନ୍ତି ଯେ ଆପଣ ମାନେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ | ତେବେ ସେ ବର୍ତ୍ତମାନ ର ପ୍ରସିଦ୍ଧ ଆଲବମ ସଙ୍ଗ ବାବନ ଘାଟ ରେ ଡ଼୍ୟାନ୍ସ କରିଛନ୍ତି, ଯାହାକି ନୂଆ ବୋହୁ ଜଣଙ୍କର ଡ଼୍ୟାନ୍ସ ଦେଖିଲେ ଆପଣ ଙ୍କୁ ଏହିପରି ଲାଗିବ ଯେପରି ସେମାନେ ପ୍ରଫେସନାଲ ଡ୍ୟାନ୍ସର ଅଟନ୍ତି |
ବୋହୂ ଜଣଙ୍କ ଏକ ଲାଲ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି ଆଉ ମୁଣ୍ଡରେ ଓଢଣା ମଧ୍ୟ ଦେଇଛନ୍ତି ଯାହାକି ଓଢଣା ରେ ତାଙ୍କର ମୁହଁ ମଧ୍ୟ ଦେଖା ଯାଉ ନାହିଁ କାରଣ ସେ ନୂଆ ବିବାହିତା ଜଣେ ମହିଳା ଅଟନ୍ତି |
ସେ ଯେତେ ବେଳେ ଡ୍ୟାନ୍ସ କରୁ ଥିଲେ ସେତେ ବେଳେ ତାଙ୍କ ଘରର ସମସ୍ତ ସଦସ୍ୟ ବସି ଏହି ସୁନ୍ଦର ଡ୍ୟାନ୍ସ କୁ ଦେଖୁ ଥିଲେ ଆଉ ଖୁବ ଖୁସି ମଧ୍ୟ ଅନୁଭବ କରୁ ଥିବାର ଦେଖିବା ପାଇଁ ମିଳି ଥିଲା | ତେବେ ଏଭଳି ଏକ ନିଆଁରା ଭିଡ଼ିଓ କେଁଉ ସ୍ଥାନର ତାହା ଜଣା ପଡ଼ି ନାହିଁ, କିନ୍ତୁ ଏହାକୁ କେହି ଜଣେ ସୋସିଆଲ ମିଡ଼ିଆ ରେ ଉପଲୋଡ କରିବା ପରେ ଏହା ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଯାହାକୁ ଦେଖି ଅନେକ ଲୋକ ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |